ଟିଏମ୍‌ସିରେ ଫାଟ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଅଭିଷେକ

କୋଲକାତା,୨୮।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଭଟ୍ଟା ପକାଇଛନ୍ତି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ।…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଉଡାଇ ଦେବାକୁ ଧମକ

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସକୁ ଏକ ପାକିସ୍ତାନୀ ନମ୍ବରରୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଛି। ଅଧିକାରୀମାନେ କହିଛନ୍ତି…

IND vs PAK: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଚାମ୍ପିଅନ୍ସ ଟ୍ରଫି ପରେ ୩ ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ, ୨୮।୨: ନିକଟରେ ଭାରତ ଏବଂ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହୋଇଥିଲେ। ଭାରତୀୟ ପାକିସ୍ତାନକୁ ସହଜରେ ପରାସ୍ତ କରିଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ…

କୋହଲିଙ୍କ ଟାର୍ଗେଟ୍‌ରେ ସଚିନଙ୍କ ଏହି ରେକର୍ଡ: ଏମିତି କଲେ ହୋଇଯିବେ ନମ୍ବର-୧

ନୂଆଦିଲ୍ଲୀ,୨୮।୧: ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ଗ୍ରୁପ ମ୍ୟାଚ୍‌ରେ ଭାରତୀୟ ଦଳର ବିଜୟ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବିରାଟ କୋହଲି। ସେହି ମ୍ୟାଚ୍‌ରେ ତାଙ୍କର ଦୀର୍ଘ…

ଲାଞ୍ଚ ନେଇ ଧରାପଡ଼ିଲେ ଲ୍ୟାମ୍ପସ୍‌ ମ୍ୟାନେଜର

କୋରାପୁଟ,୨୮ା୨(ଅମିତାଭ ବେହେରା): ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଲ୍ୟାମ୍ପସ ମ୍ୟାନେଜର ସତ୍ୟରଞ୍ଜନ ଚାଲାଣ ହୋଇଛନ୍ତି।…

ରାଜଧାନୀର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ପୋଲିସଙ୍କୁ ବଡ଼ ବାର୍ତ୍ତା ଦେଲେ ଶାହା

ନୂଆଦିଲ୍ଲୀ,୨୮।୨: ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା,…

ଅନ୍ତିମ ଯାତ୍ରାରେ ଉତ୍ତମ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨: ଶେଷ ଯାତ୍ରାରେ ଉତ୍ତମ ମହାନ୍ତି। ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶଶ୍ମାନ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର। ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଶେଷକୃତ୍ୟ…

“ଏହା ଶେଷ ସୁଯୋଗ”: ନିରସ୍ତ୍ରୀକରଣ ପାଇଁ ସମୟସୀମା ବୃଦ୍ଧି କଲେ ମଣିପୁର ରାଜ୍ୟପାଳ

ଇମ୍ଫାଲ, ୨୮ା୨: ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଶୁକ୍ରବାର ଲୁଟ୍ ହୋଇଥିବା ଏବଂ ଅବୈଧ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ ପାଇଁ ଶେଷ ତାରିଖ ମାର୍ଚ୍ଚ ୬ ଅପରାହ୍ନ…

ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ BANK: ଦେଖିନିଅନ୍ତୁ ପୂରା ଲିଷ୍ଟ, କେଉଁଦିନ ଖୋଲିବନି

ନୂଆଦିଲ୍ଲୀ,୨୮।୨: ମାର୍ଚ୍ଚରେ ବିଭିନ୍ନ ରାଜ୍ୟ ଏବଂ ସହରରେ ବ୍ୟାଙ୍କଗୁଡ଼ିକ ମୋଟ ୧୪ ଦିନ ପାଇଁ ବନ୍ଦ ରହିବ। ଏଥିରେ ୫ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ…

ପାକିସ୍ତାନର କୋଟିପତି ଭିକାରୀ ପରିବାର! MBBS ବୋହୂ ଖୋଲିଦେଲେ ଶାଶୁ-ଶ୍ୱଶୁରଙ୍କ ‘କଳା ଧନ୍ଦା’ର ରାଜ୍‌, ସତ ଜାଣିଲେ…

ଇସଲାମାବାଦ,୨୮।୨: ରାସ୍ତାରେ ଭିକ୍ଷା ମାଗୁଥିବା ଲୋକଙ୍କୁ ଦେଖିଲେ ସେମାନଙ୍କ ପ୍ରତି ଦୟା ମନୋଭାବ ଆସିଥାଏ। ସେଥିପାଇଁ ଆମେ କେତେବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା କିମ୍ବା…