ଭାରତକୁ ଉସକାଉଛି ଚାଇନା: ଅରୁଣାଚଳ ପ୍ରଦେଶରେ କଲା ଏମିତି କାମ

ବେଜିଂ,୧୪।୫: ଚାଇନା ପୁଣି ଥରେ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ଚେଷ୍ଟା କରିଛି। ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଏହା ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ…

ଏହି ଦିନ ସରିବ ପିଏମ୍‌ଏଓ୍ବାଇ ଆବେଦନ: ତୁରନ୍ତ ସାରିଦିଅନ୍ତୁ କାମ

ଭୁବନେଶ୍ୱର,୧୪ା୫(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଲାଗି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୩୫ ଲକ୍ଷ ହିତାଧିକାରୀ ଆବେଦନ କରିଛନ୍ତି। ରାଜ୍ୟରେ ପିଏମ୍‌ଏଓ୍ବାଇ ଲାଗି ଯେଉଁ ଆବେଦନ…

ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଦାଦାବଟି ପାଇଁ ହତ୍ୟା, ୩ ଗିରଫ

ନୂଆପଡ଼ା,୧୪ା୫ (ମକାରୁ ବେମାଲ): ନୂଆପଡ଼ା ସଦର ମହକୁମା ଶିବଶକ୍ତି ନଗରର ମାନସ ତ୍ରିପାଠୀ (୩୦)ଙ୍କ ମୃତଦେହ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା କୋମାଖାନ ଥାନା କଶେକେରା…

ରେଡ୍‌ କାର୍ପେଟରେ ନଗ୍ନତା ଉପରେ କଟକଣା

କାନ୍ସ, ୧୪।୫: ୭୮ତମ ବାର୍ଷିକ କାନ୍ସ ଫିଲ୍ମ ଫେଷ୍ଟିଭାଲ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ସିନେମା…

ରେଗଡା ଆଦର୍ଶ ବିଦ୍ୟାଳୟର ସଫଳତା : ଟପ୍ପର ହେଲେ ପ୍ରତ୍ୟୁଷ, ପୁଷ୍ପଲତା

କର୍ଲାମୁଣ୍ଡା,୧୪।୫ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଓମ୍‌ ପ୍ରତ୍ୟୁଷ ସାହୁ ଦଶମ ପରୀକ୍ଷାରେ ୯୬% ମାର୍କ…

ସାମାନ୍ୟ ବର୍ଷାରେ ବିଦ୍ୟୁତ କାଟ୍‌: ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି,୧୪।୫(ଅରୁଣ ସାହୁ): ହିତାଧିକାରୀଙ୍କୁ ନିୟମିତ ବିଦ୍ୟୁତ ଯୋଗାଇଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ କାଳବୈଶାଖୀ ପୂର୍ବରୁ ବାରମ୍ବାର ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ସୁଦ୍ଧା ମରାମତି ଏବଂ ରକ୍ଷଣାବେକ୍ଷଣ…

ପାକିସ୍ତାନର ଅସଲ ମୁଖା ଖୋଲିଲା: ଏୟାରବେସ୍‌ର ଧ୍ୱଂସ ଚିତ୍ର ସାଟେଲାଇଟ୍‌ରୁ ସ୍ପଷ୍ଟ

ନୂଆଦିଲ୍ଲୀ,୧୪ା୫:‘ଅପରେଶନ ସିନ୍ଦୂର’ ଜରିଆରେ ଭାରତୀୟ ସେନା ପାକିସ୍ତାନୀ ଏୟାରବେସ୍‌ରେ କରିଥିବା ଆକ୍ରମଣର ନୂଆ ସାଟେଲାଇଟ୍‌ ଚିତ୍ର ପ୍ରକାଶ ପାଇଛି। ପାକ୍‌ ସେନା ମିଶାଇଲ୍‌ ଏବଂ ଡ୍ରୋନ୍‌ ସହାୟତାରେ…

ଆମେରିକା-ସାଉଦି ଆରବ ମଧ୍ୟରେ ସବୁଠୁ ବଡ଼ ପ୍ରତିରକ୍ଷା ଚୁକ୍ତି: ବିଶ୍ୱରେ ବଢୁଛି ଚର୍ଚ୍ଚା

ଦୁବାଇ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ଭେଟି ତାଙ୍କର ଚାରି ଦିନିଆ ପଶ୍ଚିମ ଏସିଆ ଗସ୍ତ ଆରମ୍ଭ କରିଛନ୍ତି।…

ମାଡ଼ିଆସୁଛି ଆସୁଛି ବାତ୍ୟା ‘ଶକ୍ତି’: ଏହି ଦିନ ଛୁଇଁବ ସ୍ଥଳଭାଗ

ନୂଆଦିଲ୍ଲୀ,୧୪ା୫:ବଙ୍ଗୋପସାଗରରେ ଆସନ୍ତା ୨୩ରୁ ୨୮ ତାରିଖ ମଧ୍ୟରେ ଏକ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପାଣିପାଗ ବିଜ୍ଞାନୀ ମୋସ୍ତୋଫା କମଲ ପୋଲାଶ ଏଭଳି…

ମନରେଗାରେ ଅନିୟମିତତା ଜାରି:ମେଶିନ କରୁଛି କାମ, ଏନଏମଏମଏସ୍‌ରେ ଅପଲୋଡ ହେଉଛି ଜାଲ ଫଟୋ

ଦେବଗଡ, ୧୪/୫(ଶଶାଙ୍କ ଶେଖର ଝାଙ୍କର):ଗତ କିଛିମାସ ହେଲା ମନରେଗା ଯୋଜନାର ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ତିଲେଇବଣି ବ୍ଲକ ଅନ୍ତର୍ଗତ ତାଳକୁଣ୍ଡି ଗ୍ରାମପଞ୍ଚାୟତ ଚର୍ଚ୍ଚାରେ ରହିଆସିଛି ।…