ପଦ୍ମଶ୍ରୀରେ ସମ୍ମାନୀତ କାର୍ତ୍ତିକ ମହାରାଜଙ୍କ ନାଁରେ ବଳାତ୍କାର ଅଭିଯୋଗ, ମହିଳା କହିଲେ ଗର୍ଭପାତ ବି କରାଇଛନ୍ତି

ନୂଆଦିଲ୍ଲୀ,୨୮।୬: ପଶ୍ଚିମବଙ୍ଗର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏବଂ ବେଲଡାଙ୍ଗାର ଭାରତ ସେବାଶ୍ରମ ସଂଘର ମୁଖ୍ୟ ସ୍ବାମୀ ପ୍ରଦୀପ୍ତାନନ୍ଦ ଓରଫ କାର୍ତ୍ତିକ ମହାରାଜଙ୍କ ବିରୋଧରେ ଜଣେ ମହିଳା ଏକ ଗମ୍ଭୀର…

ଆସିଲା ଶେଫାଳିଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୃତ୍ୟୁ ରାତିରେ ସ୍ବାମୀ…

ମୁମ୍ବାଇ, ୨୮।୬: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ଶେଫାଳି ଜାରିୱାଲା, ଯିଏ ‘କାଣ୍ଟା ଲାଗା’ ମ୍ୟୁଜିକ ଭିଡିଓ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିଲେ, ଶୁକ୍ରବାର…

ନୂଆ ର ମୁଖ୍ୟ ହେଲେ ଆଇପିଏସ ପରାଗ ଜୈନ, ଅପରେଶନ ସିନ୍ଦୂରରେ ନେଇଥିଲେ ମୁଖ୍ୟ ଭୂମିକା

ନୂଆଦିଲ୍ଲୀ,୨୮।୬: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ପ୍ରଦାନ କରିଥିବା ବିମାନ ଗବେଷଣା କେନ୍ଦ୍ର (ARC)ର ମୁଖ୍ୟ ପରାଗ ଜୈନଙ୍କୁ ନୂତନ R&AW…

ପାକିସ୍ତାନକୁ ଲାଗିଲା ଜବରଦସ୍ତ ଝଟକା, ସେନା କନଭେ ଉପରେ ଆତ୍ମଘାତୀ ଆକ୍ରମଣ, ୧୩ ଯବାନ ମୃତ ୧୦ ଗୁରୁତର

ଇସଲାମାବାଦ,୨୮।୬: ଶନିବାର ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ଏକ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ ଜଣ ସେନା…

ରାଜ୍ୟରେ ୪ ପର୍ଯ୍ୟନ୍ତ ବର୍ଷା : ଗୋଟିଏ ନୁହେଁ ଆସୁଛି ଦୁଇଦୁଇଟି ଲଘୁଚାପ

ଭୁବନେଶ୍ୱର,୨୮।୬: ରାଜ୍ୟରେ ଜୁଲାଇ ୪ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଉ ୨ଟି ଲଘୁଚାପ ଆସୁଛି। ଏ ନେଇ ରାଜ୍ୟରେ ବର୍ଷା ଲାଗିରହିବ। ସାରା ରାଜ୍ୟରେ ବର୍ଷା…

ଛାତ୍ରଙ୍କ ପୋଷାକ ଏଣେତେଣେ ଫିଙ୍ଗିଦେଲେ, ଆଦିବାସୀ ଛାତ୍ରାବାସରେ ଛାତ୍ରଙ୍କ ପ୍ରତି ନିର୍ଯ୍ୟାତନା

ଦାରିଙ୍ଗବାଡି, ୨୮।୬ (ଅରୁଣ ସାହୁ): ଜଣେ ଗରିବ ଲୋକର ପାଠ ପଢିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ପୋଷାକ କିଣିବା ସମ୍ଭବ ହେଉନଥିବାବେଳେ ତା’ର ପୁଅ ଝିଅଙ୍କୁ…

କାହିଁକି ଆଇନ ଛାତ୍ରୀଙ୍କୁ ଗାର୍ଡ ରୁମ୍‌କୁ ନେଇ ବଳାତ୍କାର କରିଥିଲେ ମୋନୋଜିତ୍‌: ହେଲା ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୨୮।୬: କୋଲକାତାରେ ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘଟଣାରେ ଆଇନ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ…

୧୦ ଲକ୍ଷ ପୁରସ୍କାର ଘୋଷିତ ୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କରିଥିବା ୬ଜଣ ମାଓବାଦୀଙ୍କ…

ବିଶ୍ୱର ଧନୀ ବ୍ୟକ୍ତି ଜେଫ ବେଜୋସଙ୍କ ବିବାହରେ ଭାରତରୁ ମାତ୍ର ଜଣଙ୍କୁ ମିଳିଥିଲା ନିମନ୍ତ୍ରଣ: ଜାଣନ୍ତୁ ସେ କିଏ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଜେଫ ବେଜୋସ ଜୁନ୍‌ ୨୭ରେ ଇଟାଲୀରେ ତାଙ୍କ ପ୍ରେମିକା ଲରେନ ସାଞ୍ଚେଜଙ୍କୁ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ…

ଛାତ ଉପରକୁ ଯାଇଥିଲେ ପୁଅ, ଦାଦା ଦେଖିଲା ବେଳକୁ ଲାଗିଥିଲେ ବିଦ୍ୟୁତ୍‌ ତାରରେ ପରେ…

ଧର୍ମଶାଳା,୨୮।୬: ଯାଜପୁର ଜିଲା  ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସୂଚନା ମୁତାବକ ଅଭୟପୁର ପଞ୍ଚାୟତ ଅଚ୍ୟୁତପୁର…