ଗୋଆ ଦ୍ୱିତୀୟ ଥର ଚାମ୍ପିୟନ

ଭୁବନେଶ୍ୱର,୪ା୫(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ବୋର୍ଜା ହେରେରା ଗୋଞ୍ଜାଲେଜଙ୍କ ଡବଲ ଗୋଲ ବଳରେ ଏଫ୍‌ସି ଗୋଆ ୩-୦…

ଖରାରେ ଶ୍ରମିକଙ୍କ ସହ ମାଟି ଖୋଳିଲେ ବିଡିଓ

ପାଟଣା,୪ା୫(ବୀର କିଶୋର ଦାଶ): ପ୍ରାୟତଃ ଅଫିସରମାନେ ତୃଣମୂଳସ୍ତରକୁ ଯାଆନ୍ତିନାହିଁ। କାର୍ଯ୍ୟାଳୟରେ ଶୀତତାପ ନିୟନ୍ତ୍ରଣ କୋଠରିରେ ବସି କାର୍ଯ୍ୟର ସମୀକ୍ଷା କରୁଥିବା ଅଭିଯୋଗ ହୋଇଥାଏ। ମାତ୍ର କେନ୍ଦୁଝର ଜିଲା…

ଛେଳି ଚରାଉଥିଲେ ହଠାତ ମାରିଲା ବଜ୍ରପାତ: ମାଲିକଙ୍କ ଆଖି ଆଗରେ ଟଳିପଡିଲେ ଗୋଟିଏ ପରେ ଗୋଟିଏ ଛେଳି, ଶେଷରେ…

ମୋହନା,୪।୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗାଁ ରେ ଶନିବାର ବଜ୍ରପାତ ହୋଇ ୧୨ ଛେଳିଙ୍କ ମୃତ୍ୟୁ ହୋଇଛି। ତେବେ ଛେଳି ଚରାଳି…

ଫସିଲେ ସୋନୁ ନିଗମ

ବେଙ୍ଗାଲୁରୁ:ଲୋକପ୍ରିୟ ସିଙ୍ଗର ସୋନୁ ନିଗମ ବେଙ୍ଗାଲୁରୁରେ ନିଜର ଏକ କନସର୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି କନସର୍ଟରେ କନ୍ନଡ଼ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ…

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ

ନୂଆଦିଲ୍ଲୀ,୪ା୫: ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଘଟଣାକୁ ଲୁଚାଇ ରଖିଥିତ୍ବା ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ମୁନିର ଅହମଦଙ୍କୁ ଶନିବାର ଚାକିରିରୁ ବହିଷ୍କାର କରାଯାଇଛି। ଭିଜା ବୈଧତା ଶେଷ ହେବା…

World Laughter Day 2025: ବିଶ୍ୱ ହସ ଦିବସ; ୧୫ ମିନିଟ୍‌ ହସ ଦହନ କରିଥାଏ ୪୦ କ୍ୟାଲୋରି, ଜାଣନ୍ତୁ…

୧୯୯୮ ମେ’ ୧୦ରେ ମୁମ୍ବାଇଠାରେ ଡା. ମଦନ କାଟାରିଆଙ୍କ ତତ୍ତ୍ୱାବଧାନରେ ପ୍ରଥମେ ବିଶ୍ୱ ହସ ଦିବସ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ମେ’ ପ୍ରଥମ ରବିବାରକୁ ଏହି…

ବଦଳିଲା ସିବିଏସ୍‌ଇ ବୋର୍ଡ ପରୀକ୍ଷାଫଳ ପୁନଃମୂଲ୍ୟାୟନ ପ୍ରକ୍ରିୟା

ଭୁବନେଶ୍ୱର,୪ା୫(ଅନୁରାଧା ମହାରଣା): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଖାତା ପୁନଃମୂଲ୍ୟାୟନ ପ୍ରକ୍ରିୟାରେ କେତେକ ପରିବର୍ତ୍ତନ ଆଣିଛି। ପରୀକ୍ଷାଫଳ ପ୍ରକାଶ…

ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକିସ୍ତାନ

ଇସଲାମାବାଦ,୪।୫: ପହଲଗାମ୍‌ ଆକ୍ରମଣ ପରେ ସୀମାରେ ଉତ୍ତେଜନା ବଢ଼ିଥିବାବେଳେ ପାକିସ୍ତାନ ୪୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷା କରିଥିବା ଦାବି…

ବିନୋଦ କାମ୍ବଲି-ପୃଥ୍ବୀ ଶ’ଙ୍କ ଭଳି ନ ହୋଇ ଯାଆନ୍ତୁ ବୈଭବ ସୂର୍ଯ୍ୟବଂଶୀ, BCCIକୁ ଚେତାଇଲେ…

ନୂଆଦିଲ୍ଲୀ,୩।୫: ବିହାରର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ନିଜର ବ୍ୟାଟିଂ ଯୋଗୁ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେ ସମ୍ପ୍ରତି ଆଇପିଏଲ୍‌ରେ…

ସ୍ବଦେଶୀ କ୍ରୀଡ଼ାକୁ ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁମ୍ବାଇ,୩ା୫: ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଆୟୋଜିତ ଓ୍ବାଲର୍‌ଡ ଅଡିଓ ଭିଜୁଆଲ ଓ ଏଣ୍ଟରଟେନମେଣ୍ଟ ସମିଟ୍‌ (ଓ୍ବେବ୍ସ) ୨୦୨୫ରେ ଶନିବାର ‘ସ୍ବଦେଶୀ କ୍ରୀଡ଼ା-ଭାରତରୁ ବିଶ୍ୱସ୍ତର’ ଶୀର୍ଷକ ଉପରେ ଆଲୋଚନା…