ଓଡ଼ିଶା: ଆଜିର ଫଟୋ ( ୧୧ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ, ସାଂସ୍କୃତିକ କାର୍ଯ୍ୟକ୍ରମ ତ୍ରିମୁଖୀ         କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ବିଡବ୍ଲୁଏଫ ସୁପର ୧୦୦ ମେଗା…

ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ଭାବେ କୋରାପୁଟ ପୁରସ୍କୃତ

କୋରାପୁଟ,୧୧ା୧୨(ଅମିତାଭ ବେହେରା): ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ…

ବିବାହରେ ୯୯% ପୁରୁଷଙ୍କ ଦୋଷ ରହିଥାଏ…, AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ କଙ୍ଗନାଙ୍କ ବୟାନ

ନୂଆଦିଲ୍ଲୀ,୧୧।୧୨: ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି। ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ସେ ସୋମବାର ନିଜକୁ ଫାଶୀ…

ଦୀଘାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼

ଭୋଗରାଇ,୧୧ା୧୨(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସୈକତ ସହରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ତୋଫାନୀ ଗସ୍ତ କରି ନିଉ ଦୀଘାରେ ୨୦୧୯ରୁ…

ସରିଲା ବିଧାନସଭାର ଶୀତ ଅଧିବେଶନ, ଧାର୍ଯ୍ୟ କାର୍ଯ୍ୟ ଦିବସ ପୂର୍ବରୁ…

ଭୁବନେଶ୍ୱର,୧୧ା୧୨: ବିଧାନସଭାର ଶୀତ ଅଧିବେଶନ ବୁଧବାର ଶେଷ ହୋଇଛି। ଏଥର ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହ ବନ୍ଦ ହୋଇଛି। ତେବେ ଅନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ଗୃହକୁ…

ଦେଶରେ ଶ୍ରେଷ୍ଠ ବ୍ଲକ ଛତ୍ରପୁର, ପୁରସ୍କୃତ କଲେ ରାଷ୍ଟ୍ରପତି

ଛତ୍ରପୁର,୧୧ା୧୨(ଦିଲ୍ଲୀପ ସାମଲ): କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ପ୍ରେମିକାଙ୍କୁ ବୀଭତ୍ସ ହତ୍ୟା: ଗୋଟେ ଜାଗାରୁ ମିଳିଲା କଟା ହାତଗୋଡ଼, ଗୋଟେ ଜାଗାରୁ ମୁଣ୍ଡ

ରାଉରକେଲା,୧୧।୧୨: ବିଭତ୍ସ, ଭୟଙ୍କର ପ୍ରତିଶୋଧ ପରାୟଣ। ବଳାତ୍କାର ଅଭିଯୋଗର ପ୍ରତିଶୋଧ ନେଇ ସୁନ୍ଦରଗଡ ଜିଲାର ଜଣେ ଯୁବକ ପୂର୍ବତନ ପ୍ରେମିକାଙ୍କୁ ହତ୍ୟା କରିବା ସହ ଅଙ୍ଗପ୍ରତ୍ୟଙ୍ଗକୁ ଖଣ୍ଡଖଣ୍ଡ…

ପୋଲିସ ବାବୁଙ୍କ ନାଁ’ରେ ଥାନାରେ ଏତଲା: SI ସ୍ୱାମୀଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଲେ ସ୍ତ୍ରୀ

କନ୍ଧମାଳ,୧୧।୧୨: ପୋଲିସ୍ ସବ୍-ଇନ୍ସପେକ୍ଟରଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ଼ ପୋଲିସ ଷ୍ଟେସନ ବାରାକ ପରିସରରେ ଜଣେ ଯୁବତୀଙ୍କ ସହ…

ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ସ୍ବାଭାବିକ ହେଲା ବିଦ୍ୟାଳୟ, ପାଠପଢ଼ାକୁ ଫେରିଲେ ପିଲା

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଜଣ ଅସୁସ୍ଥ ଘଟଣା ପରେ ସୋମବାର…

୧୦ ବର୍ଷରେ ଚାରି ହଜାର କୋଟି ଟଙ୍କା ଛାଡ କରିଦେଲେ ସରକାର, ସର୍ବାଧିକ ଲାଭାନ୍ବିତ ହେଲା ଏହି କମ୍ପାନୀ

ଭୁବନେଶ୍ୱର,୧୧।୧୨: ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଅଧୀନରେ ୧୪ ଟି ଶିଳ୍ପ ପାଇଁ ରାଜ୍ୟ ସରକାର ୪୦୯୭.୬୭ କୋଟି ଟଙ୍କା ବିଦ୍ୟୁତ୍ ଦେୟ ଛାଡ…