ଗଛରେ ବାଇକ୍‌ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ବଘିଆପଡ଼ା,୭ା୭(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଜହ୍ନାପଙ୍କ-ଖଲିଆପାଲି ରାସ୍ତାର ତାଳଗରୀ ଛକରେ ରବିବାର ରାତିରେ ଏକ ବାଇକ ଆରୋହୀ ବିଜାପଦର ଗ୍ରାମକୁ ଯାଉଥିବା ସମୟରେ…

ଯୁକ୍ତ୩: ଆଜିଠୁ ଓ୍ବେଟିଂ ଲିଷ୍ଟ, ସ୍ପଟ୍‌ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୭ା୭(ସୁଚିସ୍ମିତା ସାହୁ): ଚଳିତବର୍ଷ ତିନି ପର୍ଯ୍ୟାୟରେ ଯୁକ୍ତ ୩ ନାମଲେଖା ଶେଷ ହୋଇଛି। ସୋମବାରଠାରୁ ଓ୍ବେଟିଂ ଲିଷ୍ଟ ଓ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ।…

ରଥଚକା ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ

ବିନିକା,୭ା୭: ରଥଚକା ତଳେ ଚାପି ହୋଇ ଗୁରୁତର ଥିବା ନାବାଳକଙ୍କର ମୃତ୍ୟୁ ଘଟିଛି। ତେବେ ସୋମବାର କଟକ ସ୍ଥାନାନ୍ତର ବେଳେ ରେଢ଼ାଖୋଲ ନିକଟରେ ମୃତ୍ୟୁ ହୋଇଛି। କଂସାରୀପଡ଼ାରେ…

ସତର୍କ ସଙ୍କେତ ଉପରେ ବୈତରଣୀ

ଭଦ୍ରକ,୭ା୭: ଭଦ୍ରକ ଜିଲା ଆଖୁଆପଦାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି। ତେବେ ଏହି ନଦୀର ସତର୍କ ସଙ୍କେତ ୧୭.୮୩ ମି. ହୋଇଥିବାବେଳେ…

ଆଜି ମହାପ୍ରଭୁଙ୍କ ଅଧରପଣା: ଅମୃତ ପାନ କରିବେ ଦେବାଦେବୀ-ଚଣ୍ଡୀଚାମୁଣ୍ଡା

ପୁରୀ,୭ା୭: ଆଜି ଅର୍ଥାତ୍‌ ସୋମବାର ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହି ଅଧରାମୃତ ପାନ କରିବେ ରଥରେ ଥିବା ପାଶର୍‌ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା।…

କୁପୋଲା ମଡ୍ୟୁଲରେ ଶୁଭାଂଶୁ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌, ୭ା୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ର ୭ ଝରକାବିଶିଷ୍ଚ କୁପୋଲା ମଡ୍ୟୁଲରୁ ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳାଙ୍କ କିଛି ଫଟୋ ଆସିଛି। ଭାରତ ସରକାରଙ୍କ…

ଏଇ ଭାରତରେ

ଲୋକଙ୍କ ଟାହିଟାପରା ଶୁଣି ଅନେକେ ଭାଙ୍ଗିପଡ଼ନ୍ତି, ହେଲେ ଆଉ କେତେକ ଏହାକୁ ନିଜର ସାମର୍ଥ୍ୟ କରିଦିଅନ୍ତି। ତା’ପରେ ସଫଳତା ଆପେ ଆପେ ମିଳିଯାଏ। ଠିକ୍‌ ଏମିତି କିଛି…

କୃଷି କ୍ଷେତ୍ରରେ ଆତଙ୍କବାଦ

ବର୍ତ୍ତମାନର ଦୁନିଆରେ ମଣିଷ ଜାତିର ଅନ୍ୟତମ ପ୍ରଧାନ ଶତ୍ରୁ ହେଲା ଆତଙ୍କବାଦ। ଅଧିକାଂଶସ୍ଥଳେ ଏହା ମୂଳରେ ଥାଏ ଜାତିଧର୍ମ, ରାଜନୈତିକ, ଆଦର୍ଶଗତ ତଥା ଅନ୍ୟାନ୍ୟ ବିଦ୍ୱେଷ। ୨୦୦୧…

କାବ୍ୟ ଚେତନାରେ ଅରଣ୍ୟ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ବିଶ୍ୱାସ ବା ପ୍ରତ୍ୟୟର ପ୍ରାଣକେନ୍ଦ୍ର। ଜଗନ୍ନାଥଙ୍କୁ କେନ୍ଦ୍ରକରି ଏଠି ଗଢ଼ି ଉଠିଛି ନୂତନ ଦର୍ଶନ, ଚିନ୍ତାଧାରା, ସଂସ୍କୃତି ଓ କିମ୍ବଦନ୍ତୀ ଇତ୍ୟାଦି। କେଉଁ…

‘ସରକାରୀ’, ‘ବେସରକାରୀ’ ତଥ୍ୟ

ଜାପାନକୁ ଅତିକ୍ରମ କରି ଭାରତ ବିଶ୍ୱର ୪ର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଗତ ମେ’ ୨୪ ତାରିଖରେ ନୀତି ଆୟୋଗର ୧୦ମ ଗଭର୍ନିଂ କାଉନସିଲ…