ଆକ୍ସନ ମୋଡ୍‌ରେ ତହସିଲଦାର: ହୋଟେଲରେ ଅଚାନକ ଚଢ଼ାଉ

ଧର୍ମଶାଳା,୧୬।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଦିନକୁ ଦିନ ଡାଇରିଆ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ମଙ୍ଗଳବାର ବଡ଼ଚଣା ବ୍ଲକର ଚଣ୍ଡିଖୋଲ, ଦର୍ପଣ ଆଦି ଅଞ୍ଚଳରେ ଥିବା…

ମୋବାଇଲ ଲୁଟେରାଙ୍କୁ ମାଡ଼ିବସିଲା ପୋଲିସ: ୧୩ ମୋବାଇଲ ଜବତ

ଦାରିଙ୍ଗବାଡି, ୧୭।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଦ୍ୱାରା ଜଣେ ମୋବାଇଲ ଲୁଟେରା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ହେଲେ ଉକ୍ତ ଥାନା ପ୍ଳିହେରୀର…

ପ୍ରେମିକାଙ୍କୁ କରିଥିଲେ ବଳାତ୍କାର: ବନ୍ଧା ହେଲେ ପ୍ରେମିକ

ତିହିଡ଼ି,୧୭।୬(ସଞ୍ଜିତ ବଳ): ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ବଳାତ୍କାର କରିବା ଅଭିଯୋଗରେ ମଙ୍ଗଳବାର ପ୍ରେମିକକୁ ଗିରଫ କରିଛି ପୋଲିସ l ତିହିଡ଼ି ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର…

ଓଡ଼ିଆ ଫିଲ୍ମ ଦେଖିବାକୁ ହଲ୍‌ରେ ଭିଡ଼: ‘ବୋଉ ବୁଟୁ ଭୂତ’, ‘ଅନନ୍ତା’ ମଧ୍ୟରେ ଟକ୍କର

ଭୁବନେଶ୍ୱର,୧୭ା୬(ସୁଚିସ୍ମିତା ସାହୁ):ରଜରେ ଫିଲ୍ମ ହଲରେ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା। ବିଶେଷକରି ଓଡିଆ ଫିଲ୍ମ ଦେଖିବା ପାଇଁ ଲୋକଙ୍କ ଭିତରେ ଆଗ୍ରହ ବଢ଼ିଥିଲା। ନୂଆ କାହାଣୀ ଓ…

ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ: ୨୦ରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର,୧୭।୬: ରାଜ୍ୟରେ ସ୍କୁଲ ଖୋଲିବା ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆସନ୍ତା ୨୦ ତାରିଖରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଖୋଲିବ…

ଏଥର ପାଳି ଇଣ୍ଡିଗୋ ବିମାନର, ନାଗପୁରରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ,୧୭।୬: ମଙ୍ଗଳବାର କୋଚିରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିବା ପରେ ନାଗପୁରର ଡକ୍ଟର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ…

ସରିଲା ଖରା ଛୁଟି, ଖୋଲିଲା କଲେଜ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଖରା ଛୁଟି ସରିବା ପରେ ମଙ୍ଗଳବାର ଖୋଲିଛି କଲେଜ। ଏଣିକି ଆରମ୍ଭ ହେବ ଛାତ୍ରୀଛାତ୍ରଙ୍କ ପାଠପଢ଼ା। ଏନେଇ କଲେଜ ପରିସର ଚଳଚଞ୍ଚଳ ହୋଇପଡିଛି। ଅପରପକ୍ଷେ…

ଇରାନକୁ ଇସ୍ରାଏଲ ଦେଲା ଜବରଦସ୍ତ ଝଟକା! ୫ ଦିନରେ ଦ୍ୱିତୀୟ CDS ମୃତ

ଜେରୁଜେଲମ,୧୭।୬: ଇସ୍ରାଏଲୀ ସେନା ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଇରାନର ଶୀର୍ଷ ସେନା ଅଧିକାରୀ ଅଲି ଶାଦମାନୀଙ୍କୁ ହତ୍ୟା କରିଥିବା ସୂଚନା ଦେଇଛି। ଅଲି ଶାଦମାନୀ ଇରାନୀ…

କଳିଙ୍ଗ ବ୍ଲାକ ଟାଇଗର୍ସର ଦ୍ୱିତୀୟ ପରାଜୟ

ମୁମ୍ବାଇ,୧୭।୬: ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌)ରେ ସୋମବାର କଳିଙ୍ଗ ବ୍ଲାକ ଟାଇଗର୍ସ ଏକତରଫା ଭାବେ ୧୦-୩୫ ପଏଣ୍ଟରେ ବେଙ୍ଗାଲୁରୁ ବ୍ରେଭହାଟର୍‌ସଠାରୁ ପରାସ୍ତ ହୋଇଛି। ଓଡ଼ିଶା ପାଇଁ ଏଥାନ…

ଭାଙ୍ଗୁଛି ପାକିସ୍ତାନର ଅହଂକାର! ଭାରତକୁ ଚିଠି ଲେଖି ଏମିତି କହିଲାଣି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଇସଲାମାବାଦ,୧୭।୬: ପାକିସ୍ତାନ ବର୍ତ୍ତମାନ ଇତିହାସର ସବୁଠାରୁ ଖରାପ ଜଳ ସଙ୍କଟ ଦେଇ ଗତି କରୁଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ…