କିଛି କରିପାରିଲେ ନାହିଁ ୟୁନୁସ ସରକାର: ହାସିନାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ଢାକା,୨୦।୬: ବାଲାଂଦେଶରେ ବିଦ୍ରୋହ ପରେ ପ୍ରଥମଥର ପାଇଁ, ଶେଖ ହାସିନାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ ହାସିନାଙ୍କୁ ମାମଲା ଲଢ଼ିବା ଏବଂ…

ବଢ଼ିଲା UG ନାମଲେଖା ଅବଧି, ଟଙ୍କା ଜମା କରି ନ ଥିଲେ…

ଭୁବନେଶ୍ୱର,୨୦ା୬: ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି ବଢ଼ିଛି। ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି। ତେବେ ଟଙ୍କା ଜମା…

ନୂଆ ଦୁଇ ଚକିଆ ଗାଡ଼ି ପାଇଁ ABS, ଡବଲ୍ ହେଲମେଟ୍ ବାଧ୍ୟତାମୂଳକ: ପରିବହନ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦।୬: ଭାରତରେ ରାସ୍ତା ଦୁର୍ଘଟଣା ଏବଂ ମୃତ୍ୟୁ ହାର ହ୍ରାସ କରିବା ଲକ୍ଷ୍ୟରେ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ୨୦୨୬ ଜାନୁଆରୀ…

ଦେଢ଼ ବର୍ଷ ପରେ ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର

ପାଟଣା,୨୦।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲି ବନ୍ଧ ଅଙ୍ଗନ ୱାଡି କେନ୍ଦ୍ରକୁ ଶୁକ୍ରବାର ପୂର୍ବାହ୍ନରେ ମାଜିଷ୍ଟ୍ରେଟ ଲୀଳା ବତୀ ନାୟକଙ୍କ ଉପସ୍ଥିତିରେ…

ମହିଳା ସୁରକ୍ଷା ନେଇ ଜିଲା ଓକିଲ ସଂଘର ଏସ୍‌ପିଙ୍କୁ ଦାବିପତ୍ର

କେନ୍ଦୁଝର,୨୦ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ଆଇନଶୃଙ୍ଖଳା ସୁଧାରିବା ପାଇଁ ଜିଲା ଓକିଲ ସଂଘ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର ଦିଆଯାଇଛି। ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତଙ୍କ…

ପାକିସ୍ତାନକୁ J-35 ଷ୍ଟେଲଥ ଜେଟ୍ ଦେବ ଚାଇନା, ଭାରତର ପଞ୍ଚମ ପିଢ଼ି ଲଢୁଆ ବିମାନ ଦଶନ୍ଧି ଦୂର: ଭାରତୀୟ ବାୟୁସେନାରେ ଚିନ୍ତା

ନୂଆଦିଲ୍ଲୀ,୨୦।୬: ପାକିସ୍ତାନ ଚାଇନାରୁ ୪୦ଟି J-35A ପଞ୍ଚମ ପିଢ଼ି ଷ୍ଟେଲଥ ଲଢୁଆ ଜେଟ୍ କିଣିବା ପାଇଁ ଯୋଜନା କରୁଥିବା ଖବର ଦକ୍ଷିଣ ଏସିଆରେ ଶକ୍ତି ସନ୍ତୁଳନକୁ ନେଇ…

ଇରାନ-ଇସ୍ରାଏଲ ଯୁଦ୍ଧକୁ ଡେଇଁଲେ କିମ ଜୋଙ୍ଗ ଉନ: ଟ୍ରମ୍ପ-ନେତାନ୍ୟହୁଙ୍କୁ ଦେଲେ ଦେଲେ ଧମକ

ଜେରୁଜେଲମ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ମଧ୍ୟପ୍ରାଚ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ରହିଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ…

ଉଡିବା ପୂର୍ବରୁ ସ୍ଥିର ହୋଇଥିଲା AI-171ହେବ କ୍ରାଶ! ଉଡାଣ ପରେ ତୁରନ୍ତ ବନ୍ଦ ହୋଇଥିଲା ପାଓ୍ବାର ସପ୍ଲାଇ

ନୂଆଦିଲ୍ଲୀ,୨୦।୬: ୧୨ ଜୁନରେ ଏୟାର ଇଣ୍ଡିଆର ବିମାନ AI-171 ଅହମଦାବାଦରୁ ଲଣ୍ଡନ ଗାଟୱିକ ଅଭିମୁଖେ ଯାତ୍ରା କରିଥିଲା। ଏହି ଉଡ଼ାଣ ସ୍ବାଭାବିକ ମନେ ହେଉଥିଲା କିନ୍ତୁ ଉଡ଼ାଣ…

ପାକିସ୍ତାନର ଚିନ୍ତା ବଢାଇଲା କଙ୍ଗୋ ଭାଇରସ, ୩ ଜଣଙ୍କ ମୃତ୍ୟୁ ପରେ ଲୋକେ ଭୟଭୀତ

ଇସଲାମାବାଦ,୨୦।୬: ପାକିସ୍ତାନରେ ଏକ ବିପଦପୂର୍ଣ୍ଣ ଭାଇରସ ପ୍ରବେଶ କରିଛି ଏବଂ ଏହି ଭାଇରସ ଯୋଗୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଦୁଇଜଣ…

ପରିଣତ ବୟସରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ ୯୩ ବର୍ଷୀୟ ବୃଦ୍ଧ, ମଙ୍ଗଳସୂତ୍ର ପିନ୍ଧାଇବାବେଳେ ହେଲେ ଭାବପ୍ରବଣ, ଭିଡିଓ ଦେଖିଲେ…

କହାଯାଏ, ପ୍ରେମର କୌଣସି ବୟସ ନାହିଁ। ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ରହୁଥିବା ଏକ ବୃଦ୍ଧ ଦମ୍ପତି । ସୋସିଆଲ ମିଡିଆରେଭାଇରାଲ…