ପାକିସ୍ତାନଠୁ ହାରିବା ପରେ ଭାରତ ଉପରେ ବିଷ ଓଗାଳିଲେ ନକ୍‌ଭି, କହିଦେଲେ ଏମିତି କଥା…

ନୂଆଦିଲ୍ଲୀ,୧୭।୧୧: ରବିବାର ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଏ ଦଳ ୧୩୬…

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ: ଏହି ଦିନଠୁ ଅନଲାଇନ, ଅଫଲାଇନରେ ଟିକେଟ୍‌ ବିକ୍ରି ଆରମ୍ଭ

ଭୁବନେଶ୍ୱର,୧୭।୧୧: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଏନେଇ ସୋମବାର OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।…

‘ଡିଜିଟାଲ୍ ଗିରଫ’ ଠକେଇ: ୬ ମାସ ଘରେ ବନ୍ଦ କରି ଲୁଟିନେଲେ ୩୨ କୋଟି

ବେଙ୍ଗାଲୁରୁ,୧୭।୧୧: ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର 'ଡିଜିଟାଲ୍ ଗିରଫ' ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ…

IPL ୨୦୨୬ ନିଲାମରେ ଅନସୋଲ୍ଡ ରହିପାରନ୍ତି ଏହି ୫ ଷ୍ଟାର୍‌ ଖେଳାଳି, ଲିଷ୍ଟରେ…

ନୂଆଦିଲ୍ଲୀ,୧୭।୧୧: ସମସ୍ତ ୧୦ଟି ଦଳ IPL ୨୦୨୬ ପାଇଁ ମୋଟ ୧୭୩ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛନ୍ତି। ସମସ୍ତଙ୍କ ନଜର ଏବେ ନିଲାମ ଉପରେ ରହିବ, ଯାହା…

ଏୟାର ଇଣ୍ଡିଆର ବଡ଼ ଘୋଷଣା: ଦିଲ୍ଲୀରୁ ଚାଇନାକୁ ନନ୍‌ଷ୍ଟପ୍‌ ବିମାନ ସେବା

ନୂଆଦିଲ୍ଲୀ,୧୭ା୧୧: ଏୟାର ଇଣ୍ଡିଆ ୧ ଫେବୃଆରୀ ୨୦୨୬ରୁ ଦିଲ୍ଲୀ ଏବଂ ଚାଇନାର ସାଂଘାଇ ମଧ୍ୟରେ ନନ୍‌ଷ୍ଟପ ବିମାନ ସେବା ପୁନଃ ଆରମ୍ଭ କରିବ। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ…

ନୂଆପଡ଼ା ଫଳାଫଳ ପରେ ମୁହିଁ ଖୋଲିଲେ ବିଜେଡି ନେତା ସମ୍ବିତ: କ’ଣ ପାଇଁ ତୃତୀୟ ସ୍ଥାନକୁ ଆସିଲୁ…

ଭୁବନେଶ୍ୱର,୧୭।୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ସୋମବାର ମୁହଁ ଖୋଲିଛନ୍ତି। ବିଜେଡିର ଉପନିର୍ବାଚନ ପରିଚାଳନାକୁ ନେଇ ସମ୍ବିତ ନାପସନ୍ଦ କରିଛନ୍ତି। ଏପରିକି…

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୮ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବ। ଆକସ୍ମିକ ଭାବେ ଜଣେ ବନ୍ଧୁ ଆସିବେ, କିନ୍ତୁ ଫେରିବା ସମୟକୁ ମନଦୁଃଖକରି…

ପୁଅ ଅବଦୁଲ୍ଲା ଆଜମଙ୍କ ସହ ପୁଣି ଜେଲ ଯିବେ ଆଜମ ଖାନ , ଏହି ମାମଲାରେ କୋର୍ଟ ଶୁଣାଇଲେ ୭ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ,୧୭।୧୧: ପୂର୍ବତନ ଏସପି ବିଧାୟକ ଅବଦୁଲ୍ଲା ଆଜମଙ୍କ ସହ ଜଡିତ ଦୁଇଟି ପାନ କାର୍ଡ ମାମଲାରେ ସୋମବାର (୧୭ ନଭେମ୍ବର) କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଏମପି-ଏମଏଲଏ…

ଖେଳୁଖେଳୁ ପୋଖରୀରେ ପଡ଼ିଗଲେ ୨ ଶିଶୁ, ଚାଲିଗଲା ଦୁଇ ଜୀବନ

ତିହିଡ଼ି,୧୭ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ଜାଫରାବାଦ ଗ୍ରାମସ୍ଥିତ ଏକ ପୋଖରୀରେ ପଡ଼ି ସୋମବାର ମଧ୍ୟାହ୍ନରେ ୨ଶିଶୁଙ୍କ ମୃତ୍ୟୁ…

ନୀତୀଶ କୁମାରଙ୍କ ନୂତନ ସରକାରରେ ଏନଡିଏରୁ କିଏ ହେବେ ମନ୍ତ୍ରୀ? ଏହିି ନାଁ ଉପରେ…

ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ହାସଲ କରିଛି। ଏବେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ସୋମବାର (୧୭…