ଅବସର ନେବେ ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍

ନୂଆଦିଲ୍ଲୀ,୨୩ା୫: ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର ଏକ ବିବୃତିରେ ୩୭ ବର୍ଷୀୟ ମାଥ୍ୟୁସ୍ ନିଶ୍ଚିତ କରିଛନ୍ତି ଯେ…

ଆଜିଠାରୁ ବଲାଙ୍ଗିରରେ ରବି ଧାନ କିଣା ଆରମ୍ଭ: ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ

ବଲାଙ୍ଗିର, ୨୩।୦୫(ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଜିଲାରେ ରବି ଧାନ କିଣା ଚଳିତ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆରମ୍ଭ କରାଯାଇଛି।…

ସବୁଜ ମହାନଦୀ ମିଶନ: ପ୍ରହସନ ପାଲଟିଲା ଚାରାରୋପଣ

ଭେଡେନ,୨୩।୫(ହୃଷୀକେଶ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ…

ବନ ବିଭାଗ କର୍ମଚାରୀଙ୍କ ଅବଦାନ ଅତୁଳନୀୟ: ସମସ୍ୟା ଦୂର କଲେ ବିଧାୟକ

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଭଞ୍ଜନଗର ଶାଖା କାର୍ଯ୍ୟାଳୟର ଶିଳାନ୍ୟାସ ଉତ୍ସବ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ…

ଟ୍ରମ୍ପଙ୍କ ବିରୋଧ ସତ୍ତ୍ୱେ ଆପଲ୍ ଭାରତର ଫକ୍ସକନ୍ ପ୍ଲାଣ୍ଟରେ କରିବ ବଡ଼ ନିବେଶ

ନୂଆଦିଲ୍ଲୀ,୨୩ା୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧ ସତ୍ତ୍ୱେ, ଆପଲ୍ ଭାରତରେ ତା’ର ଯୋଗାଣ ଶୃଙ୍ଖଳାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି। ଏହି ଯୋଜନାରେ ଆପଲ୍‌ର ପ୍ରମୁଖ…

ଭାଗଲପୁରରୁ ଦିଲ୍ଲୀ ଯିବ ସ୍ବତନ୍ତ୍ର ଆମ୍ବ, ସ୍ବାଦ ଚାଖିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଭାଗଲପୁର,୨୩।୫: ଚଳିତ ବର୍ଷ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଦୁଇ ଚୂର୍ଣ୍ଣ ନୁହେଁ ବରଂ ଚମତ୍କାର ଜର୍ଦାଳୁ ଆମ୍ବ ଗ୍ରହଣ କରିବେ। ଏଥିପାଇଁ ଜିଲା…

ଆତଙ୍କୀ ହାଫିଜ ସଈଦ ଭାଷାରେ ପୁଣି ଧମକ ଦେଲା ପାକିସ୍ତାନ: “ଭାରତର ନିଶ୍ଵାସ ଅଟକାଇ ଦେବୁ…”

ନୂଆଦିଲ୍ଲୀ, ୨୩।୫: ପାକିସ୍ତାନ ସେନା ଓ ଦେଶର ଆତଙ୍କବାଦୀ ନେଟୱାର୍କ ମଧ୍ୟରେ ଭୟଙ୍କର ସମାନତାର ଆଉ ଏକ ଉଦାହରଣରେ, ପାକିସ୍ତାନୀ ସେନା ମୁଖପାତ୍ର ନିଷିଦ୍ଧ ଆତଙ୍କବାଦୀ ହାଫିଜ…

ନାତିର ଜନ୍ମଦିନରେ ମନ୍ଦିର ଯିବା ପାଇଁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଜେଜେ-ନାତି

ପାଟଣା,୨୩ା୫(ବୀରକିଶୋର ଦାଶ): ନାତିର ଜନ୍ମଦିନ ପାଇଁ ମନ୍ଦିର ଯିବାକୁ ଶୁକ୍ରବାର ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଜେଜେବାପା ଓ ନାତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ…

ସରକାରଙ୍କ ବଡ଼ ଘୋଷଣା: ରଥଯାତ୍ରା ପାଇଁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୫ ରଥଯାତ୍ରା ପାଇଁ ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରଗୁଡିକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ।…

ମସ୍କୋ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ, ଆକାଶରେ ଚକ୍କର କାଟିଲା ଭାରତୀୟ ଏମ୍‌ପିଙ୍କ ବିମାନ

ମସ୍କୋ,୨୩।୫: ରୁଷିଆର ମସ୍କୋ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ମସ୍କୋ ବିମାନବନ୍ଦରରେ ୟୁକ୍ରେନରୁ ହୋଇଥିବା ଡ୍ରୋନ ଆକ୍ରମଣ ହଇଚଇ ସୃଷ୍ଟି କରିଥିଲା। ଆଶ୍ଚର୍ଯ୍ୟଜନକ…