ମୋଦି ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ, ୪।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର…

ବନ୍ଧୁତା ଲୋଡ଼େନି ବୟସ: ସମବୟସ୍କଙ୍କ ସହ ନୁହେଁ ବରଂ ଅସହାୟ ବୃଦ୍ଧାବୃଦ୍ଧ ଏବଂ କୁନି ପିଲାଙ୍କ ସହ…

ବନ୍ଧୁତ୍ୱ ଏମିତି ଏକ ସମ୍ପର୍କ, ଯାହାକୁ ଭାଷାରେ ପ୍ରକାଶ କରିବାକୁ ଶବ୍ଦ ଅଣ୍ଟେନି କି ନିବିଡ଼ତା ମାପିହୁଏନି। ନା ଏଥିପାଇଁ ଆବଶ୍ୟକ ସହପାଠୀ, ସମବୟସ୍କ ବା କେହି…

ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ବାରିପଦା,୪।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ବିଭାଗୀୟ…

ଅଗଷ୍ଟ ୯ରୁ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ’

ଭୁବନେଶ୍ୱର୪।୮(ଅନିଲ ଦାସ): ଭାଜପା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ଚାଷୀ ସମାବେଶ କରି ‘ଧନ୍ୟବାଦ ପ୍ରଧାନମନ୍ତ୍ରୀ ଓ ଧନ୍ୟବାଦ ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମ କରିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ…

୨୦୪୦ ଯାଏ ବଢ଼ିବ ଭାରତର କର୍ମଜୀବୀ ଜନସଂଖ୍ୟା, ପ୍ରକାଶ ପାଇଲା ରିପୋର୍ଟ

ମାନିଲା, ୪।୮: ଆସନ୍ତା ୨୦୪୦ ଯାଏ ଭାରତର କର୍ମଜୀବୀ ଜନସଂଖ୍ୟାରେ ବୃଦ୍ଧି ଘଟିବ। ସେହିପରି ୨୦୫୦ ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଜୀବୀ ଜନସଂଖ୍ୟା ରହିଥିବ ବୋଲି…

ତ୍ରୁଟି ସୁଧାରିବା ପାଇଁ ଚାଲିଛି ସମୀକ୍ଷା: ମନମୋହନ

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ପ୍ରଥମ ଥର ପାଇଁ ରାଜ୍ୟରେ ଭାଜପା ସରକାର ଗଠନ କରିଛି। ହେଲେ ରାୟଗଡ଼ା ଜିଲାରେ ଦଳ ଆଶାନୁରୂପ ସଫଳତା ପାଇପାରି ନାହିଁ ବୋଲି…

ମମତା ମହାନ୍ତଙ୍କୁ ନେଇ ବିଜେଡି-ଭାଜପାରେ କଥା କଟାକଟି

ଭୁବନେଶ୍ୱର,୪।୮(ଅନିଲ ଦାସ): ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ମୋରଡ଼ାର ପୂର୍ବତନ ବିଧାୟକ ରାଜକିଶୋର ଦାସ କହିଛନ୍ତି, ମମତା ମହାନ୍ତ ସେମିତି ବଡ଼…

ରାହୁଲଙ୍କର ଏ କି ଫଟୋ ଶେୟାର କଲେ କଙ୍ଗନା, ସୋସିଆଲ ମିଡିଆରେ ବୋବାଲ

ନୂଆଦିଲ୍ଲୀ,୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏଡିଟେଡ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ଅଛନ୍ତି ଭାଜପା ଏମପି କଙ୍ଗନା ରାଣାଓ୍ବତ। କଙ୍ଗନା ତାଙ୍କର ଅଫିସିଆଲ…

୫ ମିନିଟ୍‌ ପାର୍କିଂ ପାଇଁ ୧୧ ଲକ୍ଷ ଜରିମାନା

ଲଣ୍ଡନ, ୦୪।୦୮: ସାଧାରଣତଃ ଭାରତରେ ପାର୍କିଂ ପାଇଁ ଜରିମାନା ୫୦୦ କିମ୍ବା ୧୦୦୦ ଟଙ୍କା ରହିଥାଏ। କିନ୍ତୁ ଲଣ୍ଡନରୁ ଏପରି ଏକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ…

ଡୁରାଣ୍ଡ କପ୍‌ ଫୁଟ୍‌ବଲ: ବିଜୟ ସହ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ଆସାମର କୋକ୍ରାଝରରେ ଚାଲିଥିବା ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ଅନୁଷ୍ଠିତ…