ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ

ନୂଆଦିଲ୍ଳୀ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ସମଗ୍ର ମ୍ୟାଚ୍‌ରେ ଏପରି ଗୋଟିଏ ବି ଘଟଣା ଘଟି ନ ଥିଲା ଯେତେବେଳେ ପାକିସ୍ତାନ…

ଧାନମଣ୍ଡିରେ ଅବ୍ୟବସ୍ଥା: ତାତିଲେ ଚାଷୀ

ପାରଳାଖେମୁଣ୍ଡି/ସାଲେପୁରର,୨୪।୨: ପୁଣି ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ। ଗଜପତି ଜିଲା ପାରଳାଖେମୁଣ୍ଡି କାଶୀନଗରରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ କାଶୀନଗର ବ୍ଲକ…

Champions Trophy Semi-final:ଭାରତଠୁ ହାରିବା ପରେ ବି ସେମିଫାଇନାଲ ରେସ୍‌ରୁ ବାଦ୍‌ ପଡ଼ିନି ପାକିସ୍ତାନ, ଏବେ ଏହି ଦଳ ସାହାରା

ନୂଆଦିଲ୍ଲୀ,୨୪।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଭାରତ ପାକିସ୍ତାନ ଦଳକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ପୂର୍ବରୁ ଆୟୋଜକ ପାକିସ୍ତାନକୁ…

ଭାଜପାକୁ ଶକ୍ତ ଧକ୍କା: ବିଜେଡିର ମମତା ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

ଭଞ୍ଜନଗର,୨୪।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ସୋମବାର ଘୋଷଣା ହୋଇଛି। ଏଥିରେ ବିଜେଡିର ବଡବୋରସିଙ୍ଗି ସମିତିସଭ୍ୟା ମମତା ଭୋଳ ନିର୍ବାଚିତ ହୋଇଛନ୍ତି।…

ପିଏମ୍‌ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ: ସଚିବ

ଭୁବନେଶ୍ୱର,୨୪।୨: କୃଷି ସଚିବ ଅରବିନ୍ଦ ପାଢ଼ୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ପିଏମ୍‌ କିଷାନ ଯୋଜନାରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀଙ୍କୁ…

ପ୍ରୋସେଶନ ବେଳେ ବରଙ୍କୁ ଆକ୍ରମଣ ଉଦ୍ୟମ, ସୁପାରି କିଲରଙ୍କୁ ନିର୍ଧୂମ ଛେଚି ପୋଲିସ ଜିମାଦେଲେ ଗାଁ ଲୋକେ

ବଲାଙ୍ଗୀର,୨୪ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବାବେଜୁରୀ ଗାଁରେ ବାହାଘର ହେବାର ଥିଲା। ଗାଈବାହାଲ ଗାଁର ରାଜକୁମାର ପ୍ରଧାନ ବର ସାଜି ବାବେଜୁରୀ ଗାଁକୁ ବରଯାତ୍ରୀରେ…

ଚମକାଇ ଦେଲା ଚାଇନା, ନିୟୋଜିତ କଲା ୭୦ AI- ସିଭଲ ଅଧିକାରୀ

ବେଜିଂ, ୨୪।୨: ଚାଇନା ଏହାର ସରକାରୀ କାର୍ଯ୍ୟାଳୟରେ ୭୦ ଜଣ କୃତ୍ରିମ ବୁଦ୍ଧିମତ୍ତା (AI) ଅଧିକାରୀଙ୍କୁ ନିୟୋଜିତ କରିଛି। ଚାଇନାର ଏହି କାର୍ଯ୍ୟ ସବୁଠି ଆତଙ୍କ ସୃଷ୍ଟି…

ମହାରାଷ୍ଟ୍ରରେ ପୌରନିର୍ବାଚନ ପୂର୍ବରୁ ସାକ୍ଷାତ କଲେ ଏହି ଦୁଇ ବଡ଼ ନେତା: ହେବକି ମେଣ୍ଟ!

ମୁମ୍ବାଇ,୨୪।୨: ଆଗକୁ ମହାରାଷ୍ଟ୍ର ପୌରନିର୍ବାଚନ। ନିର୍ବାଚନ ପୂର୍ବରୁ ସାକ୍ଷାତ କରିଛନ୍ତି ମହାରାଷ୍ଟ୍ରର ଏହି ଦୁଇ ବଡ଼ ନେତା। ଏହି ଦୁଇ ନେତାଙ୍କ ସାକ୍ଷାତ ପରେ ମହାରାଷ୍ଟ୍ରରେ ରାଜନୈତିକ…

ପାକିସ୍ତାନରେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ: ବଡ଼ ଷଡ଼ଯନ୍ତ୍ର ଚାଲିଥିବା ସତର୍କ କଲା ପାକ୍ ଇଣ୍ଟେଲିଜେନ୍ସ

ପାକିସ୍ତାନ, ୨୪ା୨: ପାକିସ୍ତାନର ଗୋଇନ୍ଦା ବିଭାଗ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ISKP)ରୁ ଏକ ସମ୍ଭାବ୍ୟ ବିପଦ ବିଷୟରେ ଏକ ଚେତାବନୀ ଜାରି କରିଛି। ଯାହା ରିପୋର୍ଟ…

Bad Cholesterol କେମିତି ହୋଇଥାଏ ପ୍ରାଣଘାତୀ

କୋଲେଷ୍ଟ୍ରଲ ଶରୀର ପାଇଁ ଏକ ଅତ୍ୟାବଶ୍ୟକୀୟ ଉପାଦାନ ଯାହା ସୁସ୍ଥ କୋଷ ଗଠନ, ହରମୋନ ଉତ୍ପାଦନ ଏବଂ ଭିଟାମିନ-ଡି ସଂଶ୍ଳେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କିନ୍ତୁ,…