ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇଲା କ୍ରୀଷ୍ଣା ବିକାଶ ସ୍କୁଲ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସ୍ଥାନୀୟ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ଜିଲା ଆନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତା ସୋମବାର…

ମିଲର୍ସ ମାନୁନାହାନ୍ତି ପ୍ରଦୂଷଣ ନିୟମ: ପ୍ରଦୂଷଣ ବୋର୍ଡ଼ର ଭୂମିକାକୁ ନେଇ କଳ୍ପନାଜଳ୍ପନା

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଶତାଧିକ ରାଇସ ମିଲ୍‌ ଗଢ଼ି ଉଠିଛି। କିନ୍ତୁ କିଛି ରାଇସ୍‌ ମିଲ୍‌ ମାଲିକ(ମିଲର୍ସ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ କାନୁନଙ୍କୁ ଖାତିର…

‘ଆମେ ତୁମକୁ ହତ୍ୟା କରିବାକୁ ଆସୁଛୁ’, ସବୁଠାରୁ ବିପଦଜ୍ଜନକ ଆତଙ୍କବାଦୀ ସଂଗଠନ ଟ୍ରମ୍ପଙ୍କୁ ଦେଲା ଧମକ

ଓ୍ବାଶିଂଟନ୍‌, ୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ମିଳିଛି। ଏହି ଧମକ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ଦେଇଛି। ଗୋଟିଏ ଦିନ ପୂର୍ବରୁ, ରାଷ୍ଟ୍ରପତି ଡୋନାଲ୍ଡ…

ଦିନେ ଫ୍ରିଜ୍‌ରେ ବନ୍ଦ ହୋଇଯାଇଥିଲେ ଅମିତାଭ ବଚ୍ଚନ…ଲୋମଟାଙ୍କୁରା ଘଟଣା ବଖାଣିଲେ ବିଗ୍‌ ବି’

ଆଜିକାଲି ବଲଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡପତି ସିଜିନ୍‌-୧୬କୁ ହୋଷ୍ଟ କରୁଛନ୍ତି । ବର୍ଷ ବର୍ଷ ଧରି ସେ ଏହି ଶୋ’ର ଅଂଶ ହୋଇ…

ବାରବାଟୀ ଲଢ଼େଇ ପାଇଁ କାଉଣ୍ଟଡାଉନ ଆରମ୍ଭ: ୫ରୁ କାଉଣ୍ଟରରେ ମିଳିବ ଟିକେଟ

କଟକ,୪ା୨ (କାର୍ତ୍ତିକ ସାହୁ): ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ସମୟ ପାଖେଇ ଆସୁଛି। ସବୁଠି ତତ୍ପରତା, ପ୍ରସ୍ତୁତିପର୍ବ ଚଳଚଞ୍ଚଳ। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏସବୁକୁ ପରଖିବା…

ହାଇ ହିଲ୍ସ ପାଇଁ ହଙ୍ଗାମା: ଛାଡପତ୍ର ଯାଏ ପହଞ୍ଚିଲା କଥା, ଜୋତା କିଣି ଦେଲେନି ବୋଲି ସ୍ତ୍ରୀ କଲେ ଏମିତି…

ଆଗ୍ରା,୪।୨: ଆପଣ ଅନେକ ବିବାହ ଏବଂ ସମ୍ପର୍କକୁ ଅନେକ ଥର ଭାଙ୍ଗିବାର ଦେଖିଥିବେ। ଅନେକ ଲୋକ ବିବାହ କରନ୍ତି ଏବଂ ବିଭିନ୍ନ କାରଣକୁ ନେଇ ଛାଡପତ୍ର ଦିଅନ୍ତି।…

ପିଲା ଉପମା ବଦଳରେ ମାଗିଲେ ବିରିୟାନି, ଚିକେନ ଫ୍ରାଏ, ଏବେ ସରକାର ନେବେ ନିଷ୍ପତ୍ତି

ଥିରୁଭାନନ୍ତପୁରମ,୪।୨: ଏକ ଅଙ୍ଗନୱାଡି କେନ୍ଦ୍ରରେ ଉପମା ବଦଳରେ ବିରିୟାନି ଏବଂ ଚିକେନ ଫ୍ରାଏ ମାଗୁଥିବା ଏକ ପିଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, କେରଳର…

ହଷ୍ଟେଲ ପରିସରରେ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ର

କାଲିମେଳା,୪।୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଗୁମ୍ଫାକୋଣ୍ଡା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ବିଦ୍ୟାଳୟ ପଛପଟେ ଥିବା ପାଚେରୀ…

ଆଜି ବିଶ୍ବ କ୍ୟାନସର ଦିବସ: ପଦଯାତ୍ରାରେ କ୍ୟାନସର ନିରାକରଣ ସଚେତନତା

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ): ଆଜି ବିଶ୍ବ କ୍ୟାନସର ଦିବସ। ଏହି କ୍ରମରେ ମଙ୍ଗଳବାର ସ୍ଥାନୀୟ ଫାଇଟର୍ସ ଗୃପ ପକ୍ଷରୁ ବରଗଡ଼ ଜିଲାରେ କ୍ୟାନସର ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…