ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଜିଲାପାଳଙ୍କୁ ଫେରାଦ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ…

‘ଦମ ଅଛି ତ ଏଠିକି ଆସ…,’ ପାକିସ୍ତାନ ମନ୍ତ୍ରୀଙ୍କ ବୟାନ ଉପରେ କଡ଼ା ଜବାବ ରଖିଲା ଭାଜପା

ନୂଆଦିଲ୍ଲୀ,୨୯।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତିରେ…

ଆର୍‌ଡି ରାସ୍ତାରେ ଟୋଲ୍‌ପ୍ଲାଜା ନିର୍ମାଣକୁ ବିରୋଧ: ଆନ୍ଦୋଳନ ପାଇଁ ସଂଗଠିତ ଅଞ୍ଚଳବାସୀ

ବରଗଡ଼,୨୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଟୋଲପ୍ଲାଜା ନିକଟରେ ରହିଥିବା ବାଇପାସ୍‌ ଆର୍‌ଡି ରାସ୍ତାରେ ପୁଣି ଏକ ଟୋଲପ୍ଲାଜା ନିର୍ମାଣ ଯୋଜନା ଚାଲିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ…

ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି କେତେବେଳେ…

୨ ତାରିଖ ଯାଏ ତାଣ୍ଡବ ରଚିବ କାଳବୈଶାଖୀ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୯।୪: କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଏପରିକି ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର…

ପାକିସ୍ତାନର ମୁଖା ଖୋଲିଲା ଭାରତ! କହିଲା ଆତଙ୍କବାଦକୁ ପାଳୁଥିବା ଦୁଷ୍ଟ ଦେଶ

ନୂଆଦିଲ୍ଲୀ,୨୯।୪: ଜାତିସଂଘରେ ଭାରତର ଉପ-ସ୍ଥାୟୀ ପ୍ରତିନିଧି (ଡିପିଆର) ଯୋଜନା ପଟେଲ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଥିଲେ ଯେ ପାକିସ୍ତାନ ଏକ ‘ଦୁଷ୍ଟ ଦେଶ’ ଯାହା…

Pahalgam Attackକୁ ନେଇ ଆସିଲା ବଡ଼ ତଥ୍ୟ, ପାକିସ୍ତାନୀ ସେନା ସହ ରହିଛି ଆତଙ୍କବାଦୀଙ୍କ ସମ୍ପର୍କ

ନୂଆଦିଲ୍ଲୀ/ଇସଲାମାବାଦ,୨୯।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଜାରି ରହିଛି। Pahalgam Attack ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଶୀର୍ଷରେ…

ଯୁବକଙ୍କୁ ନୃଶଂସ ହତ୍ୟା: ରାସ୍ତାକଡ଼ରୁ ମୃତଦେହ ଜବତ

ଚିକିଟି/ଦିଗପହଣ୍ଡି,୨୯।୪(ପ୍ରକାଶ ଚନ୍ଦ୍ର ସାହୁ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ରାମପୁର ଗାଁ ନିକଟରେ ଘଟିଛି ବିଭତ୍ସ ହତ୍ୟା। ଜଣେ ଯୁବକଙ୍କୁ ଗଳାକାଟି…

ଠକିଦେଲେ ଠିକାଦାର: ଜିଲାପାଳଙ୍କ ନିକଟରେ ଫେରାଦ ହେଲେ କ୍ଷତିଗ୍ରସ୍ତ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା

ଦେବଗଡ,୨୯।୪(ଶଶାଙ୍କ ଶେଖର ଝାଙ୍କର): ଠିକାଦାରଙ୍କ ଠକାମିର ଶିକାର ହୋଇ ଏବେ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି କ୍ଷତିଗ୍ରସ୍ତ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା । ଏଭଳି ଏକ…

ପାନୀୟଜଳ ସମସ୍ୟା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଦେବଗଡ଼,୨୯।୪,(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ଝରାଗୋଗୁଆ ଗ୍ରାମପଞ୍ଚାୟତ ଫୁଲପଥରଖୋଳ ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ନିମନ୍ତେ ଗ୍ରାମବାସୀ ଦେବଗଡ଼ ଜିଲାପାଳଙ୍କ ନିକଟରେ…