Dollar bows before Rupee: ଟଙ୍କା ଆଗରେ ମୁଣ୍ଡ ନୁଆଁଇଲା ‘ଡଲାର’, ଏସିଆରେ ଦେଖାଯାଇ ନାହିଁ ଏଭଳି…

ନୂଆଦିଲ୍ଲୀ,୧୩।୨: ଭାରତୀୟ ଟଙ୍କା ଲଗାତାର ତୃତୀୟ ଦିନ ପାଇଁ ଡଲାରଠାରୁ ଉପରକୁ ଉଠିଛି। ଅନ୍ୟ ଏସୀୟ ମୁଦ୍ରା ତୁଳନାରେ, ଟଙ୍କା ସାମ୍ପ୍ରତିକ ସମୟରେ ଡଲାର ତୁଳନାରେ ଅଧିକ…

ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୩।୨: ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ ସମୟରେ…

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଗଣାଇଲେ ମୋହନ ସରକାରଙ୍କ ସଫଳତା

ଭୁବନେଶ୍ୱର,୧୩।୨: ଗୁରୁବାର ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଉଛି। ପ୍ରଥମ ଦିନ ଆରମ୍ଭରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ…

PNB ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସି କ୍ୟାନସରରେ ପୀଡିତ! ବେଲଜିୟମରେ ଚାଲିଛି ଚିକିତ୍ସା

ବ୍ରସେଲ୍ସ,୧୩।୨: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ବେଲଜିୟମରେ…

ରଜତ ପଟିଦାର RCBର ନୂଆ ଅଧିନାୟକ, ଘରୋଇ ଟୁର୍ନାମେଣ୍ଟରେ କରୁଛନ୍ତି ଜବରଦସ୍ତ ପ୍ରଦର୍ଶନ

ବେଙ୍ଗାଲୁରୁ,୧୩।୨: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ପାଇଁ ରଜତ ପଟିଦାରଙ୍କୁ ଅଧିନାୟକ ନିଯୁକ୍ତ କରିଛି। ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି ବହୁତ…

ବାଂଲାଦେଶରେ ୧,୪୦୦ ଲୋକଙ୍କୁ କରାଯାଇଛି ହତ୍ୟା, ଚମକାଇ ଦେଉଛି ରିପୋର୍ଟ

ଢାକା,୧୩।୨: ବାଂଲାଦେଶରେ ୨୦୨୪ ମସିହାରେ ଛାତ୍ର ଆନ୍ଦୋଳନ ଏବଂ ତା’ପରେ ହୋଇଥିବା ହିଂସା ସମ୍ପର୍କରେ ଜାତିସଂଘ ମାନବାଧିକାର କମିଶନଙ୍କ ରିପୋର୍ଟରେ ଏକ ବଡ଼ ତଥ୍ୟ ପ୍ରକାଶ ପାଇଛି।…

ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ସେବା ଠିକା ସୁରକ୍ଷା କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଧାରଣା, ସେବା ଠପ୍‌

ପାଟଣା,୧୩।୨:(ବୀରକିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦୁଝର ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ର ଖଇରେଇଟାଙ୍ଗିରି ଟୋଲ ଗେଟ…

VIMSARରେ ଅବ୍ୟବସ୍ଥା: କରେଣ୍ଟ ଚାଲିଯିବାରୁ ମୋବାଇଲ ଲାଇଟ୍ ଜଳାଇ ଡାକ୍ତର କଲେ ଚିକିତ୍ସା

ସମ୍ବଲପୁର,୧୩।୨: ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ କେମୋଥେରାପି ନେଉଥିବା ରୋଗୀମାନେ ଭୟଙ୍କର ଅବ୍ୟବସ୍ଥାର ଶିକାର ହୋଇଛନ୍ତି।…

ଭାରତ ମାତା କି ଜୟ, ବନ୍ଦେ ମାତରମ, ମୋଦି ମୋଦିରେ ଗୁଞ୍ଜରିତ ହେଲା ବ୍ଲେୟାର ହାଉସ

ଓ୍ବାଶିଂଟନ,୧୩।୨: ଆମେରିକାର ନୂତନ ‘ଆମେରିକା ଫାଷ୍ଟ’ ବାଣିଜ୍ୟ ଏଜେଣ୍ଡା ଏବଂ ପ୍ରବାସ ନୀତିକୁ ନେଇ ଭାରତରେ ଚିନ୍ତା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି…

Video: ଦୁନିଆର ସବୁଠାରୁ ଲମ୍ବା ମଇଁଷି ‘କିଙ୍ଗ୍‌ କଙ୍ଗ୍‌’, ୬ଫୁଟ୍‌ ଲମ୍ବ ଚେହେରା ଦେଖିଲେ ଭୟ କରିବେ

ଥାଇଲ୍ୟାଣ୍ଡର ଏକ ଫାର୍ମରେ ଥିବା ଏକ ମଇଁଷି ଗିନିଜ ୱାଲର୍‌ଡ ରେକର୍ଡରେ ନିଜ ନାମ ପଞ୍ଜିକୃତ କରିଛି। ୬ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି…