ଏଠାରେ ରଙ୍ଗ ନୁହେଁ, ପଚାଅଣ୍ଡାରେ ପାଳନ ହୁଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ…

ଧୁମଧାମରେ ହୋଲି ପାଳନ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୧୫।୩(ବିଦ୍ୟାଧର ସାହୁ ): ଗାଁ ରୁ ସହର ପଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ରଙ୍ଗର ପର୍ବ ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ଧୂମଧାମରେ ପାଳନ…

ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି: ୩ ଦଶନ୍ଧି ଧରି ପାଳିତ ହେଉଛି କୁଲାଡ ଦୋଳଯାତ୍ରା

ଭଞ୍ଜନଗର,୧୫/୩(ବାବୁଲା ପ୍ରଧାନ): ଐତିହାସିକ ପୀଠ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ପାଞ୍ଚ ଦିନ ଧରି ଚାଲିଥିବା ପ୍ରସିଦ୍ଧ ଦୋଳଯାତ୍ରା…

ଗୋଦାମ ରେ ଅଗ୍ନିକାଣ୍ଡ: ଘରୁ ଜିନିଷପତ୍ର ନେଇ ଦୌଡିଲେ ଲୋକେ

ରାଉରକେଲା,୧୫/୩(ସଂଗୀତା ଜେନା): ବିଳମ୍ବିତ ରାତିରେ ରାଉରକେଲାରେ ଅଗ୍ନିକାଣ୍ଡ ଘଟିଛି। ରାଉରକେଲାର ଗାନ୍ଧୀ ରୋଡ ବସ୍ତିରେ ଥିବା ସୁରେଶ ଭାଙ୍ଗରଙ୍କ ଗୋଦାମରେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ୍‌…

ଦୋଳ ମଣ୍ଡପରେ ବିଜେ ହେଲେ ୫୦ରୁ ଊର୍ଦ୍ଧ୍ୱ ବିମାନ: ଅଗରପଡା ରାମ ରହିମ ମେଲଣ

ଭଦ୍ରକ,୧୫।୩(ସନାତନ ରାଉତ ): ଭଦ୍ରକ ଜିଲା ଆଗରପଡା ରାମଗଡ଼ପଦା ଦୋଳ ମଣ୍ଡପରେ ଶନିବାର ବିଜେ ହୋଇଛି ୫୦ରୁ ଊର୍ଦ୍ଧ୍ୱ ବିମାନ। ଶୁକ୍ରବାର ରାତିରୁ ଆରମ୍ଭ ହୋଇଛି ବହୁ…

ରଙ୍ଗର ପର୍ବ ହୋଲି ପାଇଁ ସହର ଚଳଚଞ୍ଚଳ

ବଲାଙ୍ଗୀର ୧୫।୩(ସୁନୀଲ ମହାନ୍ତି): ଆନନ୍ଦ ଉଲ୍ଲାସ ଓ ଭାଇଚାରାର ଅନ୍ୟତମ ପର୍ବ ହୋଲି ପାଇଁ ସମଗ୍ର ବଲାଙ୍ଗୀର ସହର ଚଳ ଚଞ୍ଚଳ ହୋଇ ଉଠିଛି। ପବିତ୍ର ହୋଲି…

ପୂରଣ ହେଲା ଫିରିଙ୍ଗିଆ ଅଞ୍ଚଳ ବାସୀଙ୍କ ଦାବି, ଶେଷରେ ଫିରିଙ୍ଗିଆରେ ଉଦଘାଟିତ ହେଲା ନୂଆ ପେଟ୍ରୋଲ ପମ୍ପ

ଫିରିଙ୍ଗିଆ,୧୫।୩(ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିଛନ୍ତି ରାଜ୍ୟ ସରକାର । ଜିଲ୍ଲାର ଦିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଏହି ଫିରିଙ୍ଗିଆ ଅଞ୍ଚଳରେ…

ପାଟଣା ବିଧାୟକ ଅଖିଳ ନାଏକ ଖେଳିଲେ ହୋଲି: କାମନା କଲେ ଅଞ୍ଚଳ ବାସୀଙ୍କ ସୁଖ ଶାନ୍ତି ସମୃଦ୍ଧି

ପାଟଣା ୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ହୋଲି ପର୍ବ ପାଇଁ ଶନିବାର ଉତ୍ସବମୁଖର ହୋଇଉଠିଛି। ଦିନ ୧୨ଟା ପର୍ଯ୍ୟନ୍ତ ରଙ୍ଗର…

ରଙ୍ଗର ପର୍ବ ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି…

ରାଇକିଆରେ ଭାଇଚାରାର ପର୍ବ ହୋଲି : ପରସ୍ପରକୁ ରଙ୍ଗ ଲଗାଇ ମିଠା ବାଣ୍ଟିଲେ

ରାଇକିଆ,୧୫।୩(ପ୍ରଦୀପ ବେହେରା): ହୋଲି ଅବସରରେ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ରଙ୍ଗର ଆସର ଦେଖିବାକୁ ମିଳିଛି। ଲୋକେ ପରସ୍ପରକୁ ରଙ୍ଗ ଲଗାଇ ମିଠା, ପଣା…