ଢାବାରୁ ବିଦେଶୀ ମଦ ଜବତ, ୨ କୋର୍ଟ ଚାଲାଣ

ପରଜଙ୍ଗ,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ୧୪୯ନଂ. ଜାତୀୟ ରାଜପଥ ପାର୍ଶ୍ୱ ପରମହଂସପୁର ଛକ ନିକଟରେ ଥିବା ଉମାଶଙ୍କର ଢାବାରେ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ…

ଓଡ଼ିଶାରେ ମଧ୍ୟ ଜଗା-କାଳିଆଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବେ ରାଜ୍ୟ ସରକାର: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଓଡ଼ିଶା ଫେରିବା ପରେ ଜଗା-କାଳିଆଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଜଗା-କାଳିଆ ଓଡ଼ିଶା ଫେରିବା…

ଭାରତ ୨୦୧୯ ବିଶ୍ୱକପ୍‌ ଜିତିଲେ ନିର୍ମାଣ ହେବ ‘୮୩’ ପରି ଆଉ ଏକ ଫିଲ୍ମ

ବର୍ତ୍ତମାନ ୨୦୧୯ କ୍ରିକେଟ ବିଶ୍ୱକପ୍‌ ଚାଲିଛି। ଇତି ମଧ୍ୟରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ସମେତ ସାରା ଭାରତ ଉତ୍ସାହିତ ଅଛି।…

ବାଇକ୍‌ ଡିକିରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌, ଜାଣିବା ପରେ ସଜ୍ଞାହୀନ ହେଲେ ବ୍ୟବସାୟୀଙ୍କ ସହଯୋଗୀ

ଢେଙ୍କିକୋଟ,୨୯।୬(ଡି.ଏନ୍‌.ଏ.): ଢେଙ୍କିକୋଠ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ ସାପ୍ତାହିକ ହାଟରୁ ଶନିବାର ପୂର୍ବାହ୍ନରେ ଜଣେ ବ୍ୟବସାୟୀଙ୍କ ବାଇକ୍‌ ଡିକିରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ ହୋଇଛି। ବ୍ୟବସାୟୀ ମକରନ୍ଦ…

ପରିବା କିଣିବାକୁ ଆସି ହାଇଓ୍ବା ତଳେ ଜୀବନ ଗଲା

ଭଦ୍ରକ ଅଫିସ,୨୯।୬: ଭଦ୍ରକ ବାଇପାସ୍‌ ବଜାରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ସହର ଗୋପବନ୍ଧୁ ନଗରର…

ଶୋଇଥିବା ବେଳେ ମସାରି ସହ ଶିଶୁପୁତ୍ରକୁ କାମୁଡ଼ି ନେଲା ଶିଆଳ: ଗୁରୁତର ଅବସ୍ଥାରେ ଉଦ୍ଧାର, ଭଦ୍ରକ ମେଡିକାଲରେ ଚାଲିଛି ଚିକିତ୍ସା

ଭଦ୍ରକ ଅଫିସ,୨୯।୬: ଶିଆଳ କାମୁଡ଼ାରେ ଶନିବାର ଜଣେ ଚାରି ମାସର ଶିଶୁପୁତ୍ର ଗୁରୁତର ହୋଇଛି। ସେ ହେଲେ ବାସୁଦେବପୁର ପୌରପାଳିକା ବାଲିନଗର ଗ୍ରାମର ବଳରାମ ଗିରୀଙ୍କ ପୁଅ…

ଖେଳୁଥିବା ବେଳେ ଖାଲରେ ବୁଡ଼ି ଯାଇ ଶିଶୁପୁତ୍ର ମୃତ

ଭୁବନ,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଏନ୍‌ଏସି କାର୍ଯ୍ୟାଳୟ ପଛପଟେ ଥିବା ଏକ ଖତ ଖାଲରେ ଭର୍ତ୍ତି ହୋଇଥିବା ପାଣିରେ ବୁଡ଼ିଯାଇ ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତଶିଶୁ ହେଲେ…

ରାଶିଫଳ: ରବିବାର, ଜୁନ୍‌ ୩୦ ତାରିଖ – Daily Horoscope

ମେଷ ଉଚ୍ଚରାଶିରେ ଚନ୍ଦ୍ର ଥିବାରୁ ଖୁସି ମନରେ କାମ କରିବେ ଏବଂ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖକୁ ଲାଘବ କରିବାରେ ସମର୍ଥ…

‘ଦିଲ୍‌ବର ଦିଲବର’ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହିନେଲେ ନେହା କକ୍କର

ନେହା କକ୍କର ବଲିଉଡ୍‌ର ଲୋକପ୍ରିୟ ତଥା ଜଣାଶୁଣା ଗାୟିକା। ଫ୍ୟାନ୍‌ଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ନେହା ସୋସିିଆଲ ମିଡିଆରେ ସବୁବେଳେ କିଛି ନା କିଛି…

ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ସାମିଲ ହେବ ୪ ଏସ୍‌ୟୁ-୩୦ଏମ୍‌କେଆଇ ଜେଟ୍‌

ନୂଆଦିଲ୍ଲୀ,୨୯।୬: ଆସନ୍ତା ଜୁଲାଇ ୧ରୁ ୧୪ ମଧ୍ୟରେ ଫ୍ରାନ୍ସର ମଣ୍ଟ-ଡି-ମାର୍ସନ ଏୟାରବେସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ୪ ଏସ୍‌ୟୁ-୩୦ଏମ୍‌କେଆଇ ଜେଟ୍‌, ଗୋଟିଏ ଆଇଏଲ୍‌-୭୮ ଟ୍ୟାଙ୍କର…