ଶହେ ମେଧାବୀଙ୍କୁ ରିଲାଏନ୍ସ ଫାଉଣ୍ଡେଶନ୍‌ ପିଜିଏସ୍‌

ମୁମ୍ବାଇ,୩।୩: ରିଲାଏନ୍ସ ଫାଉଣ୍ଡେଶନ୍‌ର ବହୁ ପ୍ରତୀକ୍ଷିତ ପୋଷ୍ଟଗ୍ରାଜୁଏଟ୍‌ ସ୍କଲାରଶିପ୍‌ (ପିଜିଏସ ୨୦୨୪-୨୫)ର ଫଳାଫଳକୁ ନିକଟରେ ଘୋଷଣା କରାଯାଇଛି। ଏପରିକି ଇଞ୍ଜିିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ…

ସାହସକୁ ମାନିବାକୁ ପଡ଼ିବ: ଘର ଆଗରେ ପେଟ୍ରୋଲ ଢାଳି ସ୍କର୍ପିଓରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୩ା୩(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଚୋରି, ଛିନତାଇ, ଆକ୍ରମଣ ଭଳି ଆପରାଧିକ କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢ଼ିଛି। ଅପରାଧୀମାନେ ରାସ୍ତାରୁ କଲୋନୀ ଆତଙ୍କ ଖେଳାଉଥିବାରୁ ସହରବାସୀ ନିଜ…

ଏହି ମାରାତ୍ମକ ରୋଗ ପାଇଁ ଅଙ୍ଗୁର ଖାଇବା ଲାଭଦାୟକ

ଆମ ସ୍ବାସ୍ଥ୍ୟ ପାଇଁ ଅଙ୍ଗୁର ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଏହାକୁ ଖାଇବା ଦ୍ୱାରା ଡାଇବେଟିସ, କ୍ୟାନ୍‌ସର, ହାର୍ଟ ଆଟାକ୍‌ ଆଦିର…

୧୦ ଦିନ ହେବ ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ, ମିଳୁନି ପତ୍ତା

ତେଲେଙ୍ଗାନା,୩ା୩: ୧୦ ଦିନ ବିତିଲାଣି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ। ଏହି ଶ୍ରମିକମାନେ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲରେ ଫସି ରହିଛନ୍ତି। ଏଠାରେ ଫସି ରହିଥିବା…

ଡେମ୍ଫ ଥାଇ ଅଧା ଫୁଟିଥିବା ପଦ୍ମଫୁଲ ଆକୃତିର କଳସ ସ୍ଥାପନ ହୋଇଥିଲା

ଆମେ ପୂର୍ବରୁ ଦୁଇଟି ବିଷୟ ସମ୍ପର୍କରେ ସୂଚନା ଦେଇଥିଲୁ। ଗୋଟିଏ ଶ୍ରୀପଦ୍ମକେଶର ମନ୍ଦିର ‘କଳସ’ ସମ୍ବନ୍ଧରେ, ଅନ୍ୟଟି ‘ଧ୍ୱଜପଦ୍ମ’ ସମ୍ବନ୍ଧରେ। କଳସଟି ତିନି ହାତ ଉଚ୍ଚତା ବିଶିଷ୍ଟ…

ବୁଝୁଥିବା ଭାଷାରେ ୪୦%ଙ୍କୁ ମିଳୁନି ଶିକ୍ଷା

ନୂଆଦିଲ୍ଲୀ, ୩।୩: ବୈଶ୍ୱିକ ଜନସଂଖ୍ୟାର ୪୦% ଲୋକ ସେମାନେ କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷା ହାସଲ କରିବାର ସୁବିଧା ପାଇପାରୁ ନାହାନ୍ତି। କିଛି ସ୍ବଳ୍ପ ଏବଂ…

ମହାମେଣ୍ଟରେ ଫାଟ ଅଭିଯୋଗକୁ ଶିନ୍ଦେଙ୍କ ଖଣ୍ଡନ

ମୁମ୍ବାଇ,୨।୩: ମହାରାଷ୍ଟ୍ରର ଶାସକ ମହାମେଣ୍ଟରେ ଫାଟ ଗୁଜବକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ…

ମାସକର ଶିଶୁକୁ ନିଆଁ ଚେଙ୍କ

ଉମରକୋଟ,୨।୩ (ସନ୍ତୋଷ ଶତପଥୀ) ଆଜିର ଆଧୁନିକ ଯୁଗରେ ଏବେ ବି ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ରହିଛି। ପିଲାଟି କାନ୍ଦୁଥିବା ଏବଂ ମୋଡିମାଡି ହେଉଥିବାରୁ ପରିବାର ଲୋକେ…

OPSC Recruitment 2025: ଓଡ଼ିଶା ସିଭିଲ୍ ସର୍ଭିସେସ୍‌ରେ 200ଟି ଖାଲି ପଦବୀ ପାଇଁ ବିଜ୍ଞପ୍ତି, ଏହି ଦିନରୁ ଆବେଦନ ଆରମ୍ଭ

ଓଡିଶା ପବ୍ଲିକ୍ ସର୍ଭିସେସ୍ କମିଶନ (ଓପିଏସସି) ଆନୁଷ୍ଠାନିକ ଭାବରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଓପିଏସସି'ର…

ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି, ୨ା୩(ନୃସିଂହ ଚରଣ ମହାନ୍ତି)- ଛତିଶଗଡ ସୁକ୍‌ମା ଜିଲାରେ ତଲାସି ବେଳେ ଏକ ଆଇଇଡି ବୋମାକୁ ରବିବାର ଠାବକରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୁକୁମା ଜିଲା ରାଇଗୁଟ୍ଟା…