ରୁଷିଆରେ ଥାଇ ଟ୍ରମ୍ପଙ୍କ ପୋଲ୍‌ ଖୋଲିଦେଲେ ଜୟଶଙ୍କର

ମସ୍କୋ,୨୧।୮: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ, ସମ୍ପ୍ରତି ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ…

କଂଗ୍ରେସ ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ: ଶେଷରେ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୨୧।୮: ଗତ କିଛି ଦିନ ଧରି ମହିଳାମାନଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ପରେ ଯୁବ କଂଗ୍ରେସ ରାଜ୍ୟ ସଭାପତି ଏବଂ ପାଲକ୍କଡ ବିଧାୟକ ରାହୁଲ ମାମକୁଟାଥିଲ ତାଙ୍କ…

ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନଶିକ୍ଷକ ଥାନାରେ ଅଟକ

ଝାରସୁଗୁଡ଼ା,୨୧ା୮: ଝାରସୁଗୁଡ଼ା ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ବନହରପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ ପରେ ଏକ ରୁଜୁ ମାମଲା ହୋଇଥିବାବେଳେ ଆବାସିକ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ମିତ ମୁଭି ପ୍ରଥମେ ଦେଖିବେ ହାଇକୋର୍ଟ, ରାୟ ଦେବେ ଜଜ

ମୁମ୍ବାଇ,୨୧।୮: ବମ୍ବେ ହାଇକୋର୍ଟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ: ଦି ଅନଟୋଲ୍ଡ ଷ୍ଟୋରି’ ଦେଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି।…

‘ଏମପିଙ୍କଠାରୁ ଆଦାୟ କରାଯାଉ,’ ଲୋକ ସଭାରେ ୩୭ ଘଣ୍ଟା ଚର୍ଚ୍ଚାକୁ ନେଇ କାହିଁକି ଏମିତି ଦାବି ରଖିଲେ ଏମପି? ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୮: ଲୋକ ସଭାରେ ଆଲୋଚନା ପାଇଁ ୧୨୦ ଘଣ୍ଟା ସ୍ଥିର କରାଯାଇଥିଲା, କିନ୍ତୁ କେବଳ ୩୭ ଘଣ୍ଟା ଆଲୋଚନା ହୋଇପାରିଥିଲା। ଏହାର ଏକ ବଡ଼ ଅଂଶ ଅପରେଶନ…

ଏବେ ବି ଦଳରେ ରାଜ୍‌ କରୁଛନ୍ତି ପାଣ୍ଡିଆନ! ବିଜେଡି ନେତାଙ୍କ ବଡ଼ ଖୁଲାସା, ରାଜ୍ୟରେ ଚହଳ

ଭୁବନେଶ୍ୱର,୨୧।୮: ବିଜେଡିରେ ଭି କାର୍ତ୍ତିକେୟନ ପାଣ୍ଡିଆନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ। କିନ୍ତୁ ବିଜେଡି ଗତ ନିର୍ବାଚନ ହାରିବା ପରେ ପରେ ପାଣ୍ଡିଆନଙ୍କୁ…

ଆଉ ଚାଲିପାରିବନି ଟଙ୍କାର ଖେଳ! ଅନଲାଇନ ଗେମିଂ ବିଲ ରାଜ୍ୟ ସଭାରେ ଗୃହୀତ, ଗୋଟିଏ ଦିନ ପୂର୍ବରୁ ଲୋକ ସଭାରେ କରାଯାଇଥିଲା ଉପସ୍ଥାପନ

ନୂଆଦିଲ୍ଲୀ,୨୧।୮: ସଂସଦରେ ଗୁରୁବାର (୨୧ ଅଗଷ୍ଟ, ୨୦୨୫) ଅନଲାଇନ ଗେମିଂ ପ୍ରମୋସନ ଏବଂ ରେଗୁଲେସନ ବିଲ, ୨୦୨୫ ଗୃହୀତ ହୋଇଛି। କୌଣସି ବିତର୍କ ବିନା ହଟ୍ଟଗୋଳ ମଧ୍ୟରେ…

ସ୍ପେଶାଲ OTET ପୁଣି ସ୍ଥଗିତ: ଖୁବ୍‌ଶୀଘ୍ର ପ୍ରକାଶ ପାଇବ…

ଭୁବନେଶ୍ୱର,୨୧।୮: ସ୍ପେଶାଲ OTET ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ରେ ହେବାକୁ ଥିବା ଏହି ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ଥଗିତ କରାଯାଇଛି। ଅନିବାର୍ଯ୍ୟ କାରଣ…

ଇନ୍ଦ୍ରାବତୀକୁ ଜୀବଦାନ ଦେବ ବହୁମୁଖି ପର୍ଯ୍ୟଟନ କ୍ଷେତ୍ର: ପ୍ରସ୍ତୁତି ଆରମ୍ଭ

ତେନ୍ତୁଳିଖୁଣ୍ଟି,୨୧।୮(ଚିଦାନନ୍ଦ ସାହୁ):ସ୍ବାଧୀନତା ଦିବସରେ ନବରଙ୍ଗପୁର ଜିଲାକୁ ମୁଖ୍ୟ ଅତିଥି ଭାବେ ଆସିଥିବା ସମୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଇନ୍ଦ୍ରାବତୀ ଜଳଭଣ୍ଡାର…

ବୃଦ୍ଧ ବାପାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାତରେ ଫିଙ୍ଗିଦେଲେ ପୁଅ, ଦୁଇଦିନ ପରେ…

ଦେବଗଡ଼,୨୧ା୮(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଲା ଥାନା ଗୋହଡ଼ା ଜାମୁନାଳୀ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଚି। ଜଣେ ବୃଦ୍ଧ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି…