ଗଭୀର ସମୁଦ୍ରରେ ୪ ମତ୍ସ୍ୟଜୀବୀ ନିଖୋଜ,୨ ରାଜ୍ୟର ୨୪ ଘଣ୍ଟିଆ ତଲାସୀ ଜାରି

ଭୋଗରାଇ, ୩ ।୮ ( ପ୍ରଦୀପ ଦାସ ): ଗାଙ୍ଗେୟ ସମତଳ ଅଞ୍ଚଳରେ ଘୂର୍ଣ୍ଣବଳୟ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଏଭଳି ସ୍ଥିତିରେ ବାଲେଶ୍ୱରଜିଲା ବାଲିଆପାଳ…

ବାସହୀନଙ୍କୁ ମିଳିଥିବା ଘରଡିହ ଉପରେ ହେଲିପ୍ୟାଡ ର୍ନିମାଣକୁ ବିରୋଧ….

ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିରେ ବସବାସ କରୁଥିବା ବାସହୀନ ପରିବାରଙ୍କୁ ପୂର୍ବ ସରକାରଙ୍କ ସମୟରେ ମିଳିଥିବା ଘରଡିହ ଉପରେ ବର୍ତ୍ତମାନର ଡବଲ ଇଞ୍ଜିନ ଭାଜପା ସରକାର…

କିଏ ହେବେ ଉପରାଷ୍ଟ୍ରପତି? ଶଶି ଥରୁରଙ୍କ ଜବାବରେ କଂଗ୍ରେସକୁ ଲାଗିଲା ଝଟକା

ନୂଆଦିଲ୍ଲୀ,୩।୮: ଜଗଦୀପ ଧନକର ନିକଟରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ଏବେ ୯ ସେପ୍ଟେମ୍ବରରେ ଦେଶରେ ନୂଆ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସୂଚନା…

ଶହୀଦ ସପ୍ତାହରେ ରେଲଓ୍ବେ ଟ୍ରାକ୍‌ ଉଡ଼ାଇଲେ ମାଓବାଦୀ

ଟେନସା,୩ା୮(ସମୀର କୁମାର ପାଢ଼ୀ): ଶହୀଦ ସପ୍ତାହରେ ପୁଣି ହିଂସ୍ର ହୋଇଛନ୍ତି ମାଓବାଦୀ। ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ବିମଳାଗଡ଼ ସେକ୍ସନ…

ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଗଲା କୁକୁର ଅଇଁଠା! ୭୮ ପିଲାଙ୍କୁ ଦିଆଗଲା ଆଣ୍ଟି ରାବିଜ ଇଞ୍ଜେକ୍ସନ

ରାଞ୍ଚି,୩।୮: ଛତିଶଗଡ଼ର ବାଲୋଦାବଜାର ଜିଲାର ଏକ ସରକାରୀ ସ୍କୁଲର ପିଲାମାନଙ୍କୁ କୁକୁରର ବଳକା ଖାଦ୍ୟ ଖାଇବାକୁ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ପାଲାରି ବ୍ଲକର ଲଛନପୁର…

ବଳଙ୍ଗାରେ ହଲଚଲ: ପୀଡିତାଙ୍କ ଘରେ ତାଲା! ଜଣାପଡିଲା…

ଭୁବନେଶ୍ୱର,୩।୮: ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା। ନାବାଳିକା ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ପରେ ବଳଙ୍ଗା ଗାଁରେ ଶୋକ…

ବିବାହର ଦେଢ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ପରିଣିତି ? ଦେଲେ ଏମିତି ସଙ୍କେତ

ମୁମ୍ବଇ,୩।୮: ପରିଣିତି ଚୋପ୍ରା ନିକଟରେ ସ୍ବାମୀ ରାଘବ ଚଡ୍ଡାଙ୍କ ସହ କପିଲ ଶର୍ମାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ଉଭୟେ…

୨୪ ଘଣ୍ଟାରେ ୨ଥର ଭୂକମ୍ପ, ଭୟରେ ରାତିସାରା ବାହାରେ ରହିଲେ ଲୋକେ

ଇସଲାମାବାଦ,୩।୮: ପାକିସ୍ତାନର ଅନେକ ସ୍ଥାନରେ ରବିବାର (ଅଗଷ୍ଟ ୩, ୨୦୨୫) ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ପାକିସ୍ତାନର ଜାତୀୟ ଭୂକମ୍ପ ମନିଟରିଂ ସେଣ୍ଟର (NSMC) ଅନୁଯାୟୀ,…

କେନାଲକୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ଚାଲିଗଲା ୧୧ ଜୀବନ

ଲକ୍ଷ୍ନୌ,୩ା୮: ଉତ୍ତରପ୍ରଦେଶ ଗୋଣ୍ଡାର ଇଟିଆ ଥୋକ୍‌ ଥାନା ଅନ୍ତର୍ଗତ ଏକ କେନାଲରେ ରବିବାର ତୀର୍ଥଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଗାଡ଼ିରେ…

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଉପସଭାପତି ଗିରଫ

ଭୁବନେଶ୍ୱର,୩।୮: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। କାଲି ଅଫିସ୍‌କୁ ଡାକି ନିହାରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା।…