ବିକ୍ରି ହେବ ଜେଟ୍‌ ଏୟାରଓ୍ବେଜ୍‌ର ସମ୍ପତ୍ତି

ନୂଆଦିଲ୍ଲୀ, ୭।୧୧:ଏୟାର ଲାଇନ୍‌ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌କୁ ଗୁରୁବାର ସୁପ୍ରିମକୋର୍ଟଙ୍କଠାରୁ ଝଟକା ମିଳିଛି। ବନ୍ଦ ପଡ଼ି ରହିଥିବା ଏହି ଏୟାରଲାଇନ୍‌ର ସମ୍ପତିକୁ ବିକ୍ରି କରିବା ପାଇଁ ସୁପ୍ରିମକୋର୍ଟ…

ଡିଜି ଦେଲେ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ସୁଦ୍ଧା…

ମାଲକାନଗିରି,୭ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଗସ୍ତରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଗୁରୁବାର ଆସି ମାଓବାଦୀ ସମସ୍ୟା ଓ ବିଭିନ୍ନ ବିଷୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ହେଲିକପ୍ଟର…

ହ୍ବାଟ୍ସଆପ୍‌ ହ୍ୟାକ୍‌କରି ନେଇଗଲେ ୯୯ ହଜାର ଟଙ୍କା

ଉମରକୋଟ,୭।୧୧(ସନ୍ତୋଷ ଶତପଥୀ): ସାଇବର ଠକେଇର ଶିକାର ହୋଇଛନ୍ତି ଉମରକୋଟର ୫ନମ୍ବର ୱାର୍ଡସ୍ଥିତ ଏକ ଚାଉଳ ମିଲ୍‌ ମାଲିକ ପି. ଚନ୍ଦ୍ରଶେଖର (୩୬)। ଚନ୍ଦ୍ରଶେଖର ଏ ନେଇ ଉମରକୋଟ…

ଦେବେନ୍ଦ୍ର ଫଡ଼ନଭିସ ଦେଖାଇଲେ ଏମିତି ଫାଇଲ ଡରିଗଲେ ଅଜିତ ପାଓ୍ବାର

ମୁମ୍ବାଇ,୭।୧୧: ବର୍ତ୍ତମାନ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ଅଛି ବେଶ୍‌ ସରଗରମ। ଏବେ ଗୋଟିଏ ଦଳର ନେତାମାନେ ଅନ୍ୟ ଦଳର ନେତାଙ୍କ ଉପରେ ଅଭିଯୋଗ…

ଡୋନାଲ୍ଡ ଟ୍ରମ୍ପଙ୍କ ଜିତିବା ପରେ ଭାରତ ଉପରେ କ’ଣ ପ୍ରଭାବ ପଡିବ, ଜୟଶଙ୍କର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ କ୍ରମାଗତ ଭାବରେ ଉଠିଛି…

ଜୁନିୟର ମ୍ୟାନେଜରଙ୍କ ଅମାପ ସମ୍ପତ୍ତି ଦେଖି ହୋଇଯିବେ ତାଜୁବ, ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ

ଭୁବନେଶ୍ୱର,୭।୧୧: ଇଡିକୋ ଜୁନିୟର ମ୍ୟାନେଜର ବିଜୟ ଉଦୟସିଂଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ୱରରେ…

ଏଆଇ ଆଡଭୋକେଟଙ୍କ ଜ୍ଞାନ ଦେଖି ଇମ୍ପ୍ରେସ ହେଲେ ଚନ୍ଦ୍ରଚୁଡ଼

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼ କୋର୍ଟଙ୍କ ନିୟମ ଭାଙ୍ଗୁଥିବା ଓକିଲଙ୍କୁ ଟ୍ୟୁସନ କରୁଥିବା ଲାଗି ବେଶ ଚର୍ଚ୍ଚିତ। ଗୁରୁବାର ଜଣେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)…

୧୪ରୁ ପୁଣି ହାତୀ ଗଣନା

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ)- ରାଜ୍ୟ ସରକାର ପ୍ରଥମ ଥର ପାଇଁ ବର୍ଷକୁ ଦୁଇଥର ହାତୀ, ବାଘ ଓ ଅନ୍ୟ ବନ୍ୟପ୍ରାଣୀ ଗଣନା କରିବାକୁ ଯାଉଛନ୍ତି। ଆସନ୍ତା ୧୪ ତାରିଖରୁ…

ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ସପ୍ତାହକ ପରେ ମାଣ୍ଡିପଙ୍କାରେ ଭାଜପା କର୍ମୀ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ ):ଦାରିଙ୍ଗବାଡି ଭାଜପା ପକ୍ଷରୁ ଗୁରୁବାର ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ମୃତକ ଓ ଗୁରୁତର ପରିବାରକୁ ଭେଟିଛନ୍ତି । ସେମାନଙ୍କ ପରିବାର…

୬୪୦ ହେକ୍ଟର ଜମିରେ ୨ ଲକ୍ଷ ୭୫ ହଜାର ଗଛ ଲଗାଇବାକୁ ନିଆଯିବ ପଦକ୍ଷେପ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୁରୁବାର କାର୍ବନ କ୍ରେଡିଟ ପ୍ରୋଜେକ୍ଟର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।…