ଯେଉଁଠି ଫୁଟୁଥିବା ପାଣି ବି ହୋଇଯାଏ ବରଫ, ସେଠି କେମିତି ଗାଧାନ୍ତି ଲୋକେ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ଶୀତ ଋତୁର ଆଗମନ ହୋଇଛି। ଫଳରେ ସକାଳେ ଗାଧୋଇବା କଷ୍ଟକର ପରି ଅନୁଭବ ହୁଏ। ଥଣ୍ଡା ଯୋଗୁ ଉଷୁମ ପାଣିରେ ଗାଧୋଇବାକୁ ଲୋକେ ପସନ୍ଦ କରନ୍ତି।…

ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର: ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ…

ନୂଆଦିଲ୍ଲୀ,୬।୧୧: ଆଇସିସି ମହିଳା ବିଶ୍ୱକପ୍ ୨୦୨୫ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଟାଟା ମୋଟର୍ସ ଏକ ବଡ଼ ଉପହାର ଦେବାକୁ…

ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ,୬ା୧୧(ଅମିତାଭ ବେହେରା): ଚାରାଙ୍ଗୁଲ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ପ୍ରଶାସନକୁ ନେବା ପ୍ରସ୍ତାବ ବିରୋଧରେ ଦୃଢ଼ ପ୍ରତ୍ୟାଖ୍ୟାନ କରି କୋରାପୁଟ ଜିଲା ସେମିଲିଗୁଡ଼ା ବ୍ଲକ ଚାରାଙ୍ଗୁଲ…

T20 World Cup 2026ର ପ୍ଲାନ ହେଲା ଲିକ୍‌! ଅହମଦାବାଦରେ ହେବ ଫାଇନାଲ, ପାକିସ୍ତାନ ଏଇଠି ଖେଳିବ..

ନୂଆଦିଲ୍ଲୀ,୬।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ରାଶିଫଳ: ଶୁକ୍ରବାର, ନଭେମ୍ବର ୭ ତାରିଖ – Daily Horoscope

ମେଷ ଆଜି ବିଳାସକାରକ ଶୁକ୍ର କୋଣାଧିପତି ରବିଙ୍କ ସହ ଅବସ୍ଥାନକରି ପାରିବାରିକ ଜୀବନକୁ ରସାଣିତ କରିବେ। ବସ୍ତ୍ରଭୂଷଣ ପ୍ରାପ୍ତି , ହସଖୁସିର ବାତାବରଣ ମଧ୍ୟରେ ଦିନଟି ଅତିବାହିତ…

‘ଘରବାହୁଡ଼ା’ ହୋଇଥିବା ବରୀ ବ୍ଲକ ଅଧ୍ୟକ୍ଷ ପୁଣି ଛାଡିଲେ ବିଜେଡି, ଦ୍ୱିତୀୟଥର ପାଇଁ ଭାଜପାରେ ହେଲେ ସାମିଲ

ଭୁବନେଶ୍ୱର,୬।୧୧: ଯାଜପୁର ଜିଲା ରାଜନୀତିରେ ପୁଣିଥରେ ଦଳ ଡିଆଁ ଏବଂ ‘ଘରବାହୁଡ଼ା’ ନାଟକ ଦେଖିବାକୁ ମିଳିଛି। ପୂର୍ବରୁ ଥରେ ବିଜେଡି ଛାଡ଼ି ଭାଜପା ଯାଇ ପୁଣି ୧୧…

ବିବାହରେ ଆଉ ବାଜିବନି ବାଜା, ଫୁଟିବନି ବାଣ…, ମାତ୍ର ୧୫ ଜଣ ଅତିଥିରେ ହେବ ବିବାହ! ଏବେ ଏହି ନୂଆ ବିବାହ ଟ୍ରେଣ୍ଡ ହେଉଛି ଭାଇରାଲ

ଇନ୍ଦୋର,୬।୧୧: ଆଜିକାଲି ବିବାହ ବେଶ ଆଡ଼ମ୍ବର, ଅତ୍ୟଧିକ ଖର୍ଚ୍ଚ ଏବଂ ଶବ୍ଦ ବହୁଳ ହୋଇଗଲାଣି। ଲୋକମାନେ ଡିଜେ, ବ୍ୟାଣ୍ଡ, ଭବ୍ୟ ସାଜସଜ୍ଜା ଏବଂ ଭୋଜିରେ ଲକ୍ଷ ଲକ୍ଷ…

ହାଇୱା ଧକ୍କାରେ ନାବାଳକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଧର୍ମଶାଳା,୬।୧୧(ଶିବପ୍ରସାଦ ମହାନ୍ତି) : ଯାଜପୁର ଜିଲା ଧର୍ମଶାଳା ଥାନା ତେଲୋର ଛେଳିଆପଦା ନିକଟରେ ହଇୱା ଧକ୍କାରେ ଗାଁର ଗଣେଶ୍ୱର ଘଡେଇଙ୍କ ପୁଅ ଆୟୁଷଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ…

ନୂଆପଡ଼ାରେ ରୋଡ୍‌ ଶୋ’ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା,୬ା୧୧: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ୍‌ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

ଭିଜିଲାନ୍ସ ଜାଲରେ ସାମାଜିକ ସୁରକ୍ଷା ଅଧିକାରୀ, ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଥିବାବେଳେ…

କେନ୍ଦୁଝର,୬।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଭିନ୍ନ ହିତାଧିକାରୀଙ୍କ ଠାରୁ ଫୋନ ପେ ମାଧ୍ୟମରେ…