ଗୋଟିଏ ଫୋନ କଲ୍‌ ବଦଳାଇଦେଲା ଭାଗ୍ୟ: ରାତାରାତି ୨୪୦ କୋଟି ଟଙ୍କାର ମାଲିକ

ଘରେ ବସି ରାତାରାତି କୋଟିପତି। ଏହା ଏକ ସ୍ବପ୍ନ ପରି ମନେ ହୋଇପାରେ। କିନ୍ତୁ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ରହୁଥିବା ଜଣେ ଭାରତୀୟ ବ୍ୟକ୍ତିଙ୍କ…

ବନ୍ୟପ୍ରାଣୀ ଶିକାର ଲାଗି ଚାଲିଥିଲା ବଡ଼ ଯୋଜନା: ମାଡ଼ି ବସିଲା ବନ ବିଭାଗ 

ଭଞ୍ଜନଗର,୨୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାହାଡ଼ାପଦର ଗ୍ରାମ୍ୟ ଜଙ୍ଗଲ ନିକଟରୁ ବନ କର୍ମଚାରୀ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି।…

ବିଚ୍‌ରେ ଗାଧୋଇବାକୁ ମନାକଲେ ଲାଇଫଗାର୍ଡ: ଚପଲରେ ସେକିଦେଲେ ମହିଳା

ପୁରୀ,୨୮।୧୦: ସମୁଦ୍ର ଭିତରକୁ ଗାଧୋଇବାକୁ ଯିବାକୁ ବାରଣ କଲେ ଲାଇଫଗାର୍ଡ ଚପଲରେ ସେକିଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି, ପୁରୀ ସମୁଦ୍ର କୂଳରେ । ସ୍ତ୍ରୀ…

ଗୋପାଳପୁରରୁ ମାତ୍ର ଏତିକି କି.ମି. ଦୂରରେ ବାତ୍ୟା ମୋନ୍ଥା, ଗତ ୬ ଘଣ୍ଟା ମଧ୍ୟରେ…

ଗୋପାଳପୁର,୨୮।୧୦(ନବୀନ ରାଜ ଆଚାରୀ): ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ହୋଇ ବଳ ଗୋଟାଇ ମଙ୍ଗଳବାର ଭୟଙ୍କର ବାତ୍ୟାର ରୂପନେଇ ସ୍ଥଳଭାଗ ଅଭିମୁଖେ…

ବାତ୍ୟାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୧୦: ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ସୂଚନା। ସେ କହିଛନ୍ତି, ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଜିରୋ…

ଭୋର ୫ ଟାରୁ ରାଧାପାଦ ଦର୍ଶନ: ସମାଗମ ହେବେ ଲକ୍ଷାଧିକ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ, ୨୮।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ବର୍ଷକୁ ଥରେ ଅଁଳାନବମୀ ତିଥିରେ ଶ୍ରୀରାଧା ପାଦ ଦର୍ଶନ ଚଳିତ ମାସ ୩୧ ଓ ବଡ଼ ଏକାଦଶୀ…

VIDEO: ରିଲ୍ସ ନିଶାରେ ସିଧା ଯମୁନା ନଦୀରେ ବୁଡିଗଲେ ଭାଜପା ବିଧାୟକ!

ନୂଆଦିଲ୍ଲୀ,୨୮।୧୦: ରାଜଧାନୀ ଦିଲ୍ଲୀରେ ଛଠ ପର୍ବ ମଧ୍ୟରେ, ଜଣେ ଭାଜପା ବିଧାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ, ଭାଜପା ବିଧାୟକ ରବି…

ସମୁଦ୍ର ମଝିରେ ଫସିଲା ବିଶାଖାପାଟଣା ଟ୍ରଲର

ବ୍ରହ୍ମଗିର,୨୮।୧୦: ବ୍ରହ୍ମଗିରି ବାଲିହରଚଣ୍ଡି ସମୁଦ୍ରରେ ବିଶାଖାପାଟଣା ଟ୍ରଲର ଫସିଛି। ମୋନ୍ଥା ପ୍ରଭାବରେ ବିଶାଖାପାଟଣାର ମାଛଧରା ଟ୍ରଲର ଫସିଥିବା ଜଣାପଡ଼ିଛି । କାଲି ରାତିରୁ ମଝି ସମୁଦ୍ରରେ ଟ୍ରଲର…

ଭୟଙ୍କର ବାତ୍ୟାର ରୂପ ନେଲା ‘ମୋନ୍ଥା’, ଏହି ସବୁ ଜିଲାରେ ଘଣ୍ଟାପ୍ରତି ୧୧୦ କି.ମି. ବେଗରେ ବହିବ ପବନ!

ଭୁବନେଶ୍ୱର,୨୮।୧୦: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦,…

ଏକରୁ ଅଧିକ ବିବାହ କଲେ ହେବ ୭ ବର୍ଷ ଜେଲଦଣ୍ଡ

ଗୁଆହାଟୀ,୨୮।୧୦: ଆସାମ ସରକାର ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି। ସୋମବାର ଦିନ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…