ଭାରତ କଥା ଶୁଣୁ ନ ଥିଲେ, ଏବେ କାନାଡା ପୋଲିସ ଖୋଲିଲେ ଟ୍ରୁଡୋଙ୍କ ପୋଲ୍‌

ଓଟାଓ୍ବା,୧୦।୨: ଜଷ୍ଟିନ ଟ୍ରୁଡୋଙ୍କ ସରକାର ଯିବା ପରେ, କାନାଡିୟ ପୋଲିସ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛି ଯାହା ଭାରତର ଏହି ଦାବିକୁ ଆହୁରି ଦୃଢ଼ କରିଛି…

ବରଗଡ଼ରୁ ଅଯୋଧ୍ୟା ଗଡ଼ିଲା ବସ୍‌, ଷ୍ଟିଅରିଂ ଧରି ବିଧାୟକ କଲେ ଶୁଭାରମ୍ଭ

ବରଗଡ଼,୧୦ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରୁ ଅଯୋଧ୍ୟାକୁ ସୋମବାର ସରକାରୀ ବସ୍‌ ସେବା ଆରମ୍ଭ ହୋଇଛି। ଆଜି ସକାଳେ ସ୍ଥାନୀୟ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଛନ୍ତି।…

ବୋଷ-ଆଇନଷ୍ଟାଇନ ଘନୀଭବନ ତତ୍ତ୍ୱ

ଚଳିତ ବର୍ଷ ସମଗ୍ର ପୃଥିବୀରେ ବୋଷ-ଆଇନଷ୍ଟାଇନ୍‌ ଘନୀଭବନ ତତ୍ତ୍ୱର ଏକଶତ ବର୍ଷ ପାଳନ କରାଯାଇଛି। ଏହି ତତ୍ତ୍ୱର ସ୍ରଷ୍ଟା ହେଉଛନ୍ତି ଭାରତର ସତ୍ୟେନ୍ଦ୍ର ନାଥ ବୋଷ (୧୮୯୪-୧୯୭୪)…

ସଙ୍ଗମରେ ବୁଡ଼ ପକାଇବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (୧୦ ଫେବୃଆରୀ) ପ୍ରୟାଗରାଜରେ ପହଞ୍ଚିବେ ଯେଉଁଠାରେ ସେ ଆଠ ଘଣ୍ଟାରୁ ଅଧିକ ସମୟ ବିତାଇବେ। ଏହି ସମୟ ମଧ୍ୟରେ ସେ…

ଲଦାଖ: ମଙ୍ଗଳ ଗ୍ରହର ଅନୁରୂପ

ଭାରତ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଅଗ୍ରଣୀ ଶକ୍ତି। ଚନ୍ଦ୍ର ବିଜୟର ଅଭୂତପୂର୍ବ ସଫଳତା ସହିତ ମଙ୍ଗଳ ଅଭିଯାନ, ସୂର୍ଯ୍ୟ ପର୍ଯ୍ୟବେକ୍ଷଣ ଆଦିର ସଫଳ ସମ୍ପାଦନ ଏହାର କ୍ଷେତ୍ରରେ…

‘ପରୀକ୍ଷା ପେ ଚର୍ଚ୍ଚା’କାର୍ଯ୍ୟକ୍ରମରେ ମୋଦି ଛାତ୍ରୀଛାତ୍ରଙ୍କୁ ଦେବେ ସଫଳତାର ମନ୍ତ୍ର

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଛାତ୍ରୀଛାତ୍ରଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଆଲୋଚନା କରିବେ। ଛାତ୍ରୀଛାତ୍ରମାନଙ୍କୁ ଚାପମୁକ୍ତ ରହିବା ଏବଂ ଭଲ ପ୍ରଦର୍ଶନ କରିବା…

ଆୟୁର୍ବେଦର ପ୍ରଚାରପ୍ରସାର ଉପରେ ପତଞ୍ଜଳିର ଗୁରୁତ୍ୱ

ଭୁବନେଶ୍ୱର,୧୦ା୨: ଶିକ୍ଷା ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ ତତ୍ତ୍ୱାବଧାନରେ ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପରେ ଓ୍ବାର୍ଲ୍‌ଡ ବୁକ୍‌ ଫେୟାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାର ଫାର୍ମାସ୍ୟୁଟିକାଲ ରପ୍ତାନି ଆକଳନ

ଭୁବନେଶ୍ୱର,୧୦ା୨(ଅନୁରାଧା ମହାରଣା): ୨୦୨୩ରେ ଭାରତର ଫାର୍ମାସ୍ୟୁଟିକାଲ ରପ୍ତାନି ପରିମାଣ ପ୍ରାୟ ୨୭ ବିଲିୟନ ଡଲାର ଥିବାବେଳେ ୨୦୩୦ ସୁଦ୍ଧା ଏହା ୬୫ ବିଲିୟନ ଡଲାରରେ ବୃଦ୍ଧି ପାଇବ।…

ନିବେଶର କେନ୍ଦ୍ରବିନ୍ଦୁ ହେବ ସୁନା: ସଞ୍ଜୟ

ଭୁବନେଶ୍ୱର,୧୦।୨: ବର୍ତ୍ତମାନ ସମୟରେ ସୁନା ଦର ଓ ବଜାରକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିଲାବେଳେ ସୁନା ନିବେଶର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ ବୋଲି ଲାଲ୍‌ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା…

ମହାକୁମ୍ଭ ଯିବାକୁ ଡରୁଛନ୍ତି ଭାରତୀ

ମୁମ୍ବାଇ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱର ସର୍ବବୃହତ ଧାର୍ମିକ ମହୋତ୍ସବ ମହାକୁମ୍ଭ ମେଳା ଚାଲିଥିବାବେଳେ ଅନେକ ବଲିଉଡ୍‌ ସେଲିବ୍ରିଟି ଏଥିରେ ଯୋଗଦେଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି। ଅଭିନେତା…