ଲୋନ୍‌ ନ ଶୁଝିପାରିବାରୁ କଟିଗଲା ପେନଶନ, ଏବେ ଦେବାକୁ ପଡିବ ୫ ଲକ୍ଷ ଟଙ୍କା

କଟକ,୧୮।୧୧: କ’ଣ ବ୍ୟାଙ୍କ ଇଚ୍ଛାନୁସାରେ କାହାର ଆକାଉଣ୍ଟରୁ ଟଙ୍କା କାଟିପାରିବ? ବିଶେଷକରି ଯଦି ସେହି ଆକାଉଣ୍ଟରେ ପେନସନ ଟଙ୍କା ଜମା ଥାଏ? ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ…

ଦୁଗ୍ଧ ଚାଷୀ ହେବେ ମାଲାମାଲ୍‌: ମିଳିଲା ଗୁରୁମନ୍ତ୍ର

କେସିଙ୍ଗା, ୧୮/୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ଆବାହକ ତଥା କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ…

ଏତେ ସମ୍ପତ୍ତିର ମାଲିକାଣୀ ଶେଖ ହାସିନା, ଜାଣିଲେ ସହଜରେ ବିଶ୍ୱାସ କରିବେନି

ଢାକା,୧୮।୧୧: ସୋମବାର ବାଂଲାଦେଶର ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି, ଯାହା କେବଳ ଢାକା ନୁହେଁ ବରଂ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। କ୍ଷମତାର…

୨୦ରେ ଶପଥ ନେବେ ନୀତୀଶ

ପାଟଣା,୧୮।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ୨୦୨ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିବା ବେଳେ ୨୦ତାରିଖରେ ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ…

ରାଶିଫଳ: ବୁଧବାର, ନଭେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ମୀନ ରାଶିସ୍ଥ ଶନି ହେତୁ ସତ୍‌କର୍ମରେ ଅର୍ଥର ବିନିଯୋଗ କରାଇବ। ସ୍ଥଗିତ ରହିଯାଇଥିବା କାମ ହାସଲର ଅନୁକୂଳ ସୂଚନା ପାଇ ମନ…

ରାଜ୍ୟ ସଭା ପାଇଁ କସରତ ଆରମ୍ଭ: ଭାଜପା ନେତା କହିଦେଲେ….

ଭୁବନେଶ୍ୱର,୧୮।୧୧: ନୂଆପଡ଼ା ପରେ ଭାଜପାର ରାଜ୍ୟ ସଭା ମିଶନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ନେଇ ଏମ୍‌ପି ସୁଜିତ…

କମାଲ୍‌ କଲେ ସେହ୍ବାଗଙ୍କ ପୁଅ: ବାପାଙ୍କ ଭଳି କରିଦେଲେ….

ନୂଆଦିଲ୍ଲୀ,୧୮।୧୧: କ୍ରିକେଟରେ ବହୁତ କମ ପିତା-ପୁତ୍ର ଯୋଡ଼ି ଅଛନ୍ତି, ଯେଉଁମାନେ ଅନ୍ତର୍ଜାତୀୟ କ୍ରିକେଟରେ ଏକ ଗୁରୁତ୍ୱପୂର୍ଣ୍ଣ ଛାପ ସୃଷ୍ଟି କରିଛନ୍ତି। ହୁଏତ ଏପରି କୌଣସି ସ୍ଥାନରେ ନାହିଁ…

ଆମ୍ବୁଲାନ୍ସରେ ଭୟଙ୍କର ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ

ଅହମଦାବାଦ,୧୮।୧୧: ଗୁଜରାଟରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଭୋରରେ ଗୁଜରାଟର ଆରଭାଲ୍ଲୀ ଜିଲା ମୋଦାସା ସହର ନିକଟରେ ଏକ ଆମ୍ବୁଲାନ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ…

ଜିଲାପାଳଙ୍କୁ ଏହି ୯ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୧: ମଙ୍ଗଳବାର ଅନୁଷ୍ଠିତ ଜିଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି। ଦୁର୍ନୀତି ହଟାଇ ସଚ୍ଚୋଟ ଏବଂ ସାଧୁତା ପାଇଁ…

ଆସିଥିଲେ ଦାରିଙ୍ଗବାଡିକୁ ବୁଲି: ବୋଲେରୋରେ ଲାଗିଗଲା ନିଆଁ, ଆଉ ତା’ପରେ…

ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଏକ ବୋଲେରୋ ଗାଡି ଇଞ୍ଜିନରେ ନିଆଁ ଲାଗିଯାଇଛି। ଖବରପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର…