ବଡ଼ ଘୋଷଣା: ଦୁବାଇରେ ହେବ ଓ୍ବାଲର୍‌ଡ ସୁପର କବାଡ଼ି ଲିଗ୍‌

ନୂଆଦିଲ୍ଲୀ, ୩୦ା୬: ଓ୍ବାଲର୍‌ଡ ସୁପର କବାଡ଼ି ଲିଗ୍‌ (ଡବ୍‌ଲ୍ୟୁଏସ୍‌କେଏଲ୍‌)ର ଉଦ୍‌ଘାଟନୀ ସଂସ୍କରଣ ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ଦୁବାଇରେ ହେବ। ଆୟୋଜକଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଇଣ୍ଟରନ୍ୟାଶନାଲ କବାଡ଼ି…

ମହିଳା କୋଚ୍‌ଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ନାବାଳିକା ବକ୍ସର

ନୂଆଦିଲ୍ଲୀ,୩୦ା୬: ରୋହତକରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ର ନ୍ୟାଶନାଲ ବକ୍ସିଂ ଏକାଡେମୀରେ କାର୍ଯ୍ୟରତ ଥିବା ଜଣେ ମହିଳା କୋଚ୍‌ଙ୍କ ବିରୋଧରେ ଜଣେ ନାବାଳିକା ବକ୍ସର ଯୌନ ନିର୍ଯାତନା ଅଭିଯୋଗ…

Video: ଭୁବନେଶ୍ୱର ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ, ଭିଡିଓ ଭାଇରାଲ

ଭୁବନେଶ୍ୱର, ୩୦।୬: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ନିଜ ଅଫିସରେ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି…

ଛକା ମାରି ଖେଳପଡ଼ିଆରେ ସବୁଦିନ ପାଇଁ ଶୋଇପଡ଼ିଲେ ବ୍ୟାଟ୍ସମ୍ୟାନ: କ୍ଷଣକ ମଧ୍ୟରେ ଚାହଁଚାହୁଁ …

ଚଣ୍ଡିଗଡ଼,୩୦।୬: ଛକା ମାରିଲେ ତଳେ ପଡ଼ିଗଲେ। ସାଥୀ ଖେଳାଳି କିଛି ବୁଝିବା ଆଗରୁ ସମସ୍ତଙ୍କୁ  କରିଦେଲେ ବାଏ ବଏ। ଖେଳପଡ଼ିଆରେ ସବୁଦିନ ପାଇଁ ଶୋଇପଡ଼ିଲେ ବ୍ୟାଟ୍ସମ୍ୟାନ।  ଏଭଳି…

ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି: ‘କ୍ୟାପଟେନ କୁଲ’ ଟ୍ରେଡମାର୍କ ପାଇଁ କଲେ ଆବେଦନ

ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କର ଲୋକପ୍ରିୟ ନାମ ‘କ୍ୟାପଟେନ କୁଲ’କୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି। ଟ୍ରେଡ…

ମନ ପସନ୍ଦର ଗୀତ ବଢ଼ାଏ କାର୍ଯ୍ୟଦକ୍ଷତା

ମନ ପସନ୍ଦର ଗୀତ ଶୁଣିବାକୁ କିଏ ବା ଭଲ ନ ପାଏ। ଏହାଦ୍ୱାରା ଭାରାକ୍ରାନ୍ତ ମନ ହାଲୁକା ହୋଇଥାଏ। ମନ ପ୍ରଫୁଲ୍ଲ ରହିଥାଏ। ଏହି ତାଲିକାରେ ଆଉ…

ଭାଜପାକୁ ଲାଗିଲା ବଡ଼ ଝଟକା, ଦଳ ଛାଡିଲେ ଫାୟାର ବ୍ରାଣ୍ଡ ନେତା

ନୂଆଦିଲ୍ଲୀ,୩୦।୬୫: ତେଲଙ୍ଗାନାର ଫାୟାରବ୍ରାଣ୍ଡ ନେତା ଏବଂ ଗୋଶାମହଲ ବିଧାୟକ ଟି ରାଜା ସିଂହ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ତାଙ୍କର ତେଲଙ୍ଗାନା ପାର୍ଟି ନେତୃତ୍ୱ ସହିତ…

ଶରଧାବାଲି ଦଳାଚକଟାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ କହିଲେ ସରକାର ବାକ୍ୟ ବୀର ନ ହୋଇ…

ଭୁବନେଶ୍ୱର,୩୦ା୬: ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ସରକାର…

ଲଘୁଚାପ କ୍ଷେତ୍ର ସୃଷ୍ଟି: ୪ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା, ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦।୬: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୪ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ…

୧୦୦ କୋଟିର ରାସ୍ତାରେ ଗଛ ଅଡ଼ୁଆ: ବିହାର ବିକାଶ ମଡେଲ ଦେଖି ଲୋକ ହେଲେ ଆଶ୍ଚର୍ଯ୍ୟ

ପାଟଣା, ୩୦।୬: ବିହାରର ଜେହାନାବାଦରେ ଏକ ୧୦୦ କୋଟି ଟଙ୍କାର ରାସ୍ତା ପ୍ରକଳ୍ପ ଚର୍ଚ୍ଚାରେ ରହିଛି, କିନ୍ତୁ ଭୁଲ କାରଣ ପାଇଁ। ପାଟଣା-ଗୟା ମୁଖ୍ୟ ରାସ୍ତାରେ ୭.୪୮…