ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ନେଇ ସଙ୍କେତ ଦେଲେ ବାବା ଭେଙ୍ଗା, ଭାରତକୁ ନେଇ କହିଲେ…

ଲଣ୍ଡନ/ତେହେରାନ, ୨୨।୬: ବୁଲଗେରିଆର ଭବିଷ୍ୟବକ୍ତା ବାବା ଭାଙ୍ଗା, ଯିଏ ନିଜର ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ପାଇଁ ବିଶ୍ୱବ୍ୟାପୀ ପରିଚିତ, ତାଙ୍କ ଏକ ଭୟଙ୍କର ଭବିଷ୍ୟବାଣୀ ପୁଣି ଥରେ ଚର୍ଚ୍ଚାରେ…

ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ମୃତ୍ୟୁ କାହାକୁ କେତେବେଳେ କେମିତି ନେବ କେହି କହିପାରିବେ ନାହିଁ। କଳାହାଣ୍ଡି ଜିଲା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ରବିବାର…

ଚୁପ୍‌ ବସିବନି ଇରାନ: କହିଲା-ଟ୍ରମ୍ପ ଏହାକୁ ଆରମ୍ଭ କରିଛନ୍ତି ସତ, ହେଲେ ଶେଷ ଆମେ କରିବୁ…

ତେହରାନ/ଓ୍ବାଶିଂଟନ,୨୨।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କୁଦିିଛି ଆମେରିକା। ଆକ୍ରମଣ କରି ଇରାନର ୩ଟି ପରମାଣୁ ସ୍ଥାନକୁ ଧ୍ୱଂସ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ନବୀନଙ୍କ ପାଇଁ ପୂଜାର୍ଚ୍ଚନା: ଶୀଘ୍ର ସୁସ୍ଥ ହୋଇଯାନ୍ତୁ…

ଗଜପତି୨୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ବିଜେଡ଼ି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରାଯାଇଛି। ଗଜପତି ଜିଲା ସଦର ମହକୁମା…

ବିଶ୍ୱରେ ଚହଳ: ଆମେରିକା ବିରୋଧରେ ଏକାଠି ହେଲେ ୫ ଦେଶ! କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ/ତେହେରାନ, ୨୨।୬: ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ, ବିଶେଷତଃ ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ପରେ ବିଶ୍ୱରେ ଏକ ବଡ଼ ମୋଡ଼ ଆସିଛି। ଏହି ପରିପ୍ରେକ୍ଷୀରେ…

ବଜାରରେ କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ, ଏହାର ଦାମ୍‌ ରହିଛି…

ଭୁବନେଶ୍ୱର,୨୨।୬(ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ବ୍ରାଣ୍ଡ ତଥା କେଟିଏମ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ‘କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ’ର ଅନାବରଣ ନିକଟରେ ହୋଇଯାଇଛି।…

ସୋମବାର ହେବନି ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଛତ୍ରପୁର,୨୨ା୬ (ସନ୍ତୋଷ ପାଢ଼ୀ): ଆସନ୍ତା କାଲି ତା ୨୩.୦୬.୨୦୨୫ ରିଖ ସୋମବାର ଦିନ ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଗଞ୍ଜାମ ଜିଲାପାଳ…

ଆମେରିକୀୟଙ୍କୁ ସତର୍କ କରାଇଲେ ଟ୍ରମ୍ପ, ଓଡ଼ିଶା ଯାଉଥିଲେ ରାତିରେ ବାହାରନ୍ତୁନି…

ନୂଆଦିଲ୍ଲୀ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ ଭାରତ ପାଇଁ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁଥିରେ ଆମେରିକୀୟଙ୍କୁ "ଅଧିକ ସତର୍କତା ଅବଲମ୍ବନ କରିବାକୁ" ଅନୁରୋଧ କରାଯାଇଛି।…

ଓଡ଼ିଶା ପିଲାଙ୍କୁ ପଢ଼ାଉଛି ଆନ୍ଧ୍ର

ନନ୍ଦପୁର,୨୨ା୬(ତୁଷାରକାନ୍ତ ମହାନ୍ତି): ଓଡ଼ିଶା ସୀମାନ୍ତବାସୀଙ୍କୁ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ ମଙ୍ଗଳ ବିଭାଗର ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାରେ ସଫଳ ହେଉଥିବା ଜଣାପଡ଼ିଛି।…

ବେଳାଭୂମିରେ ଗଣବଳାତ୍କାର: ଛାତ୍ରୀଙ୍କୁ ଜଣକ ପରେ ଜଣେ ନାବାଳକ କରିଥିଲେ …

ବ୍ରହ୍ମପୁର, ୨୨।୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଛାତ୍ରୀ ଗଣବଳାତ୍କାର ମାମଲାରେ ଗତ ୪ ଦିନ ଧରି କ୍ରାଇମବ୍ରାଞ୍ଚ ଟିମ୍‌ ବିଭିନ୍ନ ଦିଗକୁ ନେଇ ତଦନ୍ତ…