ଏନଡିଏରେ ଫାଟ! ହିମନ୍ତ ଶର୍ମାଙ୍କୁ କଡ଼ା ଟାର୍ଗେଟ କଲେ ଜେଡିୟୁ-ଏଲଜେପି

ନୂଆଦିଲ୍ଲୀ,୧।୯: ଆସାମ ବିଧାନସଭାରେ ମୁସଲିମ ବିଧାୟକ ନମାଜ ପଢିବା ବନ୍ଦ କରିବା ଘଟଣାରେ ଜାତୀୟ ରାଜନୀତି ସରଗରମ ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏପରି…

୨ ମାସ ତଳେ ହାତୀ ଭାଙ୍ଗିଥିଲା କାନ୍ଥ, ବର୍ଷା ସାଧିଲା  ଦାଉ, ଚାଲିଗଲା ଅଢ଼େଇ ବର୍ଷର ପୁଅ ଜୀବନ  

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): କାନ୍ଥ ପଡ଼ି ଚାଲିଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ।  ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି…

ଏଲନ୍‌ ମସ୍କଙ୍କ ନୂଆ ଯୋଜନା: ହ୍ବାଟ୍ସଆପ୍‌କୁ ଟକ୍କର ଦେବ ‘X’ର ନୂଆ ଫିଚର, କଲିଂ ହେବ ମାଗଣା

ଓ୍ବାଶିଂଟନ,୧ା୯: ବର୍ତ୍ତମାନର ‘ଏକ୍ସ’ ଯାହାକୁ ପୂର୍ବରୁ ଟୁଇଟର କୁହାଯାଉଥିଲା। ଏବେ ଏହାକୁ ଦେଶର ବହୁ ସଂଖ୍ୟକ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ବିଶ୍ୱରେ ‘ଏକ୍ସ’ରେ ଲକ୍ଷ ଲକ୍ଷ…

ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ମାଷ୍ଟର ମାଇଣ୍ଡ: ସଞ୍ଜୟଙ୍କ ବଡ ଅଭିଯୋଗ

ମୁମ୍ବାଇ,୧।୯: ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ରାଜନୈତିକ ଉଷ୍ମତା ତୀବ୍ର ରହିଛି। ବିରୋଧୀ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ…

କିଏ ସ୍ବପ୍ନା ପାଟକର? ସଞ୍ଜୟ ରାଉତଙ୍କ ଉପରେ ଆଣିଛନ୍ତି ଗୁରୁତର ଅଭିଯୋଗ

ମୁମ୍ବାଇ,୧।୯: ଗୋରେଗାଓଁର ପାତ୍ର ଚାୱଲଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାର ସାକ୍ଷୀ ସ୍ବପ୍ନା ପାଟକର ଏକ ଚିଠି ଲେଖିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଅତିରିକ୍ତ…

ନର୍ସିଂ କଲେଜରେ ରାଗିଂ : ସିନିୟର, ଜୁନିୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ

ଭବାନୀପାଟଣା,୧।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କାମଠଣାଠାରେ ଥିବା ନର୍ସିଂ କଲେଜରେ ରାଗିଂ ଅଭିଯୋଗକୁ ନେଇ ସିନିୟର ଓ ଜୁନିୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ…

କୋଲକାତାରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା

କୋଲକାତା,୧ା୯: ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ…

କେରଳ ଭୂସ୍କଳନ: ଗୁରୁତର ଡ. ସ୍ବୀକୃତି ମହାପାତ୍ରଙ୍କୁ ଭେଟିଲେ ଦୀପାଳି

ଝାରସୁଗୁଡ଼ା,୧।୯ (ସଞ୍ଜୟ ମାଲି): କେରଳ ୱାୟନାଡ ଭୂସ୍କଳନରେ ଗୁରୁତର ଆହତ ହୋଇଥିବା ଝାରସୁଗୁଡାର ଡ. ସ୍ବୀକୃତି ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଶନିବାର ପୂର୍ବତନ ବିଧାୟିକା ଦୀପାଳି ଦାସ…

ହିମନ୍ତ ଶର୍ମାଙ୍କ ଉପରେ ତାତିଲେଣି ଭାଜପା ହାଇକମାଣ୍ଡ? ତେଜିଲାଣି ବବାଦ

ନୂଆଦିଲ୍ଲୀ,୧।୯:ଆସାମ ବିଧାନସଭାରେ ନମାଜ ପଢିବାକୁ ବନ୍ଦ କରିବା ନେଇ ରାଜନୀତି ସରଗରମ ରହିଛି। ଆସାମ ବିଧାନସଭାରେ ଶୁକ୍ରବାର ଦୁଇ ଘଣ୍ଟିଆ ନମାଜ ପଢିବା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ…

ଚିନ୍ତା ବଢ଼ାଉଛନ୍ତି ବାଳ ଅପରାଧୀ

ଭୁବନେଶ୍ୱର,୧ା୯(ସତ୍ୟଜିତ୍‌ ରାଉତ): ଯେଉଁ ବୟସରେ ପାଠ ପଢ଼ି ସଫଳ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା କଥା, ସେହି ସମୟରେ ଅପରାଧ ଜଗତରେ ପାଦ ଦେଉଛନ୍ତି ନାବାଳକ।…