RMC ମାର୍କେଟ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭଦ୍ରକ,୪।୩(ସନାତନ ରାଉତ): ଭଦ୍ରକ ପୁରୁଣା ବଜାର ଥାନା ବାଇପାସ୍‌ ସ୍ଥିତ RMC ମାର୍କେଟ୍‌ରେ ଥିବା ବିସ୍କୁଟ ଏବଂ ପ୍ଲାଷ୍ଟିକ ଗୋଦାମରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ…

‘ମୋ ପୁଅର ପ୍ରେମ, ଫ୍ରେମ ହେଇନି’, ମନ୍ମଥଙ୍କ ବିବାହକୁ ନେଇ କହୁ କହୁ ସବୁ ଖୋଲିଦେଲେ ସୁର

ଭୁବନେଶ୍ୱର,୪।୩: ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୋମବାର ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ବିବାହ କରିଛନ୍ତି। ଏହାକୁ ନେଇ…

ଗ୍ରାମବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ବିଧାୟକ: ଭଞ୍ଜନଗରର ୪୭ ପଞ୍ଚାୟତରେ ହେବ ଉନ୍ନତି, ଖର୍ଚ୍ଚ ହେବ ୨୩୫ କୋଟି

ଭଞ୍ଜନଗର,୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ପାଟରାପଲ୍ଲୀ ଗ୍ରାମବାସୀ ମଙ୍ଗଳବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଗ୍ରାମର ମନ୍ଦିର ସମେତ ଅନ୍ୟାନ୍ୟ ଉନ୍ନତୀ…

୫୦ କୋଟି ଟଙ୍କା ହେର୍‌ଫେର୍‌ : ବିଜେଡି ନେତା ରାଜା ଚକ୍ରଙ୍କ ୧୦ ସ୍ଥାନରେ ଚଢାଉ

ଭୁବନେଶ୍ୱର,୪ା୩: ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍‌ଫେର୍‌ ହୋଇଛି। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚର…

ପଞ୍ଚାୟତରାଜ ଦିବସ ରାଜନୀତି: ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର,୪ା୩: ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ରାଜନୀତି ଜୋର ଧରିଛି। ବିରୋଧୀ ବିଜେଡି ସରକାରଙ୍କୁ…

IND vs AUS Semi-Final Live Streaming: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ,୪।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ…

ଅଧା ରହିଲା ଚାକିରି ସ୍ବପ୍ନ: ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଯୁକ୍ତିର ଶାରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଆଶାୟୀ

କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଅନୁଷ୍ଠିତ ହେଉଥିବା ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଶାରୀରିକ ପରୀକ୍ଷା ସୋମବାର କେନ୍ଦୁଝର ସହର…

ରଥଯାତ୍ରା ପାଇଁ ସ୍ବତନ୍ତ୍ର ଆପ୍‌: ସମ୍ବେଦନଶୀଳ ସ୍ଥାନରେ ଲାଗିବ ଏଆଇ କ୍ୟାମେରା

ପୁରୀ,୪ା୩(ଅଜିତ୍‌ କୁମାର ମହାନ୍ତି): ଆସନ୍ତା ଜୁନ୍‌ ୨୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ…

ବିଜେଡି ନେତାଙ୍କ କୋକେଇ କାନ୍ଧେଇଲେ ବିଧାୟକ

ତିଗିରିଆ, ୪ା୩(ଜାଫର ଖାଁ): ତିଗିରିଆ ବ୍ଲକର ବରିଷ୍ଠ ବିଜେଡି ନେତା ତଥା ସୋମପଡା ପଞ୍ଚାୟତର ବିଜେଡି ସଭାପତି ଲକ୍ଷ୍ମୀଧର ସାମନ୍ତରାୟ (୬୮)ଙ୍କ ସୋମବାର ଭୁବନେଶ୍ୱସ୍ଥିତ ଏକ ଘରୋଇ…

ଗରିବ, ଖଟିଖିଆଙ୍କୁ ଉଚ୍ଛେଦ, ବଡ଼ବଡ଼ିଆଙ୍କୁ ମାଫ୍‌

ବରଗଡ଼,୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଉଛି। ପ୍ରଶାସନର ଏହି ଉଚ୍ଛେଦରେ ଗରିବ, ଖଟିଖିଆ ଲୋକଙ୍କ ଘରଦ୍ୱାର, ଠେଲା ଦୋକାନ…