Shaktikanta Das: ପିଏମଓ କାର୍ଯ୍ୟାଳୟରେ ୨ ଓଡ଼ିଆ ଅଫିସର, ଓଡ଼ିଶା ପାଇଁ କ’ଣ ହେବ ଫାଇଦା

ଭୁବନେଶ୍ୱର,୨୨।୨:ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି। ପୂର୍ବତନ…

BMW ଭଳି ବାଇକ୍‌ ନିର୍ମାଣ କରିଥିବା TVSର ଫୁଲ୍‌ ଫର୍ମ ଜାଣନ୍ତି କି?

ନୂଆଦିଲ୍ଲୀ,୨୨।୨: ଟିଭିଏସ୍‌ର ଫୁଲ୍‌ ଫର୍ମ ହେଉଛି ଥିରୁକ୍କୁରୁଗୁଡ଼ି ଭେଙ୍ଗାରାମ ସୁନ୍ଦରମ୍‌। ଏହା ଟିିଭିଏସ୍‌ ସମୂହର ସଂସ୍ଥାପକଙ୍କ ନାମ। ୧୯୧୧ରେ ଏହି କମ୍ପାନୀର ଶୁଭାରମ୍ଭ କରାଯାଇଥିଲା। ପ୍ରଥମେ ଏହା…

IND Vs PAK ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇଗଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି, ଅଡ଼ୁଆରେ ଫସି ଯାଇପାରେ…

ନୂଆଦିଲ୍ଲୀ,୨୨।୨: ୨୩ ଫେବୃଆରୀ ରବିବାର ଦୁବାଇରେ ସବୁଠାରୁ ବଡ଼ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଏବଂ…

ରାଗରେ କ’ଣ କୁହେ ମଣିଷ ଜାଣେ ନାହିଁ, ପାଟିରେ ଭରି ରହିଛି…

ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ ଏବଂ ସମୃଦ୍ଧ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯେଉଁଠାରେ ସେ ମଣିଷ କଥାକୁ…

କାହିଁକି ଇମୋଶନାଲ ହେଲେ କାଶ ପଟେଲଙ୍କ ଗର୍ଲ ଫ୍ରେଣ୍ଡ

ଓ୍ବାଶିଂଟନ,୨୨।୨: ଆମେରିକାର ଏଫବିଆଇ ନିର୍ଦ୍ଦେଶକ ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଭଗବଦ ଗୀତାରେ ହାତ ରଖି ଶପଥ ନେଇଥିଲେ। ସମାରୋହ ସମୟରେ ତାଙ୍କ ପରିବାର ସଦସ୍ୟ ଏବଂ…

KIIT ଘଟଣା: ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୨: KIIT ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ ଯୋଗେ ଆଲୋଚନା…

ଇତିହାସ ପାଲଟିଯିବ Marutiର ଏହି କାର୍‌, ମାସେ ପରେ ହୋଇଯିବ ବନ୍ଦ!

ନୂଆଦିଲ୍ଲୀ,୨୨।୨: Maruti Suzuki କାର୍‌ଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। କିନ୍ତୁ ଏବେ କମ୍ପାନୀ ଖୁବଶୀଘ୍ର ମଧ୍ୟମ ଆକାରର ସେଡାନ Ciaz ବନ୍ଦ କରିପାରେ। ଏକ ଗଣମାଧ୍ୟମ…

ମା’ ଗଙ୍ଗାଙ୍କ ‘ସିକ୍ୟୁରିଟି ଗାର୍ଡ’ କିଏ, କେମିତି ସବୁବେଳେ ରହୁଛି ସଫା? ବିଶେଷଜ୍ଞ କହିଲେ…

ପ୍ରୟାଗରାଜ,୨୨।୨: ଏପର୍ଯ୍ୟନ୍ତ, ପ୍ରୟାଗରାଜ ମହାକୁମ୍ଭରେ ୬୦କୋଟିରୁ ଅଧିକ ଶ୍ରଦ୍ଧାଳୁ ଗଙ୍ଗାରେ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ଏହା ସତ୍ତ୍ୱେ, ଗଙ୍ଗା ଜଳ ସମ୍ପୂର୍ଣ୍ଣ ଜୀବାଣୁମୁକ୍ତ। ଗଙ୍ଗା ନଦୀର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ହେଲେ Shaktikanta Das

ନୂଆଦିଲ୍ଲୀ,୨୨।୨: Shaktikanta Dasଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି।…

‘ପ୍ରଥମ ପିଢିର ଭାରତୀୟ ପିଲା ନେବ ଆଇନ ପରିବର୍ତ୍ତନର ନେତୃତ୍ୱ’, FBI ମୁଖ୍ୟ ଭାବେ ଶପଥ ନେବା ପରେ…

ଓ୍ବାଶିଂଟନ,୨୨।୨: ଆମେରିକାରେ ଶୁକ୍ରବାର ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI)ର ନିର୍ଦ୍ଦେଶକ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ସେ…