ଐତିହାସିକ ବିଜୟ ଦେବା ହେଲମେଟକୁ କରାଯିବ ଫ୍ରେମ

ନୂଆଦିଲ୍ଲୀ,୨୨।୨: ୭୪ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, କେରଳ ଦଳ ରଣଜୀ ଟ୍ରଫିର ଫାଇନାଲରେ ପହଞ୍ଚିଲା। ଫାଇନାଲରେ କେରଳ ବିଦର୍ଭ ସହିତ ମୁକାବିଲା କରିବ। କେରଳକୁ ଫାଇନାଲରେ…

ଡ୍ରାଭିଡ ଖେଳୁଛନ୍ତି ପୁଅଙ୍କ ସହ

ବେଙ୍ଗାଲୁରୁ,୨୨ା୨: ଭାରତର ପୂର୍ବତନ ଅଧିନାୟକ ତଥା କୋଚ୍‌ ରାହୁଲ ଡ୍ରାଭିଡ ଶନିବାର ତାଙ୍କ ପୁଅ ଅନଭୟଙ୍କ ସହିତ ବିଜୟା କ୍ରିକେଟ କ୍ଲବ (ମାଲୁର) ପାଇଁ ତୃତୀୟସ୍ତରର ଟୁର୍ନାମେଣ୍ଟ…

Champions Trophy 2025: ପାକିସ୍ତାନର ସ୍ବପ୍ନ ଭାଙ୍ଗିଦେବେ ୫ ଭାରତୀୟ ଖେଳାଳି!

ନୂଆଦିଲ୍ଲୀ,୨୨।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟ ଦଳକ୬୦ ରନରେ ପରାସ୍ତ କରିଥିଲା। ଏବେ ପାକିସ୍ତାନ ଦଳ ରବିବାର ଭାରତୀୟ କ୍ରିକେଟ…

ଜାତୀୟସ୍ତରୀୟ କବାଡିରେ ବରଗଡ଼ର ଖେଳାଳି

ବରଗଡ଼,୨୨ା୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଲେଲେହେର ଗ୍ରାମର ଜୟନ୍ତ ସାହୁ(20) ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି।…

ସ୍ପିନ୍‌ ଉପରେ କୋହଲିଙ୍କ ଫୋକସ

ଦୁବାଇ,୨୨ା୨: ଭାରତୀୟ ସୁପରଷ୍ଟାର ବିରାଟ କୋହଲି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଲାଗି ନେଟ୍ସରେ ଝାଳବୁହା ପରିଶ୍ରମ କରିଛନ୍ତି। ଦଳ ଲାଗି ଧାର୍ଯ୍ୟ ହୋଇଥିବା…

ମହିଳାଙ୍କ ରହସ୍ୟମୟ ନିଖୋଜ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଚାନ୍ଦପୁର ପଞ୍ଚାୟତ ବେଲପନ୍ଥି ଗ୍ରାମର ରଞ୍ଜନ କୁମାର ଗୌଡ଼ଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଗୌଡ଼ ଗତ ୧୭ ଦିନ ହେଲା…

Shashi Tharoor: କଂଗ୍ରେସ ପାଇଁ ଅଲୋଡା ହୋଇଗଲେ କି ଶଶି ଥରୁର, ରାହୁଲଙ୍କୁ କଲେ ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଭିତରେ ଚାଲୁଥିବା ଆଲୋଚନାକୁ ନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିଛି। ଏଥର ଦଳର ବରିଷ୍ଠ ନେତା ତଥା ଏମପି ଶଶି ଥରୁର ଏହାର ପୋଲ୍‌…

ଏହି ଅଷ୍ଟ୍ରେଲିୟ ବ୍ୟକ୍ତିଙ୍କ ହିନ୍ଦୀ ଶୁଣି ଚମକି ଯାଉଛନ୍ତି ଭାରତୀୟ, Video ଦେଖିଲେ କହିବେ ଅବିଶ୍ୱସନୀୟ…

ଆଜିକାଲି ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। କାରଣ ସେ ଜଣେ ବିଦେଶୀ ହୋଇଥିଲେ ହେଁ ଅନର୍ଗଳ ହିନ୍ଦୀ କହିପାରୁଛନ୍ତି। ଅନ୍ୟ କୌଣସି ଦେଶର…

କିଏ ସେହି ଶକ୍ତିକାନ୍ତ ଦାସ, ଯିଏ ହେଲେ PM ମୋଦିଙ୍କ ପ୍ରଧାନ ସଚିବ-୨, PMOରେ କ’ଣ କରିବେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଗଭର୍ଣ୍ଣର ପଦରୁ ଗତ ବର୍ଷ ଅବସର ନେଇଥିବା ଶକ୍ତିକାନ୍ତ ଦାସଙ୍କୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ-୨ ଭାବରେ…

PF balance: UAN ନ ଥାଇ ବି ଏଭଳି ଯାଞ୍ଚ କରିପାରିବେ ନିଜର PF ଆକାଉଣ୍ଟ ବାଲାନ୍ସ, ଜାଣନ୍ତୁ ସହଜ ଉପାୟ!

ନୂଆଦିଲ୍ଲୀ,୨୨।୨: ଯଦି ଆପଣଙ୍କର UAN (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ନାହିଁ ଏବଂ ଆପଣ ଆପଣଙ୍କର EPF ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା…