“ସିନ୍ଦୂର ଅଭିଯାନ ଚାଲୁ ଅଛି, ପାକିସ୍ତାନ ଉପରେ ବର୍ଷା ହେବ ମିସାଇଲ୍: ରାଜନାଥ ସିଂହ

ନୂଆଦିଲ୍ଲୀ,୮।୫: ଭାରତୀୟ ସେନାର ଅପରେସନ ସିନ୍ଦୂର ଏବେ ମଧ୍ୟ ଜାରି ରହିଛି ଏବଂ ପାକିସ୍ତାନ ଉପରେ ମିସାଇଲ ଆକ୍ରମଣର ତୀବ୍ରତା ଆହୁରି ବୃଦ୍ଧି ପାଇବ ବୋଲି ପ୍ରତିରକ୍ଷା…

ଘରେ ପଶି ମାରିଲା ଭାରତ, ପାକିସ୍ତାନର ମିଲିଟାରୀ ବେସ୍‌ରେ ବଡ଼ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ,୮।୫: ଆଜି ସକାଳୁ ସକାଳୁ ପାକିସ୍ତାନର ଲାହୋରରେ ଏକ ବଡ଼ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାକିସ୍ତାନ ସେନାର ବାୟୁ ପ୍ରତିରକ୍ଷା ୟୁନିଟ ଉପରେ ହୋଇଥିଲା।…

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ବାଡ଼ାବାଙ୍ଗାକୁ ଗଡ଼ିଲା ଲକ୍ଷ୍ମୀବସ୍‌, ଅଞ୍ଚଳବାସୀଙ୍କ ଖୁସି କହିଲେ ନ ସରେ…

ଦାରିଙ୍ଗବାଡ଼ି,୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଛି ୨୫ଟି ପଞ୍ଚାୟତ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେବେଠାରୁ ଲକ୍ଷ୍ମୀବସ୍‌ ଚଳାଚଳ ଆରମ୍ଭ କରିଛି ସେହି…

ଯଦି କୌଣସି ଦେଶ ପରମାଣୁ ବୋମା ପକାଇ ଦିଏ ଏହାର ବିକିରଣରୁ ବଞ୍ଚିବାର ଉପାୟ କ’ଣ? ଜାଣନ୍ତୁ କାମର କଥା

ନୂଆଦିଲ୍ଲୀ,୮ା୫: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧୫ ଦିନ ପରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଛି। ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ…

ପାକିସ୍ତାନ ଟାର୍ଗେଟ୍‌ରେ ଭାରତର ଏହି ୧୫ ସହର, କେଉଁ ମୁହୂର୍ତ୍ତରେ ବି କରିପାରେ ଆକ୍ରମଣ

ନୂଆଦିଲ୍ଲୀ,୮ା୫: ଭାରତର ୧୫ଟି ସହରକୁ ପାକିସ୍ତାନ ଟାର୍ଗେଟ୍‌ କରିଛି। ଏନେଇ ଗୁରୁବାର ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଶତ୍ରୁଦେଶ…

ଘୁମୁସର ବନଖଣ୍ଡରେ ୯୭ ହାତୀ: ଗାଁରେ ପଶିଗଲେ ୨ ଦନ୍ତା

ଭଞ୍ଜନଗର,୮ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ବିଗତ କିଛିବର୍ଷ ହେବ ହାତୀମାନଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଯାଇଛି। ପଡ଼ୋଶୀ…

ଦୋହଲିଗଲା ପାକିସ୍ତାନ, ଆଉ ଏକ ବଡ଼ ମାଷ୍ଟରମାଇଣ୍ଡର ମୃତ୍ୟୁ!

ନୂଆଦିଲ୍ଲୀ, ୮।୫: ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଏକ ବଡ଼ ଆକ୍ରମଣ କରିଛି, ଯାହାର ନାମ ଦିଆଯାଇଛି…

୪ ବର୍ଷ ଶିଶୁକନ୍ୟାର ଅଶ୍ଳୀଳ ଫଟୋ କରୁଥିଲେ ଭାଇରାଲ: ଧରିଲା ଦିଲ୍ଲୀ ସିବିଆଇ, ଜଣେ ଅଟକ

ବାଣପୁର,୮ା୫(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ ପଞ୍ଚାୟତ ହରିଚନ୍ଦନପୁର ଗ୍ରାମର ରାଜୁ ଜେନାଙ୍କ ପୁତ୍ର ଦୋଳଗୋବିନ୍ଦ ଜେନା ୪୫ ବର୍ଷୀୟ ବ୍ୟକ୍ତି…

ପାକିସ୍ତାନ ପରେ ବାଂଲାଦେଶ ସୀମାରେ ବଡ଼ ହଲଚଲ, ସେନା ନେଲା ବଡ଼ ଆକ୍ସନ

ନୂଆଦିଲ୍ଲୀ,୮।୫: ଏପଟେ, ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଏକ ବଡ଼ ଜବାବ ଦେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ସହିତ ଡେଇଁପଡ଼ିଥିବା ବାଂଲାଦେଶକୁ ମଧ୍ୟ ଏକ ଛୋଟ ଇଞ୍ଜେକ୍ସନ…

ବିରାଟଙ୍କୁ ଇଗନୋର କଲେ ଅନୁଷ୍କା! ୟୁଜର୍ସ କହିଲେ ଅବନୀତ କାଣ୍ଡ ପରେ ରାଗିଛନ୍ତି…

ନୂଆଦିଲ୍ଲୀ,୮।୫: ବିରାଟ କୋହଲି ଏବେ ଖବରରେ ଅଛନ୍ତି। ପ୍ରକୃତରେ, ବିରାଟ କୋହଲି ଇନଷ୍ଟାଗ୍ରାମରେ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ କରିଥିଲେ। ଏହା ପରେ ବିରାଟ ପୋଷ୍ଟ…