ଏବେ ଆହୁରି ସୁରକ୍ଷିତ ହେବ ଅନ୍‌ଲାଇନ ପେମେଣ୍ଟ, PhonePe ଲଞ୍ଚ୍‌ କଲା…

ନୂଆଦିଲ୍ଲୀ, ୧୯।୨: ଭାରତ ଡିଜିଟାଲାଇଜେଶନ କ୍ଷେତ୍ରରେ ନିରନ୍ତର ଆଗକୁ ବଢ଼ୁଛି। ଦେଶରେ ଡିଜିଟାଲ ପେମେଣ୍ଟରେ ମଧ୍ୟ ଏକ ବିରାଟ ବୃଦ୍ଧି ଘଟିଛି। ଡିଜିଟାଲ ପେମେଣ୍ଟରେ ଏବେ ଏକ…

ଅଧରାତିରେ ଇନ୍ଦିରା ଗାନ୍ଧୀ କରିଥିଲେ ଏମିତି କାମ…ରାହୁଲଙ୍କ ଉପରେ ବର୍ଷିଲେ ଅନୁରାଗ

ନୂଆଦିଲ୍ଲୀ,୧୯।୨: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ସେ ଏହାକୁ ଅଧରାତିରେ ନିଆଯାଇଥିବା ଏକ ତରବରିଆ…

ହଠାତ ମଣ୍ଡିରେ ପହଞ୍ଚିଗଲେ ତହସିଲଦାର: ସ୍ଥତି ଅନୁଧ୍ୟାନ କରି…

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଧାନ ମଣ୍ଡିଗୁଡିକୁ ବୁଲି ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ସନ୍ତୋଷପୁର ଓ଼ ହୁମ୍ମା…

Russia-Ukraine War: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଲେ ପୁଟିନ୍‌, କହିଲେ ଜେଲେନସ୍କିଙ୍କ ସହ କଥା ହେବାକୁ ରାଜି, କିନ୍ତୁ…

ମସ୍କୋ, ୧୯।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ସମ୍ପର୍କରେ ଆଲୋଚନା ଜୋର ଧରିବା ଆରମ୍ଭ…

Football Match In Kerela: ଫୁଟବଲ ମ୍ୟାଚ୍‌ବେଳେ ବଡ଼ ଦୁର୍ଘଟଣା: ଷ୍ଟାଡିୟମରେ ଲାଗିଲା ନିଆଁ, ପୋଡ଼ିଗଲେ ଦର୍ଶକ

ଥିରୁଭାନନ୍ତପୁରମ,୧୯।୨: କେରଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଲାପ୍ପୁରମ ଜିଲାର ଆରିକୋଡ ସହରରେ ଏକ ଫୁଟବଲ ମ୍ୟାଚ ସମୟରେ ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଦର୍ଶକ ପୋଡ଼ି ଯାଇଛନ୍ତି।…

ଆରପାରିରେ ପୂର୍ବତନ ଏମ୍‌ପି ମୃତ୍ୟୁଞ୍ଜୟ ନାୟକ

ଫୁଲବାଣୀ,୧୯।୨(ରାକେଶ କୁମାର ରାଉତ): ଆରପାରିରେ ପୂର୍ବତନ ଏମ୍‌ପି ମୃତ୍ୟୁଞ୍ଜୟ ନାୟକ। କଂଗ୍ରେସରୁ ୩ ଥର ଜିତି ଏମ୍‌ପି ହୋଇଥିବା ଫୁଲବାଣୀର ମୃତ୍ୟୁଞ୍ଜୟ ନାୟକ(୭୨)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ…

ଆତ୍ମହତ୍ୟା କରିବାକୁ ଯାଉଥିଲେ ଯୁବକ, Metaର ଆଲର୍ଟ ଯୋଗୁ ବଞ୍ଚିଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଲକ୍ଷେ୍‌ନ,୧୯।୨: ଉତ୍ତର ପ୍ରଦେଶର ଶାହଜାହାନପୁରରେ ମେଟାର ସତର୍କତା ଏବଂ ପୋଲିସର ତତ୍ପରତା ଯୋଗୁ ଜଣେ ଯୁବକଙ୍କ ଜୀବନ ରକ୍ଷା ପାଇଯାଇଛି। ପ୍ରକୃତରେ, ଘର ବଣ୍ଟନକୁ ନେଇ ବିବାଦ…

ଆଜିଠୁ ସପ୍ତାହେ ଘଡ଼ଘଡ଼ି ସହ ବର୍ଷା:ଏହିସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ବୁଧବାରଠାରୁ ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଘଡ଼ଘଡ଼ି…

ଅନ୍‌ଲାଇନରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୨:ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟ ହେଉଥିବାରୁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ…

ଏଲ୍‌ଆଇସିର ସ୍ମାର୍ଟ ପେନ୍‌ସନ ପ୍ଲାନ୍‌

ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ୍‌ ସ୍ମାର୍ଟ ପେନ୍‌ସନ ପ୍ଲାନ୍‌ ଆରମ୍ଭ ହୋଇଛି। ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରଣାଳୟର ଡିଏଫ୍‌ଏସ୍‌…