ରାଶିଫଳ: ବୁଧବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ସନ୍ତାନଙ୍କ ସକାଶେ କୌଣସି ସମ୍ପର୍କକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହେବ। କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। କୃତ୍ତିକା ନକ୍ଷତ୍ରର ଅର୍ଥ…

ରାଜ୍ୟ ସଭାରେ ମୋଦିଙ୍କୁ ସୁଲତା କହିଲେ, ସୁନା କେ ଚିହ୍ନିଲୁ ବାନା କେ ଚିହ୍ନିଲୁ…

ନୂଆଦିଲ୍ଲୀ,୧୧।୨: ସଂସଦରେ ବଜେଟ ଅଧିବେଶନ ଜାରି ରହିଛି। ଏହାକୁ ନେଇ ବିରୋଧୀ-ଶାସକ ମଧ୍ୟ ମୁହାଁମୁହିଁ ହେଉଛନ୍ତି। ତେବେ ଏହାରି ଭିତରେ ରାଜ୍ୟ ସଭା ମଧ୍ୟ ସରଗରମ ହୋଇ…

ରାଜସ୍ୱ ବୃଦ୍ଧି ଲକ୍ଷ୍ୟ: ବିୟର ପିଉଥିବା ଲୋକଙ୍କୁ ବଡ଼ ଝଟକା, ମୂଲ୍ୟ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୧୧।୨: ଗ୍ରୀଷ୍ମ ଋତୁ ପୂର୍ବରୁ ବିୟର ପ୍ରେମୀମାନଙ୍କ ପାଇଁ ବଡ ଖବର। ବ୍ୟବସାୟୀମାନଙ୍କ ଅନେକ ଦିନର ଦାବିକୁ ନଜରରେ ରଖି ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।…

ଆଇପିଏଲ ୨୦୨୫ରେ ଲାଗୁ ହେବ ଆଇସିସିର ଏହି ନିୟମ, କାର୍ଯ୍ୟସୂଚୀକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୨: ୨୩ ମାର୍ଚ୍ଚରୁ ଆଇପିଏଲର ୧୮ତମ ସିଜିନ ଆରମ୍ଭ ହେଉଛି। ତଥାପି, ସମ୍ପୂର୍ଣ୍ଣ ସିଜିନର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶିତ ପାଇନାହିିଁ। କ୍ରିକେଟ ପ୍ରେମୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ…

କଟକ ବାରବାଟୀ ଷ୍ଟାଡିୟମରେ ପ୍ରତିବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍: କ୍ରୀଡ଼ା ମନ୍ତ୍ରୀ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୧।୨: ଫେବୃଆରୀ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ସଫଳତାର ସହିତ ଶେଷ ହୋଇଛି। କେବଳ ମ୍ୟାଚ୍ ସମୟରେ ଫ୍ଲଡ୍ ଲାଇଟ୍…

ଟ୍ରମ୍ପଙ୍କୁ ଝଟକା: ଯେଉଁ ଦେଶକୁ କରୁଥିଲେ ସାହାଯ୍ୟ, ସିଏ କଲା ବିଶ୍ୱାସଘାତକତା

ଓ୍‌ବା୍‌ଶିଂଟନ,୧୧।୨: ମଧ୍ୟପ୍ରାଚ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ମୁସଲିମ ଦେଶ ଏବଂ ଭାରତର ବନ୍ଧୁ ଇଜିପ୍ଟକୁ ଚାଇନାରେ ନିର୍ମିିତ J-10CE ଲଢ଼ୁଆ ବିମାନ ପାଇଛି। ଏହି ଲଢ଼ୁଆ ବିମାନଟି ଉନ୍ନତ…

ଭାରତକୁ ୩ ଦିନରେ ପରାସ୍ତ କରିଦେବୁ….ପୂର୍ବତନ ଅଧିନାୟକଙ୍କ ଅଜବ ଦାବି

କଲମ୍ବୋ,୧୧।୨: ଗତ ବର୍ଷ ଟିମ ଇଣ୍ଡିଆ ପାଇଁ କିଛି ବିଶେଷ ନ ଥିଲା। ଯଦିଓ ଭାରତୀୟ କ୍ରିକେଟ ଦଳ ୨୦୨୪ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା, ତଥାପି…

ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ବଡ଼ ଖୁଲାସା କଲେ ଭାଗବନ୍ତ ମାନ: କେଜ୍‌ରିଓ୍ବାଲ୍‌ଙ୍କ ସହ…

ନୂଆଦିଲ୍ଲୀ,୧୧।୨: ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ବୈଠକ କରିବା ପାଇଁ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ଏବଂ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିଛନ୍ତି।…

ଅମାନିଆ ହୋଇଯାନ୍ତୁ ସାବଧାନ: ସବୁ ଗାଡ଼ିକୁ ଚେକିଂ କରୁଛି କମିଶନରେଟ ପୋଲିସ

କଟକ,୧୧।୨: ଦିନକୁ ଦିନ ଦୁର୍ଘଟଣା ବଢ଼ି ଚାଲିଥିବା ବେଳେ ଅତ୍ୟଧିକ ଯାନବାହନ ଚଳାଚଳ ପରିବେଶକୁ ପ୍ରଦୂଷିତ କରୁଛି। ବାୟୁମଣ୍ଡଳ ପ୍ରଦୂଷଣ ହେବା ସାଙ୍ଗକୁ ଭାରୀଯାନର ବିକଟାଳ ହର୍ଣ୍ଣ…

ତେଜିଲା ବିକ୍ଷୋଭ, ଦାବି ପୂରଣ ନ ହେଲେ…

"ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି" ଓ "ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି" ପକ୍ଷରୁ ଧାମରାରେ ବିକ୍ଷୋଭ ଓ ସଭା : ଚାନ୍ଦବାଲି, ୧୧।…