୨୦୨୫ରେ ବଢ଼ିବ ସାଇବର ଆକ୍ରମଣ: ସ୍ବାସ୍ଥ୍ୟସେବା, ଆର୍ଥତ୍କ କ୍ଷେତ୍ର ପ୍ରତି ବିପଦ

ନୂଆଦିଲ୍ଲୀ,୬ା୧୨:ପ୍ରଯୁକ୍ତିର ଅଗ୍ରଗତି ଲୋକଙ୍କୁ ଯେତିକି ସୁବିଧା ଦେଉଛି, ଏହାର ଦୁଷ୍କରିଣାମ ମାନବ ସମାଜ ପାଇଁ ସେତିକି ବିପଦ ଆଣିଦେଇପାରେ। ଡାଟା ସିକ୍ୟୁରିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଏବଂ…

୭୪ ବର୍ଷରେ ଅଣ୍ଡାଦେଲା ସବୁଠୁ ବୟସ୍କ ପକ୍ଷୀ

ଓ୍ବାଶିଂଟନ: ସମସ୍ତ ପ୍ରକାରର ଅସୁବିଧାକୁ ସାମ୍‌ନା କରି ବିଶ୍ୱର ସବୁଠାରୁ ବୟସ୍କ ବଣୁଆ ପକ୍ଷୀ ଏକ ଅଣ୍ଡା ଦେଇଛି। ଓ୍ବିଜ୍‌ଡମ ନାମକ ଏହି ଲେସନ ଅଲବାଟ୍ରସ୍‌ ଜାତୀୟ…

ପ୍ରଫୁଲ୍ଲ ସାମଲ ବିଜେଡି ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସଭାପତି

ଭୁବନେଶ୍ୱର, ୬ା୧୨(ଅନିଲ ଦାସ)- ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ ସାମଲ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।…

ଶପଥ ପୂର୍ବରୁ ୪୦ ସେକେଣ୍ଡ ଭାଷଣରେ ଏଭଳି କହି ଚମକାଇ ଦେଲେ ଶିନ୍ଦେ

ମୁମ୍ବାଇ,୫ା୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ୍‌ ଶପଥ ନେବା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଶିବସେନା ନେତା ଏକନାଥ ଶିନ୍ଦେ ଶପଥପାଠ କରିବାକୁ…

ପ୍ରୋବା-୩ କକ୍ଷପଥରେ ଅବସ୍ଥାପିତ

ଶ୍ରୀହରିକୋଟା,୫ା୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ପିଏସ୍‌ଏଲ୍‌ଭି-ସି୫୯ ରକେଟ ସହାୟତାରେ ଗୁରୁବାର ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି (ଇଏସ୍‌ଏ)ର ପ୍ରୋବା-୩ ମିଶନକୁ ସଫଳତାର ସହ କକ୍ଷପଥରେ…

ନଭେମ୍ବର ମାସରେ ମହଙ୍ଗା ହେଲା ନିରାମିଷ ଥାଳି, ବାଲାନ୍ସ ବିଗାଡିଲେ ଆଳୁ ଟମାଟର

ନୂଆଦିଲ୍ଲୀ,୫ା୧୨: ଟମାଟୋ ଏବଂ ଆଳୁର ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ଶାକାହାରୀ ଥାଳି ନଭେମ୍ବର ମାସରେ ଏକ ବର୍ଷ ପୂର୍ବ ତୁଳନାରେ ସାତ ପ୍ରତିଶତ ମହଙ୍ଗା ହୋଇଛି।…

ଥମୁନି ଦୁଃଖ: ପୁଣି ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ସଇଁତଲା,୫ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲାରେ ଦାଦନ ଦୁଃଖ ପିଛା ଛାଡ଼ିବାର ନାମ ନେଉନାହିଁ । କିଛି ଦିନ ତଳେ ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମର ଜଣେ…

ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାତୀୟ ନାଟକ ମହୋତ୍ସବରେ ଲୁ ନାଟ୍ୟସଂସ୍ଥା ପଦ୍ମପୁର କଳାକାରଙ୍କ ଦ୍ୱାରା ନାଟକ, 'ରଙ୍ଗ ଭୂମି'ର ଦୃଶ୍ୟ       ଖୋର୍ଦ୍ଧା ଜୁଡିସିଆଲ…

କେବେ ପିରିୟଡସ ବନ୍ଦ ହୁଏ ?

ଜାଣନ୍ତୁ ଋତୁସ୍ରାବ ଓ ସ୍ତ୍ରୀ ରୋଗ ଗର୍ଭ ଧାରଣକୁ ନେଇ ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କ ପରାମର୍ଶ । https://www.youtube.com/watch?v=I_HtP7fnQDg&list=UUl6ASYtXxADgjTVjLpMVo1g

ଅଜିତ ପାଓ୍ବାର ନା ଶିନ୍ଦେ, କାହାକୁ ମିଳିବ ଅଧିକ ମନ୍ତ୍ରୀ ପଦ? ଭାଜପା ଫମୁର୍ଲାରେ…

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଏକ ନୂତନ ମହାୟୁତିି ସରକାର ଗଠନ ହୋଇଛି। ବର୍ତ୍ତମାନ ମନ୍ତ୍ରୀ ପଦବୀ ସମ୍ପର୍କରେ ମହାୟୁତିିର ସହଯୋଗୀ ଦଳ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ…