ବାପା ଧର୍ମେନ୍ଦ୍ରଙ୍କୁ ସ୍ବାସ୍ଥ୍ୟକୁ ନେଇ ଏମିତି କଥା କହିଦେଲେ ସନି ଦେଓଲ

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନଙ୍କ ପାଇଁ କିଛି ଆଶ୍ୱସ୍ତି ଆସିଛି। ତାଙ୍କୁ ଆଜି ସକାଳ ପ୍ରାୟ ୭:୩୦ ସମୟରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।…

ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ନୂଆ ସିସିଟିଭି ଫୁଟେଜ: Video ଦେଖିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିସ୍ଫୋରଣର ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଲାଲକିଲ୍ଲା ନିକଟରେ ଚଳନ୍ତା ଯାନ ମଧ୍ୟରେ ଏକ କାରରେ କିପରି ବୋମା ବିସ୍ଫୋରଣ ହୋଇଥିଲା।…

ଟ୍ରାକ୍ଟର ଚପାଇ ୨ ଭାଇଙ୍କୁ ହତ୍ୟା କଲେ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ

ଭବାନୀପାଟଣା/ ଧର୍ମଗଡ଼,୧୨।୧୧(ଉତ୍ତମ କୁମାର ଦାଶ/ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଧୀନ ମେରଘରା ଗ୍ରାମରେ ମଙ୍ଗଳବାର ଦୁଃଖଦ ଘଟଣା ଘଟିଛି। ଟ୍ରାକ୍ଟର ଟ୍ରଲି ଚୋରି ପାଇଁ…

ରାଷ୍ଟ୍ରୀୟ ଏକତା ଶିବିର: ଚମକିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର,୧୨/୧୧(ବାବୁଲା ପ୍ରଧାନ): ହରିୟାଣାର ରୋହତକସ୍ଥିତ ମହର୍ଷି ଦୟାନନ୍ଦ ବିଶବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ଜାତୀୟ ଏକତା ଶିବିର ଉଦଯାପିତ ହୋଇଯାଇଛି। ଏଥିରେ…

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ମୋଦି ନେବେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ବିସ୍ଫୋରଣକୁ ନେଇ ଆଜି ବସୁଛି CCS ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ସୁରକ୍ଷା ସଂପର୍କିତ କେନ୍ଦ୍ର କ୍ୟାବିନେ ବୈଠକ। ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି।…

ଟ୍ରମ୍ପଙ୍କ ବଡ଼ ଖୁଲାସା: କହିଲେ ବିଦେଶୀ ଛାତ୍ରମାନଙ୍କୁ ନିଷେଧ କଲେ ବନ୍ଦ ହୋଇପାରେ…

ଓ୍ବାଶିଂଟନ,୧୨ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ବିଦେଶୀ ଛାତ୍ରମାନଙ୍କୁ ପଢ଼ିବାକୁ ଅନୁମତି ଦେବା ପାଇଁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହା କେବଳ ଦେଶର…

୨୦୨୬ କ୍ୟାଲେଣ୍ଡରରେ ୨୯ ଦିନ ସରକାରୀ ଛୁଟି: ଜାଣନ୍ତୁ କେଉଁ କେଉଁ ଦିନ ଅଫିସ୍‌ ବନ୍ଦ

ଭୁବନେଶ୍ୱର,୧୨ା୧୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬ ବର୍ଷ ଲାଗି କ୍ୟାଲେଣ୍ଡର ଜାରି କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାବର୍ଷ କ୍ୟାଲେଣ୍ଡରରେ ୨୯ଟି…

ରୋହିତ-କୋହଲିଙ୍କୁ ଚେତାବନୀ ଦେଲା BCCI: ରଖିଲା ଏମିତି ସର୍ତ୍ତ

ନୂଆଦିଲ୍ଲୀ,୧୨।୧୨: ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବାର ଅନେକ ଦିନ ବିତିଗଲାଣି, କିନ୍ତୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଏବେ ବି ରହିଛି।…

ବିଶ୍ୱର ନୂଆ ଧନୀ ଲିଷ୍ଟ ଜାରି: ଜାଣନ୍ତୁ ନମ୍ବର-୧ କିଏ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଲୁଇସ ଭୁଇଟନ ଏବଂ ଟିଫାନି ଆଣ୍ଡ କୋ ଭଳି କମ୍ପାନୀର ପ୍ରତିନିଧିମାନେ ନିଜ ପାଇଁ ଏକ ସ୍ଥାନ…

ଗାଁରେ ଡକାୟତ ଆତଙ୍କ: ଜଣଙ୍କୁ ଧରି ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ ଟାଉନ ଥାନା ଶୁଳିଆ ଗାଁରେ ବିଳମ୍ବିତ ରାତିରେ ଘଟିଛି ବୋମାମାଡ଼। ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇଜଣ ଯୁବକ ସିମେଣ୍ଟ ଜଗିବାକୁ…