ସ୍ବାମୀଙ୍କୁ ଆକ୍ରମଣ ପରେ ସ୍ତ୍ରୀଙ୍କୁ ଅସଦାଚରଣ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଠାକୁରାଣୀ ଛକର ରବି ନାୟକଙ୍କୁ ଦଳିତ ସାହିର ଲାଲୁ ନାୟକ ଏକ ଠେଙ୍ଗାରେ…

ଶିବରାତ୍ରୀରେ ସ୍ବପ୍ନାଦେଶ ପରେ ଶିବଲିଙ୍ଗ ଠାବ: ଭକ୍ତଙ୍କ ଜମୁଛି ଭିଡ଼

ଲାଞ୍ଜିଗଡ଼,୨୭/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ନିକଟସ୍ଥ ଟୁରିଗୁଡା ଗାଁ ନିକଟରେ ଥିବା ନଦୀରେ ଗତକାଲି ଶିବରାତ୍ରି ଦିନ ଏକ ବିରାଟ ଶିବଲିଙ୍ଗର…

ଖୁସିଖବର! ଖସିଲା ସୁନା ଦାମ୍‌, ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ,୨୭।୨: ଗୁରୁବାର ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ମଜବୁତ ଆମେରିକୀୟ ଡଲାରର ମୂଲ୍ୟ ଏବଂ ବଣ୍ଡ ଉପଜ ବୃଦ୍ଧି ଯୋଗୁ ସୁନା ଚାହିଦା…

ଆମଠାରୁ ଖୁବ୍‌ ଅଧିକ ଆଶା କରାଯାଉଥିଲା: ରିଜଓ୍ବାନ

ରାଓ୍ବଲପିଣ୍ଡି,୨୭ା୨: ବାଂଲାଦେଶ ଓ ଆୟୋଜକ ପାକିସ୍ତାନ ମଧ୍ୟରେ ଗୁରୁବାର ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଲଗାଣ ବର୍ଷା ଯୋଗୁ ମ୍ୟାଚରେ ଟସ୍‌…

ପୁଣେ ବସ ରେପ୍‌ ମାମଲାକୁ ନେଇ ପୂର୍ବତନ ସିଜେଆଇଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୭।୨: ମହାରାଷ୍ଟ୍ର ପୁଣେର ସ୍ବାରଗେଟ ବସ ଡିପୋରେ ଏକ ବସ ଭିତରେ ଜଣେ ମହିଳାଙ୍କ ସହ ହୋଇଥିବା କଥିତ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ସନ୍ଧାନ ଜୋରଦାର ହୋଇଛି।…

ମାର୍ଚ୍ଚ ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ସୁଭଦ୍ରା ଟଙ୍କା କରିବେ ବଣ୍ଟନ

ଛତ୍ରପୁର,୨୭।୨(ଦିଲ୍ଲୀପ ସାମଲ): ଆସନ୍ତା ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହା ତାଙ୍କର ଗଞ୍ଜାମକୁ ୨ୟ ଗସ୍ତ ଅଟେ । ମାର୍ଚ୍ଚ ୮ ଆନ୍ତର୍ଜାତୀୟ…

ବାରବାଟୀ ପରେ ଓ୍ବିମ୍ବଲେରେ ଲିଭିଗଲା ଲାଇଟ୍‌: ଇଂଲଣ୍ଡ-ସ୍ପେନ ମ୍ୟାଚ୍‌ ବାଧାପ୍ରାପ୍ତ

ଲଣ୍ଡନ,୨୭ା୨: କଟକର ବାରବାଟୀ ଷ୍ଟାଡିୟମରେ ଘଟିଥିବା ଘଟଣାର ପୁନରାବୃତ୍ତି ଲଣ୍ଡନ ସ୍ଥିତ ଓ୍ବିମ୍ବଲେ ଷ୍ଟାଡିୟମରେ ଘଟିଛି। ବୁଧବାର ଷ୍ଟାଡିୟମରେ କରେଣ୍ଟ ଚାଲିଯିବାରୁ ଇଂଲଣ୍ଡ ଓ ସ୍ପେନ ମହିଳା…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଏମ୍‌ପି: ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅଧିକ ଲୋକଙ୍କୁ କାମ ଯୋଗାଇକୁ ନିର୍ଦ୍ଦେଶ

ଡାବୁଗାଁ, ୨୭।୨ (ପ୍ରଜ୍ଞାରଞ୍ଜନ ପରିଡା)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ୍‌ର ଅଞ୍ଚଳା ଅଞ୍ଚଳା ଗ୍ରାମରେ ଗୁରୁବାର ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ…

ସଂସଦରେ ଉଠିବ ପାକିସ୍ତାନ ପରାଜୟ ପ୍ରସଙ୍ଗ: ଖେଳାଳିଙ୍କୁ ପ୍ରଶ୍ନ କରିବେ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୨୭।୨: ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ଦଳର ଖରାପ ପ୍ରଦର୍ଶନ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଦଳର ଖେଳାଳିମାନଙ୍କ…

ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ: ୮ମ ବେତନ ଲାଗୁ ହେଲେ ବଢିଯିବ ଏତେ ଦରମା

ନୂଆଦିଲ୍ଲୀ,୨୭।୨: ଭାରତ ସରକାର ନିକଟରେ ଅଷ୍ଟମ ବେତନ କମିଶନ ଗଠନ ଘୋଷଣା କରିଛନ୍ତି, ଯାହା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ…