କଂଗ୍ରେସ ସହ ମିଶି ଖେଳ ଖେଳିବେ ଓଓ୍ବାଇସି, ସବୁ ପ୍ଲାନ ପ୍ରସ୍ତୁତ!

ନୂଆଦିଲ୍ଲୀ,୨୫।୩: ତେଲଙ୍ଗାନାର ସ୍ଥାନୀୟ ବିଧାନ ପରିଷଦ (MLC) ଆସନ ପାଇଁ ଆଗାମୀ ନିର୍ବାଚନରେ ଏଆଇଏମଆଇଏମ ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ବିଷୟରେ ଆଲୋଚନା ଜୋର ଧରିଛି।…

ରାସ୍ତା ନିର୍ମାଣ ସମୟରେ ପିଚୁଗାଡ଼ିକୁ ଧକ୍କା ଦେଲା ଟ୍ରକ୍: ତିନି ମୃତ

ଢେଙ୍କାନାଳ,୨୫ା୩: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଢେଙ୍କାନାଳ ଜିଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଲା ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ଏକ…

ଘରୁ ୨୦ହଜାର ଟଙ୍କା ନେଇ ପ୍ରେମିକ ସହ ଫେରାର ଥିଲେ ଯୁବତୀ, ଜଙ୍ଗଲରେ ଯାହା ହେଲା ଦେଖି ସମସ୍ତଙ୍କ ଉଡିଲା ହୋସ

ବୁର୍ଲା,୨୫।୩: ପଶ୍ଚିମ ଓଡ଼ିଶାରୁ ଏକ ଚମକିବା ଭଳି ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲାରେ, ମାର୍ଚ୍ଚ ୨୦ ତାରିଖରୁ ନିଖୋଜ ଥିବା ଜଣେ ୧୭ ବର୍ଷୀୟା ଯୁବତୀଙ୍କ…

ନନ୍ଦନକାନନ ଗେଟ ଆଗରେ ଅସ୍ଥାୟୀ କର୍ମଚାରୀମାନଙ୍କ ଧାରଣା

ବାରଙ୍ଗ,୨୫।୩(ଲିଙ୍ଗରାଜ ରାଉତ): ମଙ୍ଗଳବାର ସକାଳୁ ନନ୍ଦନକାନନରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ(ଆଉଟ ସୋର୍ସିଂ)ମାନେ ଗେଟ ସାମ୍ନାରେ ଧାରଣାରେ ବସିଛନ୍ତି। ସଂଘର ସଭାପତି ଜୟନ୍ତ କୁମାର ରାଉତରାୟଙ୍କ ନେତୃତ୍ୱରେ…

PoK ଖାଲି କର ନଚେତ୍‌ ଭୋଗିବ ପରିଣାମ: ପାକିସ୍ତାନକୁ ଧମକ ଦେଲା ଭାରତ

ନୂଆଦିଲ୍ଲୀ,୨୫।୩: ଜାତିସଂଘ (UN) ସୁରକ୍ଷା ପରିଷଦରେ ଭାରତ ପୁଣିଥରେ ପାକିସ୍ତାନକୁ ତାର କାର୍ଯ୍ୟକଳାପ ପାଇଁ ଘେରିଛି। ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନାବେଳେ ପାକିସ୍ତାନ ପୁଣି ଥରେ…

ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା: ଘରେ ପଶି ନେଇଗଲେ ଦୁର୍ବୃତ୍ତ

ସାଲେପୁର,୨୫।୩: କଟକ ଜିଲା ଜାହାଙ୍ଗୀରାବାଦ ଗାଁରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବିଜୟ ମହାନ୍ତିଙ୍କ ଘରେ ପଶି ଘରୁ ନଗଦ ୩୦ ଲକ୍ଷ ଟଙ୍କା…

‘ଛାବା’ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି: ସଂସଦରେ ହେବ ସ୍ବତନ୍ତ୍ର ସ୍କ୍ରିନିଂ

ନୂଆଦିଲ୍ଲୀ,୨୫।୩: ଅଭିନେତା ବିକି କୌଶଳଙ୍କ ଅଭିନୀତ ‘ଛାବା’ ସୁପରହିଟ୍‌ ହୋଇଛି। ରିଲିଜ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଛି।…

ଯୁବକଙ୍କ ମୃତ ଦେହ ଜବତ: ହତ୍ୟା ଅଭିଯୋଗରେ ୫ଅଟକ

ଲୋଇସିଂହା,୨୫।୩(ସୁଶାନ୍ତ ବାରିକ): ମଙ୍ଗଳବାର ସକାଳେ ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଡୁମେରଝରଣ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଜବତ ହୋଇଛି।…

ଲଣ୍ଡନରେ ସ୍ଲିପର ପିନ୍ଧି ମମତାଙ୍କ ମର୍ନିଂୱାକ୍, ଦେଖି ଚମକି ଗଲେ ବ୍ରିଟିଶ ନାଗରିକ

ଲଣ୍ଡନ,୨୫ା୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଣ୍ଡନ ହାଇଡ୍ ପାର୍କରେ ଏକ ଶାଢ଼ୀ ଏବଂ ସ୍ଲିପର ପିନ୍ଧି ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସର…

କିଏ ସେହି ଆଶୁତୋଷ ଶର୍ମା, ଯିଏ ଲକ୍ଷ୍ନୌ ବିପକ୍ଷରେ ପଲଟାଇଦେଲେ ବାଜି

ବିଶାଖାପାଟନମ୍‌,୨୫।୩: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନ ଆଶୁତୋଷ ଶର୍ମା ପୁଣି ଥରେ ଆଇପିଏଲରେ ନିଜର ଶକ୍ତି ଦେଖାଇଛନ୍ତି। ଆଶୁତୋଷ ଗତବର୍ଷ…