ଓଡ଼ିଶା ହେବ ଶିଳ୍ପର କ୍ୟାପିଟାଲ ହବ୍‌: ମୁଖ୍ୟମନ୍ତ୍ରୀ 

ଖୋର୍ଦ୍ଧା/ନିରାକାରପୁର,୩ା୪(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରାଜ୍ୟର ବିକାଶରେ ସର୍ବାଧିକ ଗୁରୁତ୍ୱବହନ କରିବ। ଜିଲାରେ ୬ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଛି। ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ…

ଓ୍ବକଫ ବିଲକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ, କହିଲେ ଜିନ୍ନା ବି ମୁସଲମାନଙ୍କ ଏତେ….

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ୱକଫ ବିଲ ଉପରେ ଶିବସେନା ୟୁବିଟି ଏମପି ସଞ୍ଜୟ ରାଉତ ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି…

ମର୍ମନ୍ତୁଦ ଦୁର୍ଘଟଣା: କୂଅରେ ପଡ଼ି ଚାଲିଗଲା ୮ ଜୀବନ

ଭୋପାଳ,୩।୪: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାର କୋଣ୍ଡାଭାଟ ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଗଙ୍ଗୌର ମାତାଙ୍କ ବିସର୍ଜନ ପାଇଁ କୂଅ ସଫା କରିବାକୁ ଯାଇଥିବା ୮…

Waqf Bill: ସଂସଦରେ ମଞ୍ଜୁରୀ ପରେ ଓ୍ବକଫକୁ ନେଇ ଭାଜପାର କ’ଣ ରହିଛି ନୂଆ ପ୍ଲାନ ଜାଣନ୍ତୁ…

ନୂଆଦିଲ୍ଲୀ,୩।୪: ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ ହେବା ପରେ, ରାଜନୈତିକ ମହଲରେ ଏହି ପ୍ରସଙ୍ଗ ଉଷ୍ମ ହେବାର ସ୍ପଷ୍ଟ ସଙ୍କେତ ମିଳିଛି। ମୁସଲିମ ଭୋଟର ରାଜନୀତି…

ଶୁଶ୍ୱରଙ୍କ ଗଳାକାଟି ଜ୍ୱାଇଁ ଫେରାର

ଆସିକା,୩ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗୁଡିସର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଶ୍ୱଶୁର ଘରକୁ ଆସି ଜ୍ୱାଇଁ ଧାରୁଆ…

ଆକ୍ରମଣ ମାମଲା: ଜେଲ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗମ୍ଭାରୀଗୁଡ଼ା ଗ୍ରାମର ରୁଦ୍ର ଜେନାଙ୍କୁ ଗତ ରବିବାର ସନ୍ଧ୍ୟାରେ କଙ୍କୋରଡ଼ା ଗ୍ରାମରେ ବେଆଇନ ଭାବେ ମଦ ବ୍ୟବସାୟ…

BIMSTEC ମଞ୍ଚରେ ଏକାଠି ନଜର ଆସିଲେ ମୋଦି-ୟୁନୁସ, ହେଲେ ଚେହେରା କହୁଛି କିଛିତ…

ବ୍ୟାଙ୍କକ,୩।୪: ବିମଷ୍ଟେକ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏକାଠି ବସିଥିଲେ। ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।…

ପିସିବି ମୁଖ୍ୟ ମହସିନ ନକ୍‌ଭୀଙ୍କୁ ମିଳିଲା ଗୁରୁଦାୟିତ୍ୱ

ଦୁବାଇ,୩ା୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକ୍‌ଭୀ ଗୁରୁବାର ଏସିଆନ କ୍ରିକେଟ ପରିଷଦ(ଏସିସି)ର ନୂଆ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଶ୍ରୀଲଙ୍କା…

ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ, ବରିଷ୍ଠ ନେତା କହିଲେ ନିଜ ଅନ୍ତରାତ୍ମାର କଥା ଶୁଣ

ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର…

ତାଣ୍ତବ ରଚିଲା କାଳବୈଶାଖୀ: ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଛିଣ୍ଡିଲା ତାର

କେନ୍ଦୁଝର,୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ତାଣ୍ତବ ରଚିଛି କାଳବୈଶାଖୀ। କାଳବୈଶାଖି ପ୍ରଭାବରେ ଅପରାହ୍ନରେ ଅଞ୍ଚଳରେ ଝଡ଼ ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି।…