ଆତ୍ମନିର୍ଭରଶୀଳ କରିଛି ସୁଭଦ୍ରା ସହାୟତା

ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଠାରେ ଗୁରୁବାର ସୁଭଦ୍ରା ଯୋଜନା ସମ୍ପର୍କିତ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ…

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର କିରଣ ଦାସ ନାମକ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ସେହି ଗ୍ରାମର ଚନ୍ଦନ…

କଳାହାଣ୍ଡିରେ ବଳ ଗୋଟାଉଛି ଭାଜପା: ବିଜେଡି ଛାଡ଼ି ସାମିଲ ହେଲେ ଏକାଧିକ ସରପଞ୍ଚ, ସମିତି ସଭ୍ୟାସଭ୍ୟ, ଓ୍ବାର୍ଡ ସଦସ୍ୟ

ଭବାନୀପାଟଣା,୬ା୩(ଉତ୍ତମ କୁମାର ଦାଶ): ରାଜ୍ୟରେ ଭାଜପା ସରକାର ଆସିବା ପରେ କଳାହାଣ୍ଡି ଜିଲାରେ ଦଳର ଲୋକପ୍ରିୟତା ବଢୁଥିବା ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ…

ଓଡିଶାରେ କଫି ଚାଷ ପାଇଁ ରହିଛି ବୃହତ ସମ୍ଭାବନା : କଫି ବୋର୍ଡ ଅଧ୍ୟକ୍ଷ

କୋରାପୁଟ,୬।୩(ଅମିତାଭ ବେହେରା): କୋରାପୁଟ ଜିଲାର ଅନୁକୂଳ ଜଳବାୟୁ ଏବଂ ଭିତ୍ତିଭୂମି ସୁବିଧା ଯୋଗୁ ଭାରତୀୟ କଫି ବୋର୍ଡ ଓଡିଶାରେ, ବିଶେଷକରି କୋରାପୁଟ ଅଞ୍ଚଳରେ କଫି ଚାଷକୁ ଅଧିକ…

ମା’ ହେବେ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ: କହିଲେ ଆରମ୍ଭ ହେଲା-‘ନୂଆ କାହାଣୀ’

ନୂଆଦିଲ୍ଲୀ,୬ା୩: ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ଗୁରୁବାର ସ୍ୱାମୀ ସୋମବୀର ରାଠିଙ୍କ ସହ ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପରେ କୁସ୍ତିରୁ ଅବସର…

ଷ୍ଟିଭ ସ୍ମିଥଙ୍କ ପରେ ଏବେ ଏହି ଖେଳାଳି ନେବେ ଅବସର! ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ନୂଆଦିଲ୍ଲୀ,୬।୩:୨୦୨୫ ଚାମ୍ପୟନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତଠାରୁ ୪ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହା ପରେ, ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ମହାନ ଟେନିସ ଖେଳାଳି ଫ୍ରେଡ ଷ୍ଟୋଲଙ୍କ ପରଲୋକ

ବେଲବୋର୍ନ,୬ା୩: ଦୁଇ ଥରର ଗ୍ରାଣ୍ଡସ୍ଲାମ ଖେଳାଳି ଓ ୩ ଥରର ଡେଭିସ କପ ବିଜୟୀ ଦଳର ସଦସ୍ୟ ଫ୍ରେଡ ଷ୍ଟୋଲଙ୍କ ପରଲୋକ ଘଟିଛି। ଏ ନେଇ ଟେନିସ…

ଜୟଶଙ୍କରଙ୍କ ମନ୍ତବ୍ୟ ଶୁଣି ରାଗରେ ନିଆଁବାଣ ପାକିସ୍ତାନ: କହିଦେଲା ଏମିତି କଥା

ଶ୍ରୀନଗର,୬।୩: କଶ୍ମୀର ଉପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ ବିରକ୍ତ ପ୍ରକାଶ କରିଛି। ପାକିସ୍ତାନ ଏହି ବକ୍ତବ୍ୟକୁ ଭିତ୍ତିହୀନ ବୋଲି କହି…

୨୫ ବର୍ଷ ପୂର୍ବେ ପାଇଥିବା ଆଘାତର ପ୍ରତିଶୋଧ ନେବ ଭାରତ! ୨୦୦୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ…

ନୂଆଦିଲ୍ଲୀ,୬।୩: ରବିବାର ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଖେଳାଯିବ। ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପରକୁ ମୁହାଁମୁହିଁ ହେବେ। ୨୫ ବର୍ଷ ପୂର୍ବେ ପାଇଥିବା ଆଘାତର ପ୍ରତିଶୋଧରେ…

ଏଲନ ମସ୍କଙ୍କ ଟେସଲା ଭାରତରେ ସଫଳ ହୋଇପାରିବ ନାହିଁ: ସଜ୍ଜନ ଜିନ୍ଦଲ

ନୂଆଦିଲ୍ଲୀ,୬ା୩: ଜିନ୍ଦଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କହିଛନ୍ତି ଏଲୋନ ମସ୍କ ଭାରତରେ ସଫଳ ହୋଇପାରିବେ ନାହିଁ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଜ୍ଜନ କହିଛନ୍ତି…