ଦୁଇଗୁଣା ହେବ ରାଉରକେଲା ଇସ୍ପାତ କାରଖାନା କ୍ଷମତା, ନିବେଶ ହେବ ୩୦,୦୦୦ କୋଟି

ଭୁବନେଶ୍ୱର,୧୯।୧୧: କେନ୍ଦ୍ର ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ବୁଧବାର ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା (RSP)ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏକ…

ସୁନ୍ଦର ପିଚାଇଙ୍କ ଚେତାବନୀ: AI କାରଣରୁ ଗୁଗଲ୍ ସମେତ କୌଣସି ଟେକ୍ କମ୍ପାନୀ ସୁରକ୍ଷିତ ନୁହଁନ୍ତି

ନୂଆଦିଲ୍ଲୀ,୧୯।୧୧: ଗୁଗଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସୁନ୍ଦର ପିଚାଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଥିବା ଅତ୍ୟଧିକ ଉତ୍ସାହ ଏବଂ ନିବେଶକୁ ନେଇ ଏକ ବଡ଼…

ମଦ ବ୍ୟବସାୟୀଙ୍କଠାରୁ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବକାରୀ ଅଧିକ୍ଷକ-ଏଏସ୍‌ଆଇ

କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମଦ ବିକ୍ରେତାଙ୍କଠାରୁ ନେଉଥିଲେ ଲାଞ୍ଚ। ମାଡ଼ି ବସିଲା ଭିଜିଲାନ୍ସ। ବୁଧବାର ଏଭଳି ଏକ ଘଟଣାକ୍ରମରେ ଓଡ଼ିଶା ଭିଜିଲାନ୍ସ ହାତରେ କେନ୍ଦୁଝର ଅବକାରୀ ଅଧୀକ୍ଷକ…

ଶେଷ ଦିନିକିଆରେ ଭାରତକୁ ୭୩ ରନରେ ହରାଇଲା ଦକ୍ଷିଣ ଆଫ୍ରିକା ‘ଏ’

ରାଜକୋଟ,୧୯।୧୧: ରାଜକୋଟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଅନଅଫିସିଆଲ୍ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା 'ଏ' ଦଳ ଭାରତ 'ଏ'କୁ ୭୩ ରନରେ ପରାସ୍ତ କରି ସାନ୍ତ୍ୱନାମୂଳକ…

WhatsApp ରେ ବଡ଼ ତ୍ରୁଟି: ଲିକ୍ ହୋଇଗଲା କୋଟି କୋଟି ଉପଭୋକ୍ତାଙ୍କ ଫୋନ୍ ନମ୍ବର, ପ୍ରାଇଭେଟ୍ ଫଟୋ

ନୂଆଦିଲ୍ଲୀ,୧୯।୧୧: ମେଟା ମାଲିକାନାରେ ଥିବା ଲୋକପ୍ରିୟ ମେସେଜିଂ ଆପ୍ ୱାଟ୍ସଆପ୍‌ରେ ଏକ ବଡ଼ ତ୍ରୁଟି ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ଫୋନ୍ ଉପଭୋକ୍ତାଙ୍କ ଫୋନ୍ ନମ୍ବର ଏବଂ…

ଦାବି ପରେ ବି ନିର୍ମାଣ ହେଉନି ରାସ୍ତା, ଗାଁକୁ ଯିବାକୁ ହେଲେ…

କେସିଙ୍ଗା,୧୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କସୃପଡ଼ା ପଞ୍ଚାୟତ ଅଧିନସ୍ଥ ସିଂହଝରଣ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ଦୀର୍ଘବର୍ଷଠାରୁ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ବହୁବାର ସ୍ଥାନୀୟ ସରପଞ୍ଚଠାରୁ ବ୍ଲକର…

ଖୁସିଖବର: କୃଷକଙ୍କ ଆକାଉଣ୍ଟକୁ ଆସିଲା ୨୦୦୦ ଟଙ୍କା! ଏଭଳି ଚେକ୍‌ କରିନିଅନ୍ତୁ ନିଜ ନାମ… 

ନୂଆଦିଲ୍ଲୀ,୧୯।୧୧: ଭାରତର କୋଟିକୋଟି କୃଷକମାନଙ୍କର ଦୀର୍ଘଦିନର ଅପେକ୍ଷା ଆଜି ଶେଷ ହୋଇଛି। ଯଦି ଆପଣ ପିଏମ କିଶାନ ଯୋଜନାର ଲାଭାର୍ଥୀ ତେବେ ତୁରନ୍ତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ…

ବାଲିମାଫିଆଙ୍କ କବ୍‌ଜାରେ ଋଷିକୂଲ୍ୟା: ପୁଣି ରାଇପୁରରେ ବେଆଇନ ବାଲିଘାଟକୁ ଗ୍ରାମବାସୀଙ୍କ ବିରୋଧ

ପୁରୁଷୋତ୍ତମପୁର,୧୯ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲିମାଫିଆମାନେ ଦିନକୁଦିନ ସକ୍ରିୟ ହୋଇଉଠିଛନ୍ତି। ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ ରୋକିବା ଲାଗି ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ…

ଇଣ୍ଟରପୋଲ୍ ସହାୟତାରେ ଭାରତରୁ ଶେଖ୍ ହାସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ପ୍ରସ୍ତୁତି

ଭୁବନେଶ୍ୱର,୧୯।୧୧: ମାନବିକତା ବିରୋଧୀ ଅପରାଧ ମାମଲାରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଏବଂ ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଆସାଦୁଜାମାନ୍ ଖାନ୍ କମଲଙ୍କୁ ଢାକା ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍…

ଚିପ୍ସ ପ୍ୟାକେଟ୍‌ରେ ଥିବା ପ୍ଲାଷ୍ଟିକ୍‌ ଖେଳନା ଖାଇ ଶିଶୁ ମୃତ୍ୟୁ ଘଟଣାର ହେବ ତଦନ୍ତ, ସ୍ବାସ୍ଥ୍ୟାଧିକାରୀ କହିଲେ…

ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମ ନିକଟ ମୂଷିମାହା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ବିଗିଲ…