ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ନାହାନ୍ତି। ଫଳରେ ରୋଗୀ ସାଧାରଣ ଅସ୍ତ୍ରୋପଚାର ପାଇଁ ଘରୋଇ ନର୍ସିଂହୋମକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି।…
ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍ ଧାନ ଅମଳ କାର୍ଯ୍ୟ ଜୋର୍ ଧରିଲାଣି। ଜିଲାର ସବୁ ଅଞ୍ଚଳରେ ଚାଷୀମାନେ ଧାନ ଅମଳ କରୁଛନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲାରେ…
ନୂଆଦିଲ୍ଲୀ,୭ା୧୧: ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ।…
ଦେଗଗଡ଼,୭ା୧୧(ଶଶାଙ୍କ ଶେଖର ଝାଙ୍କର): ଜିଆଇ ତାର ଯୋଗେ ବିଦ୍ୟୁତ ଫାଶ ଲଗାଇ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ୟମ ବେଳେ ବନ ବିଭାଗ ଚଢ଼ାଉ କରି ଜଣେ ଶିକାରୀଙ୍କୁ…
ନୂଆଦିଲ୍ଲୀ,୭ା୧୧: ପାଶ୍ଚାତ୍ୟ ଜର୍ମାନୀର ଏକ ଅଦାଲତ ଜଣେ ପାଲିଏଟିଭ୍ କେୟାର ନର୍ସଙ୍କୁ ୧୦ ଜଣ ରୋଗୀଙ୍କୁ ହତ୍ୟା ଏବଂ ଅନ୍ୟ ୨୭ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ…
ନୂଆଦିଲ୍ଲୀ,୭ା୧୧: ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ଗୁରୁବାର ହୋଇଥିବା ସୀମାପାର ଗୁଳି ବିନିମୟରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି।…
ନୂଆଦିଲ୍ଲୀ,୭ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ "ଜଣେ ମହାନ ବ୍ୟକ୍ତି" ଏବଂ "ବନ୍ଧୁ" ବୋଲି ପ୍ରଶଂସା କରିବା ସହ ଆସନ୍ତା ବର୍ଷ…
ଭଞ୍ଜନଗର/ ଜି.ଉଦୟଗିରି,୭ା୧୧(ବାବୁଲା ପ୍ରଧାନ/ଚିନ୍ମୟ କୁମାର ସେଠୀ): ଶୁକ୍ରବାର ଭୋର୍ ସମୟରେ କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ବୁଲାଣିରେ ଏକ ବସ୍ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ…
ପୃଥିବୀରେ ନଦୀଗୁଡ଼ିକ ସର୍ବଦା ସଭ୍ୟତାର ପ୍ରତୀକ ହୋଇଆସିଛି। କିଛି ସ୍ଥାନରେ ଏହି ନଦୀଗୁଡ଼ିକ ଜୀବନର ମୂଳଦୁଆ ହୋଇଆସିଛନ୍ତି ଏବଂ ଅନ୍ୟ ସ୍ଥାନରେ ବିନାଶର କାରଣ। ଏଗୁଡ଼ିକ ମଧ୍ୟରୁ…