ସୁନା ୨୦୦୦, ରୁପା ୫୦୦୦ ଟଙ୍କା, ପ୍ଲାଟିନମ- ହୀରା ମୂଲ୍ୟ ବି କମିଲା

ଭୁବନେଶ୍ୱର,୮।୧୧: (ଅଭୟ ଦାଶ): ପାର୍ବଣ ପୂର୍ବରୁ ଘରୋଇ ବଜାରରେ ମୂଲ୍ୟବାନ୍‌ ଅଳଙ୍କାରର ଦର ଆକାଶଛୁଆଁ ଥିଲାବେଳେ ପାର୍ବଣ ପରେ ଦର କମିବାରେ ଲାଗିଛି। ଏପରିକି ଗତ ସପ୍ତାହ…

ବୁଝାମଣାରେ ବନ୍ଦ ହେବନି ଯୌନ ଉତ୍ପୀଡ଼ନ ମାମଲା

ନୂଆଦିଲ୍ଲୀ,୮ା୧୧: ପୀଡ଼ିତା ଓ ଅଭିଯୁକ୍ତ ଆପୋଶ ବୁଝାମଣା ଜରିଆରେ ଏକ ଯୌନ ଉତ୍ପୀଡ଼ନ ମାମଲାକୁ ବନ୍ଦ କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ରାଜସ୍ଥାନର…

‘ଠିକ୍‌ ଭାବେ ତପସ୍ୟା କରିଥିଲେ ଓଡ଼ିଆ କହିପାରିଥାନ୍ତେ, ତପସ୍ୟା ଶବ୍ଦଟା ତାଙ୍କ ମୁହଁରେ ଶୋଭାପାଉନି’

ଭୁବନେଶ୍ୱର,୮ା୧୧(ଅନିଲ ଦାସ): କନ୍ଧମାଳ ଜିଲାରେ ଆମ୍ବଟାକୁଆ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟଣାରେ ନବୀନଙ୍କ ଅଭିଯୋଗର ଜବାବ ଦେଇ ଭାଜପା ବରିଷ୍ଠ ନେତା ତଥା ରାଜ୍ୟ…

ଟି-ଶାର୍ଟରେ ଲରେନ୍ସଙ୍କ ଫଟୋ: ଫ୍ଲିପ୍‌କାର୍ଟ ବିରୋଧରେ ମାମଲା

ମୁମ୍ବାଇ, ୮।୧୧: ମହାରାଷ୍ଟ୍ରର ସାଇବର ବିଭାଗ ଗୁରୁବାର ଫ୍ଲିପ୍‌କାର୍ଟ, ଅଲି ଏକ୍ସପ୍ରେସ, ଟିଶ୍‌ପର, ଏଟସି ଇଣ୍ଡିଆ ଆଦି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ମାମଲା ରୁଜୁ କରିଛି। ଉକ୍ତ…

ଜର୍ମାନୀରେ ଘନେଇଲା ରାଜନୈତିକ ସଙ୍କଟ: ଭାଙ୍ଗିଲା ଓଲାଫ୍‌ଙ୍କ ମେଣ୍ଟ ସରକାର

ବର୍ଲିନ,୮ା୧୧: ଜର୍ମାନୀ ମେଣ୍ଟ ସରକାରରେ ଦୀର୍ଘ ସମୟ ଧରି ଅନ୍ତର୍କଳହ ଲାଗି ରହିଥିଲା। ବୁଧବାର ଚାନ୍ସେଲର ଓଲାଫ୍‌ ସ୍କୋଲ୍‌ଜ ନିଜ ମନ୍ତ୍ରିମଣ୍ଡଳରୁ ଅର୍ଥମନ୍ତ୍ରୀଙ୍କୁ ବହିଷ୍କାର କରିବା ପରେ…

ଦିନରେ ପେଟ ପାଇଁ ସଂଘର୍ଷ: ରାତିରେ ହାତୀ ସହ ଛକାପଞ୍ଝା

ଉଦଳା,୮ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ନିଜ କଷ୍ଟ ଉପାର୍ଜିତ ଫସଲକୁ ରକ୍ଷା ପାଇଁ ହାତୀ ସହିତ…

ଡିସେମ୍ବର ଶେଷ ସୁଦ୍ଧା ନୂତନ ରାଜସ୍ବ ଗ୍ରାମ: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୮ା୧୧(ସୁନିତ୍‌ ମିଶ୍ର): ରାଜସ୍ବ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଯିବ। ଏହାଦ୍ୱାରା ଲୋକମାନଙ୍କ ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତର୍ଭୁକ୍ତ…

କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇଲେ ଯୁବକ

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବକ ନଦୀରେ ଗାଧୋଇବାକୁ ଯିବାବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ସେ କୁମ୍ଭୀର ସହ…

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ଅଭିଯୁକ୍ତ ୬ ସାଙ୍ଗ କୋର୍ଟଚାଲାଣ

କଟକ,୮।୧୧(କାର୍ତ୍ତିକ ସାହୁ): କଟକ ସହରରେ ଜଣେ ଦଳିତ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଦୁର୍ଗାପୂଜା ସମୟରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବାବେଳେ ୩ ଦିନ ତଳେ…

ରାଜ୍ୟରେ ରଦ୍ଦହେବ ଅନେକ ପୁରୁଣା ଆଇନ, ନୂଆ ମଧ୍ୟରେ ରହିଛି…

ଭୁବନେଶ୍ୱର,୮ା୧୧(ସୁନିତ୍‌ ମିଶ୍ର): ଓଡ଼ିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ…