ଫର୍ଚ୍ୟୁନ୍‌ ଗ୍ଲୋବାଲ୍‌ ୫୦୦ ତାଲିକାରେ ରିଲାଏନ୍ସ

ନୂଆଦିଲ୍ଲୀ,୬।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ବା ଆର୍‌ଆଇଏଲ୍‌କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ଦିଆଯାଇଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ରେଟିଂ ଏଜେନ୍ସି ତଥା…

ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି

ଭୁବନେଶ୍ୱର,୬।୮ (ଅନୁରାଧା ମହାରଣା): ଭାରତରେ କାର୍‌ ଗ୍ରାହକଙ୍କ ସଂଖ୍ୟା ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅଟୋ ଇଣ୍ଡଷ୍ଟ୍ରିର ଏକ ସଂଗଠନ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ…

ଆଜି ସରିବ ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌

ଭୁବନେଶ୍ୱର,୬।୮: ଦୀର୍ଘ ୬୬ ଦିନର ସଫଳ କାରବାର ଓ ଉତ୍ସାହଜନକ ଭିଡ ପରେ ମଧ୍ୟ ନ୍ୟୁ ରାଜସ୍ଥାନ କଟନ ଫାବ ପ୍ରଦର୍ଶନୀ ଆଜି (ମଙ୍ଗଳବାର) ଶେଷ ହେବାକୁ…

କନିଷ୍ଠ ଶିକ୍ଷକ ନିଯୁକ୍ତି: ଜିଲାୱାରି ଚୂଡ଼ାନ୍ତ ତାଲିକା ପ୍ରକାଶ

ଭୁବନେଶ୍ୱର,୬।୮(ଅସମାପିକା ସାହୁ):କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିଯୁକ୍ତି ପାଇଁ ଜିଲାୱାରି ଚୂଡ଼ାନ୍ତ ତାଲିକା ସୋମବାର ପ୍ରକାଶ ପାଇଛି। କେବଳ ୩ଟି ଜିଲାକୁ ଛାଡ଼ି ବାକି ସମସ୍ତ ଜିଲାର ୱେବ୍‌ସାଇଟ୍‌ରେ ତାଲିକା…

ଏନ୍‌ଏସି ରାଜନୀତିରେ ନୂଆମୋଡ଼: ନୀଳଗିରି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ

ନୀଳଗିରି, ୬।୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିରେ ରାଜନୀତି ନୂଆ ମୋଡ଼ ନେଇଛି। ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆ, ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ଏମ୍‌ପିଙ୍କ…

ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କଲେ ୩ ମନ୍ତ୍ରୀ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର):ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ୩ ମନ୍ତ୍ରୀ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିଛନ୍ତି। ଏଥିରେ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା…

ସେଲ୍‌ଫି ନିଶା: ୧୦୦ ଫୁଟ୍‌ ଗଭୀର ଖାଇକୁ ଖସିଲେ ମହିଳା

ପୁଣେ: ମହାରାଷ୍ଟ୍ରର ସାତାରା ଜିଲାରେ ଜଣେ ଯୁବତୀଙ୍କୁ ସେଲ୍‌ଫି ନେବା ଭାରି ପଡ଼ିଛି। ରବିବାର ସ୍ଥାନୀୟ ଉନ୍‌ଘର ଅଞ୍ଚଳର ବୋର୍‌ଣେ ଘାଟ ନିକଟରେ ସମ୍ପୃକ୍ତ ଯୁବତୀ ସେଲ୍‌ଫି ନେଉଥିବା…

୪ ବିଧାୟକଙ୍କୁ ହାଇକୋର୍ଟ ନୋଟିସ

କଟକ,୬ା୮ (କାର୍ତ୍ତିକ ସାହୁ):୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ କେତେକ ମାମଲା ଦାଏର ହୋଇଛି। ହାଇକୋର୍ଟ ପର୍ଯ୍ୟାୟକ୍ରମେ ମାମଲାଗୁଡ଼ିକର ଶୁଣାଣି କରି ପ୍ରତିପକ୍ଷଙ୍କୁ…

ରାଗିଗଲେ ଅଙ୍କିତା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ଲୋଖଣ୍ଡେ ଅନ୍ୟତମ। ଟିଭି ଇଣ୍ଡଷ୍ଟ୍ରିରେ ସେ ବହୁ ସଫଳତା ହାସଲ କରିଛନ୍ତି। ୨୦୨୧ ଡିସେମ୍ବରରେ ଅଙ୍କିତା ଉଦ୍ୟୋଗୀ…

ପରମାଣୁ ଯୁଦ୍ଧର ଭୟାବହତାକୁ ସ୍ମରଣ କରାଏ

ପ୍ରତିବର୍ଷ ଅଗଷ୍ଟ ୬ରେ ପାଳନ କରାଯାଇଥାଏ ହିରୋସିମା ଡେ’। ୧୯୪୫ମସିହାରେ ଆମେରିକା ଯେତେବେଳେ ଜାପାନର ହିରୋସିମା ସହର ଉପରେ ପରମାଣୁ ବୋମା ପକାଇଥିଲା ସେତେବେଳେ ଏହା ସମ୍ପୂର୍ଣ୍ଣ…