ଆପଲ୍‌ର ଭାରତୀୟ ଉତ୍ପାଦନ ସ୍ୱପ୍ନ ପାଇଁ ବିରଳ ଧାତୁ ଅଭାବ: କଟକଣା ଲଗାଇଲା ଚାଇନା

ନୂଆଦିଲ୍ଲୀ,୨୨।୭: ଆପଲ୍‌ର ଚାଇନା ବାହାରେ ଉତ୍ପାଦନ ବିସ୍ତାର କରିବାର ମହତ୍ୱାକାଂକ୍ଷୀ ଯୋଜନା ଭାରତରେ ଏକ ଗୁରୁତର ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି। ତେଲଙ୍ଗାନାର କୋଙ୍ଗାରା କାଲାନ୍‌ରେ ଥିବା ଫକ୍ସକନ୍‌ର…

ଧନଖରଙ୍କ ପରେ କିଏ? ଉପରାଷ୍ଟ୍ରପତି ଦୌଡ଼ରେ ଏହି ସବୁ ନେତାଙ୍କ ନାଁ, ସବୁଠୁ ଆଗରେ…

ନୂଆଦିଲ୍ଲୀ,୨୨।୭: ଭାରତର ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖର ଇସ୍ତଫା ଦେବା ପରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଜଗଦୀପ ଧନଖରଙ୍କ ଇସ୍ତଫା…

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୨।୭: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ। ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ମନମୋହନ…

ସୁସ୍ମିତାଙ୍କୁ ଡାଏମଣ୍ଡ୍‌ ରିଙ୍ଗ୍‌ ଦେବାକୁ ଚାହୁଁଛନ୍ତି ପୂର୍ବତନ ପ୍ରେମିକ: କିନ୍ତୁ କଣ୍ଟା ସାଜିଛି…

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ରୋହମନ ଶଲଙ୍କ ମଧ୍ୟରେ ୨୦୨୧ରୁ ବ୍ରେକଅପ ହୋଇଯାଇଛି। କିନ୍ତୁ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରି ଏବେ ବି ବହୁତ ଭଲ ଅଛି।…

କେତେ ସମ୍ପତ୍ତିର ମାଲିକ ଜଗଦୀପ ଧନଖର, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ,୨୨।୭: ଦେଶର ୧୪ତମ ଉପରାଷ୍ଟ୍ରପତି ଜଗଦୀପ ଧନଖର ୨୧ ଜୁଲାଇରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ସ୍ବାସ୍ଥ୍ୟ ସମସ୍ୟାକୁ ତାଙ୍କ ଇସ୍ତଫାର କାରଣ ବୋଲି ଦର୍ଶାଇ…

ଧନଖର ଇସ୍ତଫା ଦେବା ସାମାନ୍ୟ କଥା ନୁହେଁ, ରାଜନୀତିରେ ଘଟିବାକୁ ଯାଉଛି ବଡ଼ ଘଟଣା, ବଡ଼ ଖୁଲାସା କରିଦେଲେ…

ନୂଆଦିଲ୍ଲୀ,୨୨।୭: ଭାରତର ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖର ଇସ୍ତଫା ଦେବା ପରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଜଗଦୀପ ଧନଖରଙ୍କ ଇସ୍ତଫା…

ଧନଖରଙ୍କ ଇସ୍ତଫା ପରେ ବିରୋଧୀଙ୍କ ପ୍ରଶ୍ନ ଉପରେ ଭାଜପା ଦେଲା ଏମିତି ଜବାବ, ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି। କଂଗ୍ରେସ ମହାସଚିବ ଜୟରାମ ରମେଶ ବୈଠକରେ ଗୃହର ନେତା ଜେପି…

ଜଗଦୀପ ଧନଖରଙ୍କ ଇସ୍ତଫା: ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ଏବଂ ରାଜ୍ୟସଭାର ଅଧ୍ୟକ୍ଷ କିଏ ହେବେ?

ନୂଆଦିଲ୍ଲୀ,୨୨।୭: ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି, ଏବଂ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି। ତେବେ, ବର୍ତ୍ତମାନ ସୁଦ୍ଧା ଭାରତର…

ଭାରତ ବିରୋଧରେ ମହମ୍ମଦ ୟୁନୁସଙ୍କ ବଡ଼ ଷଡଯନ୍ତ୍ର: ପାକିସ୍ତାନର ବନ୍ଧୁ ସହ ମିଶି…

ଢାକା,୨୨।୭: ବାଂଲାଦେଶ ପାରମ୍ପରିକ ଭାବରେ ଚାଇନା ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ଉପରେ ନିର୍ଭରଶୀଳ ଥିଲା, କିନ୍ତୁ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିବା…

AI ଭିଡ଼ିଓ ଶେୟାର କରି ସବୁ ସୀମା ଟପିଲେ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତିଙ୍କୁ ହାତକଡ଼ି ପିନ୍ଧାଇ ତଳେ ପକାଇଦେଲେ!

ଓ୍ବାଶିଂଟନ,୨୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ତାଙ୍କ ନିଷ୍ପତ୍ତି ପାଇଁ ନୁହେଁ ବରଂ ତାଙ୍କ ବୟାନ ପାଇଁ ମଧ୍ୟ ଖବରରେ ଅଛନ୍ତି। ପୂର୍ବରୁ ଟେସଲା ମାଲିକ…