ଭାରତୀୟ ହାଇକମିଶନରଙ୍କୁ ସମନ କଲା ବାଂଲାଦେଶ, ଲଗାଇଲା ଏପରି ଅଭିଯୋଗ

ନୂଆଦିଲ୍ଲୀ,୧୨।୧: ରବିବାର ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛି ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ। ଭାରତ-ବାଂଲାଦେଶ ସୀମାରେ ପାଞ୍ଚଟି ସ୍ଥାନରେ ବାଡ଼ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା…

‘ଦୁନିଆରେ ଏପରି କୌଣସି ଶକ୍ତି ନାହିଁ, ଯିଏ ଭାରତର ବିକାଶକୁ ରୋକିପାରିବ’

ନୂଆଦିଲ୍ଲୀ,୧୨ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତ ମଣ୍ଡପମରେ ଆୟୋଜିତ ୟଙ୍ଗ ଲିଡର ଡାଏଲଗ୍‌-୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ଦେଶର…

ପୁଣି ବିଜେଡି ଛାଡ଼ି ଭାଜପାରେ ଯୋଗଦେଲେ ବହୁ ନେତାକର୍ମୀ

ଛତ୍ରପୁର,୧୨।୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ ଶିଖରପଲ୍ଲୀଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଆୟୋଜନ ହୋଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଏହିଦିନ ଆରମ୍ଭ ହେବ ଆଇପିଏଲ ୨୦୨୫, ଜାଣନ୍ତୁ ଫାଇନାଲ ତାରିଖ

ମୁମ୍ବାଇ,୧୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଟୁର୍ଣ୍ଣାମେଣ୍ଟ କେଉଁ ତାରିଖରେ ଆରମ୍ଭ ହେବାକୁ ଯାଉଛି ତାହା ପ୍ରକାଶ…

ମୟୂରଭଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଦମ୍ପତିଙ୍କ ଜୀବନ

କରଞ୍ଜିଆ,୧୨।୧: ମୟୂରଭଞ୍ଜ ଜିଲା କେନ୍ଦୁମୁଣ୍ଡି ଜଙ୍ଗଲ ନିକଟ ୫୩ନମ୍ବର ରାଜ୍ୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କୁକୁଡ଼ା ବୋଝେଇ ଭ୍ୟାନ୍‌ ଧକ୍କାରେ ସ୍ତ୍ରୀ-ସ୍ବାମୀଙ୍କ…

ପୁଣି ଆକ୍ରମଣ ପାଇଁ ମାଓବାଦୀ କରିଥିଲେ ଯୋଜନା, ଶେଷରେ…

ମାଲକାନଗିରି,୧୨।୧ (ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ଜିଲାର ମୋଟୁ ଥାନା ଅନ୍ତର୍ଗତ ଜିନେଲ୍‌ଡ଼ା ଠାରେ ମାଓବାଦୀ ମାନେ ବିସ୍ଫୋରକ ସାମଗ୍ରୀ…

ପୁଣି ରଣଜୀ ଟ୍ରଫି ଖେଳିବେ ରୋହିତ-କୋହଲି; ବିସିସିଆଇ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ,୧୨।୧: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର ଗାାସ୍କର ଟ୍ରଫିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏଣୁ ଉଭୟ ଘରୋଇ କ୍ରିକେଟ ଖେଳୁଥିବା ନଜର…

କେବଳ ଏହି ଜଣେ ହାଣିଥିଲେ ସହଦେବଙ୍କୁ, ବାକି ସମସ୍ତେ ଧରିଥିଲେ  

ଭୁବନେଶ୍ୱର,୧୨।୧: ସହଦେବ ହତ୍ୟା ଘଟଣାରେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଛାତି ଥରେଇ ଦେଲା ପରି ସତ ଏବେ ଶୁଣାଯାଉଛି। ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ…

୪୫ ବର୍ଷ ବୟସରେ ଲୁଚାଛପାରେ ବିବାହ କଲେ ପ୍ରଭାସ !

ହାଇଦ୍ରାବାଦ: ଆଜିକାଲି ବେଶ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ। ସୋସିଆଲ ମିଡିଆରେ ଏବେ ପ୍ରଭାସ ଲୁଚାଛପାରେ ବିବାହ କରିଦେବା ଖବର ଭାଇରାଲ ହେଉଛି। ନିକଟରେ ଟ୍ରେଡ୍‌…

ଜଳଯୋଗାଣ ବନ୍ଦ, ପିଏଚ୍‌ଡି ଅଫିସ ଘେରାଉ କଲେ ସହରବାସୀ

କେସିଙ୍ଗା,୧୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ତ୍ରିମୂର୍ତ୍ତି ଛକ ନିକଟରେ ଜାତୀୟ ରାଜପଥ ମଧ୍ୟ ଭାଗରେ ମୁଖ୍ୟ ପାଇପ୍‌ ଲାଇନ ଶନିବାରଠାରୁ ଫାଟି ଯିବାରୁ ସହରକୁ…