ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ

ଭୁବନେଶ୍ୱର,୧୩।୫: ମଙ୍ଗଳବାର ପ୍ରକାଶ ପାଇଛି CBSE ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯% ଛାତ୍ରୀଛାତ୍ର ପାସ କରିଛନ୍ତି। ଭୁବନେଶ୍ବରରେ ପାସହାର ରହିଛି ୮୩.୬୪%। ଦେଶରେ ଛାତ୍ରୀଙ୍କ ପାସହାର…

ମାନିଲା ପାକିସ୍ତାନ! ଭାରତର ଆକ୍ରମଣରେ ନିହତ ହୋଇଛନ୍ତି ୧୧ ଯବାନ, ୭୮ ଆହତ

ଇସଲାମାବାଦ,୧୩।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ୬-୭ ମେ’ ରାତିରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଭାରତ…

କେମିତି ବଢାଇବେ ପିଲାଙ୍କ ସୋସିଆଲ ସ୍କିଲ୍‌: ଆପଣାନ୍ତୁ ଏହି ଟିପ୍ସ

ପିଲାଙ୍କ ସମ୍ପୂର୍ଣ୍ଣ ବିକାଶ ନିମନ୍ତେ ସୋସିଆଲ ସ୍କିଲ୍‌ ମଧ୍ୟ ବଢ଼ାଇବାକୁ ହୋଇଥାଏ। ପିଲାମାନେ ଯଦି ଏହି କ୍ଷେତ୍ରରେ ଦୁର୍ବଳ ରହିଥାନ୍ତି ତେବେ ମାତାପିତା ଏଥିପ୍ରତି ଦୃଷ୍ଟିଦେବା ଜରୁରୀ।…

ପହଲଗାମ ଆକ୍ରମଣର ୩ ଆତଙ୍କବାଦୀଙ୍କ ପୋଷ୍ଟର ଜାରି, ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ଜମ୍ମୁ,୧୩।୫: ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛନ୍ତି। ଏହି ଆତଙ୍କବାଦୀମାନଙ୍କ ଉପରେ ପୁରସ୍କାର ମଧ୍ୟ ରଖାଯାଇଛି। ପହଲଗାମରେ…

CJI Sanjiv Khanna: ‘କଥା କମ, କାମ ଅଧିକ’, ଶେଷ ହେବ CJI ସଞ୍ଜିବ ଖାନ୍ନାଙ୍କ ଐତିହାସିକ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୩।୫: ‘କମ କଥା, ଅଧିକ କାମ’.. ଯଦି ଆମେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳକୁ ଅଳ୍ପ ଶବ୍ଦରେ ବୁଝିବାକୁ ଚାହୁଁ, ତେବେ ହୁଏତ ଏହା…

ଏସବୁ ଖାଦ୍ୟ ଗରମ କରି ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ, ନଚେତ୍‌…

କିଛି ଖାଦ୍ୟ ଏପରି ଅଛି ଯାହାକୁ ଅଧିକ ଗରମ କରି ଖାଇଲେ ତାହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏନେଇ ଜାଣିବା ପରେ ବଦଳାଇ ଦିଅନ୍ତୁ…

ଆଜି ପ୍ରକାଶ ପାଇପାରେ ସିବିଏସ୍‌ଇ ଦଶମ, ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର,୧୩ା୫(ସୁଚିସ୍ମିତା ସାହୁ):ମଙ୍ଗଳବାର ପ୍ରକାଶ ପାଇପାରେ ସିବିଏସ୍‌ଇ ରେଜଲ୍ଟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ମଙ୍ଗଳବାର ଘୋଷଣା…

ନିର୍ମାଣ ହେଉନି ରେଳ ଅଣ୍ଡରବ୍ରିଜ କି ଓଭରବ୍ରିଜ:ଲେଭଲ କ୍ରସିଂରେ ଟ୍ରାଫିକ ଜାମ ସ୍ଥିତି

ଭବାନୀପାଟଣା, ୧୩ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ରେଳ ଲେଭଲ କ୍ରସିଂରେ ଅଣ୍ଡରବ୍ରିଜ କିମ୍ବା ଓଭରବ୍ରିଜ ନାହିଁ। ଫଳରେ ଲେଭଲ କ୍ରସିଂରେ ଟ୍ରାଫିକ ଜାମ…

ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ

ଆର.ଉଦୟଗିରି,୧୩।୫(ମନୋଜ କୁମାର ପାଢୀ): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୭୦ ବର୍ଷୀୟା ବାଗି ସବରଙ୍କ ଜୀବନ ଏକ ଦୁଃଖଦ ପରିହାସର ଶିକାର ହୋଇଛି।…