ବଲାଙ୍ଗୀର ଜିଲା ବିଜେଡି ସଭାପତି ହେଲେ ସରୋଜ ମେହେର, କହିଲେ…

ବଲାଙ୍ଗୀର/ପାଟଣାଗଡ,୫।୫:(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ବିଜେଡି ଜିଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ସରୋଜଙ୍କ ଉପରେ ଆସ୍ଥା…

ମାଟ୍ରିକ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର,୫ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ବରଗାଁ ଚକ୍ରପାଣିଦୋରା ହାଇସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଉସବ ସୋମବାର ପ୍ରଧାନଶିକ୍ଷକ ବଡ଼କୃଷ୍ଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।…

ବିଜେଡିର ୧୫ ଉପସଭାପତିଙ୍କ ନାଁ ଘୋଷଣା: ଦେବୀ, ପ୍ରତାପଙ୍କୁ ବଡ଼ ଦାୟିତ୍ୱ 

ଭୁବନେଶ୍ୱର,୫।୫: ବିଜେଡି ୬ ଜିଲା ସଭାପତି ପରେ  ୧୫ ଉପସଭାପତିଙ୍କ ନାଁ ଘୋଷଣା କରିଛି। ଦେବୀ  ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ଦେଇଥିବା ବେଳେ  ଏହି…

Blackout Exercise କ’ଣ? ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ କାହିଁକି ଏହା କରୁଛନ୍ତି ଭାରତୀୟ ସେନା, ଯୁଦ୍ଧ ହେଲେ…

ନୂଆଦିଲ୍ଲୀ,୫।୫: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛିି। ଏପରି ସମୟରେ ପଞ୍ଜାବରେ ଫିରୋଜପୁର କ୍ୟାଣ୍ଟ ବୋର୍ଡ ମେ’…

ଛେଚିଲା କୁଆପଥର ବର୍ଷା: ଡ୍ରେନ୍‌ ପାଣି ସହ ମିଶି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହେଲା ଭର୍ତ୍ତି

ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ସୋମବାର ଅପରାହ୍ନରେ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ପ୍ରାୟ ୧ ଘଣ୍ଟା ଧରି ଏହି ବର୍ଷା ଲାଗିରହିଥିବା ବେଳେ…

ରାଶିଫଳ: ମଙ୍ଗଳବାର, ମେ ୬ ତାରିଖ – Daily Horoscope

ମେଷ ଆପଣଙ୍କ ଦୈହିକ ଓ ଆମତ୍ବଳଯୁକ୍ତ କାରଣରୁ ପାରିବାରିକ, ପରିବହନ, ନିର୍ମାଣକାର୍ଯ୍ୟ ଭଲରେ ଚାଲିବ। ଆନୁଷ୍ଠାନିକ ଆଲୋଚନାରେ ସଫଳତା ଲାଭ କରିବାରେ ଅସୁବିଧା ହେବନାହିଁ। ଆମତ୍ୀୟଙ୍କ ଆରୋଗ୍ୟ…

ବସ୍‌କୁ ଧକ୍କା ଦେଲା ଟ୍ରକ୍‌,୨୦ରୁ ଊର୍ଦ୍ଧ୍ୱ ଆହତ

ଦେବଗଡ଼,୫ା୫(ଶଶାଙ୍କ ଶେଖର ଝାଙ୍କର): ଏନ୍‌ଏଚ୍‌ ୪୯ ନୂଆଭୂଇଁ ନିକଟରେ ସୋମବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦେବଗଡ଼ରୁ କୁଚିଣ୍ଡା ଯାଉଥିବା ‘ହୋତା’ ନାମକ ଏକ ଯାତ୍ରୀବାହୀ…

ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ: ସମସ୍ତଙ୍କ ସହଯୋଗରେ ହେବ ୧ ନମ୍ବର ଶିକ୍ଷା ବ୍ଲକ

କର୍ଲାମୁଣ୍ଡା:୫।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ସୋମବାର ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ…

ମିଳିତ ନିର୍ମାଣର ସଫଳ ସ୍ମୃତିଚିହ୍ନକୁ ଶହେ ଜଣ ସାଇତି ରଖିଥିଲେ

କଳସ ସ୍ଥାପନ ପୂର୍ବରୁ ଶାସ୍ତ୍ରୀୟ ବିଧିରେ ଶାନ୍ତିହୋମ ହୋଇଥିଲା। ପଞ୍ଚାମୃତ ପ୍ରସ୍ତୁତ ହୋଇ ସଂସ୍କାର କରାଯାଇଥିଲା। କଳସ ସହିତ ‘ପଦ୍ମଧ୍ୱଜ’ ମଧ୍ୟ ସମାନ ଭାବରେ ଏକାଠି ସଂସ୍କାରିତ…

ବିଜେଡିର ବରିଷ୍ଠଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ବଣ୍ଟନ…

ଭୁବନେଶ୍ୱର,୫ା୫: ବିଜେଡିର ବରିଷ୍ଠ ନେତାଙ୍କୁ ସୋମବାର ବିଜେଡି ପକ୍ଷରୁ ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି। ବିଭିନ୍ନ ଶାଖା/ସେଲ୍‌ ପାଇଁ ଏହି ଦାୟିତ୍ୱଗୁଡ଼ିକ ବଣ୍ଟନ କରାଯାଇଛି। ଉପସଭାପତି ଓ…