ଧନତେରସରେ ସୁନା ଦୋକାନୀଙ୍କୁ ଝଟକା: ବସୁନ୍ଧରା ଜୁଏଲେରୀରେ ଜିଏସ୍‌ଟି ଚଢ଼ାଉ

ଭବାନୀପାଟଣା,୩୦।୧୦(ଉତ୍ତମ କୁମାର ଦାଶ): ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। ଏନେଇ ସୁନା ଗହଣା କିଣିବାକୁ ଜୁଏଲେରୀ ଦୋକାନରେ ଲୋକଙ୍କ ଭିଡ଼…

ବୁଧବାର ବନକ ଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୯ା୧୦: ଆସନ୍ତାକାଲି ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥି ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ…

ମନ୍ତ୍ରୀଙ୍କ ବଡ଼ ଘୋଷଣା: ପୁଣି ଓଡ଼ିଶା ଆସିବ ୫ ବାଘୁଣୀ

ଭୁବନେଶ୍ୱର,୨୯।୧୦: ରାଜ୍ୟରେ ବାଘ ବଂଶ ବିସ୍ତାର ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ କିଛିଦିନ ତଳେ ମହାରାଷ୍ଟ୍ରରୁ ଏକ ମହାବଳ ବାଘୁଣୀ ଆଣି ମୟୁରଭଞ୍ଜର ଶିମିଳିପାଳରେ…

ଭାରତ-ଚାଇନା ବନ୍ଧୁତା ଦେଖି ଟେନ୍‌ସନ୍‌ରେ ଆମେରିକା: ପାକିସ୍ତାନ ସହ ମିଳାଇବ ହାତ!

ନୂଆଦିଲ୍ଲୀ,୨୯।୧୦: ଏଲ୍‌ଏସି ଉପରେ ଭାରତ ଏବଂ ଚାଇନା ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ନେଇ ପାକିସ୍ତାନରେ ଅନେକ ଆଲୋଚନା ହେଉଛି। ଲଦାଖରୁ ସେନା ପ୍ରତ୍ୟାହାର କରି ଚାଇନା ଭାରତ…

ସମସ୍ୟାରେ ପଡିଛି ରୁଷିଆ, ଭାରତକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୨୯ା୧୦: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପ ଦେଶମାନଙ୍କର କଟକଣା କାରଣରୁ ରୁଷିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ମୁକୁଳିବା ଲାଗି…

ଦ୍ୱିତୀୟ ବିବାହ ପୂର୍ବରୁ ସାମନ୍ଥାଙ୍କ ସହ ଶେଷ ସନ୍ତକକୁ ହଟାଇଲେ ନାଗା ଚୈତନ୍ୟ

ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ତ ରୁଥ୍‌ ପ୍ରଭୁ ୨୦୨୧ରେ ଛାଡ଼ପତ୍ର ଘୋଷଣା କରିଥିଲେ। ଏହା ପରେ ଦୁହେଁ ପରସ୍ପର ସହ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ…

ସଲମାନଙ୍କୁ ମିଳିଲା ପୁଣି ହତ୍ୟା ଧମକ

ମୁମ୍ବାଇ,୨୯।୧୦: ଅଭିନେତା ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ପୁଣିଥରେ ମହାରାଷ୍ଟ୍ରରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ କଲ ବାନ୍ଦ୍ରା ପୂର୍ବରେ ଅବସ୍ଥିତ…

ମେଟ୍ରୋ ଟନେଲ କାମ ବେଳେ ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ରାଜ୍ୟ ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର,୨୯।୧୦: ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା…

ଗୁରୁତର ରୋଗୀଙ୍କୁ ହେଲିକପ୍ଟରରେ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ ହାଇଟେକ ଆମ୍ବୁଲାନ୍ସରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୯।୧୦: ୧୦୮ ଆମ୍ବୁଲାନ୍ସ ପରି ହେଲି ଆମ୍ବୁଲାନ୍ସ ସେବା ଅକ୍ଟୋବର ୨୯ରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏକ୍ସ) ଋଷିକେଶରେ ଆରମ୍ଭ କରିବାକୁ ଯାଉଛି।…

ଏକତାର ଶପଥ ପାଠ ପରେ ଦୌଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧୦: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପୂର୍ବରୁ ‘ରନ ଫର୍‌ ୟୁନିଟି’ ମାରାଥନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ଏକତାର ଶପଥ କରାଇବା…