ସମସ୍ତ ପଣବନ୍ଦୀଙ୍କୁ ମୁକ୍ତି କର, ନଚେତ୍‌ ପରିଣତି ଭୋଗିବ: ଟ୍ରମ୍ପ୍‌

ଓ୍ବାଶିଂଟନ,୭।୩: ଗାଜାରେ ଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହମାସ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ହମାସ୍‌ ଆତଙ୍କବାଦୀ ସଂଗଠନ ସହ ସିଧାସଳଖ…

ନୂଆ କରିବାକୁ ସ୍ବପ୍ନ ଦେଖାଇଥିଲେ ନବୀନ, ନବୀକରଣ ପାଇଁ ମନା କରିଦେଲେ ମୋହନ

ଭୁବନେଶ୍ୱର,୭ା୩: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ନିୟମିତ କ୍ରିକେଟ ମ୍ୟାଚ୍ ପାଇଁ ଭିତ୍ତିଭୂମି ଉନ୍ନତ କରିବାର କୌଣସି ଯୋଜନା ଓଡ଼ିଶା ସରକାରଙ୍କର ନାହିଁ। କ୍ରୀଡ଼ା ଏବଂ ଯୁବ…

କିଟ୍‌ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ଜାରି ହେଲା ନୋଟିସ

ଭୁବନେଶ୍ୱର,୭।୩: କିଟ୍‌ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ ଜାରି କରାଯାଇଛି । କିଟ୍‌ର Director of Students affairs, DG…

ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ

ରାଜନଗର,୭।୩(ଭାସ୍କର ରାଉତରାୟ): ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ…

FIFA: ପାକିସ୍ତାନ ସମେତ ଏହି ଦେଶଗୁଡ଼ିକୁ ଫୁଟବଲ ବିଶ୍ୱକପରୁ ବ୍ୟାନ୍‌ କଲା ଫିଫା

ନୂଆଦିଲ୍ଲୀ,୭।୩: ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜକ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିଛି। ଏଥିସହିତ ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ରୋହିତ…

ନିର୍ମାଣ ହେବ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ, ୮ ଘଣ୍ଟା ବଦଳରେ ଲାଗିବ ୩ ଘଣ୍ଟା

ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ରାଜ୍ୟରେ ଗ୍ରାଣ୍ଡ ରିଙ୍ଗ୍‌ ରୋଡ୍‌ ଯୋଜନାର ପ୍ରଥମ କାମ ବ୍ରହ୍ମପୁର- ଜୟପୁର ଭାୟା କୋରାପୁଟ ଏକ୍ସପ୍ରେସ ହାଇଓ୍ବେ ନିର୍ମାଣ କରାଯିବ। ରାଜ୍ୟ ଆଇନ, ପୂର୍ତ୍ତ…

ପରିବର୍ତ୍ତନ ହେବ କି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ? ସ୍ପଷ୍ଟୀକରଣ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୭ା୩: ଗଲା ବର୍ଷ ରାଜନୈତିକ ବିବାଦ ସୃଷ୍ଟି କରିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବା ପ୍ରସ୍ତାବ ଉପରେ ଶୁକ୍ରବାର ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ…

ନଦୀରେ ଗାଧୋଉଥିବାବେଳେ ଗୋଡ଼ ଖସି ଚାଲିଗଲା ଜୀବନ

ରାଇକିଆ, ୭।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ରାଇକିଆ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ…

ପ୍ୟାରିସର ବ୍ୟସ୍ତବହୁଳ ଷ୍ଟେସନରେ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଫୁଟା ବୋମା, ଟ୍ରେନ ଚଳାଚଳ ବନ୍ଦ

ପ୍ୟରିସ,୭ା୩: ଫ୍ରାନ୍ସ ଜାତୀୟ ରେଳ କମ୍ପାନୀ ଟ୍ରାନ୍ସପୋର୍ଟ ଏକ୍ସପ୍ରେସ ରିଜିଓନାଲ (TER) କହିଛି ଯେ ଶୁକ୍ରବାର ସକାଳେ ପ୍ୟାରିସର ଵ୍ୟସ୍ତବହୁଳ 'ଗାରେ ଡୁ ନୋର୍ଡ' ଷ୍ଟେସନରେ ଟ୍ରେନ…

ସ୍ତ୍ରୀ-ସ୍ବାମୀଙ୍କ ବୟସ ମଧ୍ୟରେ କେତେ ଅନ୍ତର ହେବା ଦରକାର, ଜାଣନ୍ତୁ କାହିଁକି କ’ଣ କହେ ବିଜ୍ଞାନ…

ଯେତେବେଳେ ପ୍ରେମର କଥା ଆସେ ସେତେବେଳେ ଲୋକମାନେ କୌଣସି ପ୍ରକାରର ସୀମା ସରହଦ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ପ୍ରକୃତରେ ପ୍ରେମରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ…